Movie prime

କଂଗ୍ରେସ୍ ରୁ ୬ ବର୍ଷ ପାଇଁ ବ୍ୟାନ ହେଲା ପରେ ସୁର ରାଗିଲେ.. ଆ ଥୁ... ଥୁ.. କିଛି ଫରକ୍ ପଡୁନି.. ୱେଲକମ

 
Bb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ବିଜେଡି ରୁ ବହିଷ୍କାର ହେଲେ କଂଗ୍ରେସ ନେତା ସୁର ରାଉତରାୟ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ସୁର ରାଉତରାୟ ଯିଏ କି ଗତ ୬୦ ବର୍ଷ ଧରି କଂଗ୍ରେସ ଦଳ ରେ ରହି ଆସିଛନ୍ତି।
କଂଗ୍ରେସ ଦଳ କୁ କେବଳ ବିକାଶ ରେ ଆଗକୁ ନେବା ପାଇଁ ସେ ସବୁବେଳେ ଚେଷ୍ଟା କରି ଅଛନ୍ତି।ହେଲେ ଆଜି ସେହି ସୁର ରାଉତରାୟ ଙ୍କୁ ତାଙ୍କ ଦଳ ରୁ ବହିଷ୍କାର କରା ଯାଇଚି।ଯାହାକୁ ନେଇ ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Hh
ସୂଚନା ଅନୁସାରେ କଂଗ୍ରେସ ଦଳ ର ସବୁ କିଛି ଥିଲେ ସୁର ରାଉତରାୟ। ଯିଏ କି ସବୁବେଳେ ଗଣ ମାଧ୍ୟମ ଆଗରେ କଂଗ୍ରେସ ଦଳ କଥା କହି ଚର୍ଚ୍ଚା ରେ ଥାଆନ୍ତି।ତେବେ ଆଜି ତାଙ୍କୁ ଦଳ ରୁ ବହିଷ୍କାର କରା ଯାଇଚି।
ଦଳ ରୁ ବାହାରିବା ପାରେ ସେ ଗଣ ମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।ସେ କହିଛନ୍ତି କି ତାଙ୍କର ଭୁଲ ନ ଥାଇ ତାଙ୍କୁ ଦଳ ରୁ ବାହାର କରା ଯାଇଛି।ସେ ହାଇ କମାଣ୍ଡ ଙ୍କ ପାଖକୁ ଯିବେ।ଏ ନେଇ ନିଜ ମତ ରଖିବେ।ତାଙ୍କର ଏହି କଥା ଟି ଏବେ ସବୁ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ପୁଅ ମନ୍ମଥ ରାଉତରାୟ ତାର ଇଛା ଅନୁସାରେ ବିଜେଡି ଦଳ କୁ ଯାଇଚି।ଏଥିପାଇଁ ତାଙ୍କର କିଛି ବି ଭୁଲ ନାହିଁ।ମୁଁ କୌଣସି ଦଳ ର ପ୍ରଚାର ପାଇଁ ଯାଇ ନାହିଁ।ମୋ ପୁଅ କୁ ମୁଁ ସମର୍ଥନ କରୁ ନାହିଁ।
Hu
ମୋର କିଛି ଭୁଲ ନାହିଁ।ମୁଁ କେବଳ ବାପା ହେବାର କର୍ତ୍ତବ୍ୟ କରିଛି।ଏହି କଥା କୁ ନେଇ ମୋତେ ଦଳ ରୁ ବିଦା କରିବା କେବେ ବି ଠିକ୍ ନୁହଁ।ମୋ ପ୍ରତି ଅନ୍ୟାୟ ହୋଇଛି।
ମୁଁ ଏହାର ପ୍ରତିଶୋଧ ନେବି ବୋଲି କହିଛନ୍ତି।ଏହା ପୂର୍ବରୁ ମଧ୍ୟ ତାଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ କହିଥିଲେ କି ତାଙ୍କ ବାପା ବିଜେଡ଼ି ଦଳ କୁ ସମର୍ଥନ କରିଛନ୍ତି।
ତେବେ ଆଗକୁ ଦେଖିବାକୁ ବାକି ରହିଲା କେଉଁ ଦଳ ଏଥର ବିଜୟ ହାସଲ କରୁଛି।ଓ ସୁର ରାଉତରାୟ ଏବେ କେଉଁ ଦଳ ରେ ପ୍ରବେଶ କରୁ ଛନ୍ତି।ତେବେ ଏହି କଥା ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.