Movie prime

ବିଜେଡି ହାରିବା ପରେ ଚିନ୍ତା ରେ ନବୀନ ଫ୍ୟାନ ଖଗେଶ୍ବର : ଲାଗୁଚି ବବି ଦେଇଥିବା ବାଇକ୍ ସେ ନେଇଯିବେ...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ରାଜ୍ୟ ନବୀନ ସରକାର ଙ୍କ ଶାସନ ର ଅନ୍ତ ହୋଇ ସାରିଛି।ଏଥର ଆମର ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି।
Special report
କିଛି ଲୋକ ଭାରତୀୟ ଜନତା ପାର୍ଟି କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ବିଜୁ ଜନତା ଦଳ କୁ ସମର୍ଥନ କରୁଛନ୍ତି।ଆଜି ଆମେ ସେଭଳି ଜଣେ ନବୀନ ଙ୍କ ପ୍ରଶଂସକ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯିଏ କି ନବୀନ ଙ୍କୁ ନେଇ ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି।
ସେହି ପ୍ରଶଂସକ ଙ୍କ ନାମ ହେଉଚି ସର୍ବେଶ୍ଵର। ତାଙ୍କୁ ବିଜୁ ଜନତା ଦଳ ର ନେତା ବବି ଦାସ ଗୋଟିଏ ଗାଡ଼ି ଉପହାର ସ୍ବରୂପ ଦେଇ ଥିଲେ। ଯାହାକୁ ପାଇ ସେ ବହୁତ ଖୁସି ହୋଇ ଯାଇ ଥିଲେ।ଏବେ ବିଜେଡି ର ପରାଜୟ ହେବା ପରେ
ସେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।କହିଥିଲେ କି ମୁଁ ସବୁବେଳେ ନବୀନ ବାବୁ ଓ ବବି ଦାସ ଙ୍କ ସହିତ ରହିବି।ବିଜେପି ମୋତେ ଖଣ୍ଡଗିରି ରେ ବହୁତ ହଇରାଣ କରିଛି।ମୋତେ ମାରି ଦେବା ପାଇଁ ଚେଷ୍ଟା କରିଛି।
Special report
ସେମାନେ ଚାହୁଁଥିଲେ କି ମୋର ବିବାହ ନ ହେଉ।କାରଣ ସେମାନେ ଜାଣିଛନ୍ତି ମୋର ବିବାହ ପରେ ଯେଉଁ ପିଲା ସୃଷ୍ଟି ହେବ। ସେ ମଧ୍ୟ ନବୀନ ବାବୁ ଙ୍କ ପ୍ରଶଂସକ ହେବ।
ତେବେ ବବି ବାବୁ ଯେଉଁ ଉପହାର ମୋତେ ଦେଇଛନ୍ତି ତାହା ସେ କେବେ ବି ଫେରାଇ ନେବେ ନାହିଁ।ଆମେ ସବୁବେଳେ ତାଙ୍କ ସହିତ ରହିଛୁ।ମୋର ପରବର୍ତ୍ତୀ ବଂଶଧର ମଧ୍ୟ ନବୀନ ପଟ୍ଟନାୟକ ଙ୍କ ସାଙ୍ଗ ରେ ରହିବ।ଆଉ ପାଞ୍ଚ ବର୍ଷ କୁ ପୁଣି ଅପେକ୍ଷା କରି ରହିଲୁ।
ସେ ଆହୁରି ମଧ୍ୟ କହିଛନ୍ତି କି ନବୀନ ବାବୁ ଆମ ପାଇଁ ବହୁତ କିଛି କରିଛନ୍ତି।ଆମ ରାଜ୍ୟ କୁ ଏକ ନମ୍ବର ରାଜ୍ୟ ରେ ସେ ପରିଣତ କରିଛନ୍ତି।
ଭବିଷ୍ୟତ ରେ ସେ ପୁଣି ଥରେ ଆମ ମୁଖ୍ୟ ମନ୍ତ୍ରୀ ରୂପେ ଶପଥ ନେବେ ବୋଲି ସେ କହିଥିଲେ।ଯାହାକୁ ନେଇ ଏବେ ସବୁଠାରେ ଅନେକ କଥା କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.