Movie prime

ଟିକେଟ ମିଳୁ ମିଳୁ ଶଙ୍ଖ ଭବନ ରେ ପହଁଚିଗଲେ ବର୍ଷା..ବର୍ଷା ଙ୍କୁ ଦେଖି ପାଣ୍ଡିଆନ ଆଉ ଅନ୍ୟ ନେତା ଭାରି ଖୁସି..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ଜଗତର ଆଗ ଧାଡ଼ିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ କିଛି ନା କିଛି ଘଟଣାକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି।
ଗତ କିଛି ଦିନ ତଳେ ସେ ଅଭିନେତା ତଥା ପୂର୍ବତନ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଙ୍କ ସହ ହୋଇଥିବା ଛାଡ଼ପତ୍ର କୁ ନେଇ ଚର୍ଚ୍ଚାରେ ଥିଲେ। ଆଉ ଏବେ ଅନୁଭବ ମହାନ୍ତି ବିଜେଡ଼ି ଦଳ ଛାଡ଼ି ଦେଇଛନ୍ତି।
Hh
ସେ ବିଜେଡ଼ି ଛାଡ଼ି ଯାଇ ବିଜେପି ରେ ଯୋଗ ଦେଇଛନ୍ତି। ହେଲେ ଏବେ ଅନୁଭବ ମହାନ୍ତି ବିଜେଡିରୁ ବାହାରିବା ମାତ୍ରେ ହିଁ ବର୍ଷା ପ୍ରିୟଦର୍ଶିନୀ ରାଜନୀତିରେ ଯୋଗଦାନ କରିଛନ୍ତି। ପୁର୍ବରୁ ସେ ତାଙ୍କର ସମ୍ମାନିତା ଦ୍ବାରା ଅନେକ ଲୋକଙ୍କୁ ସାହାଯ୍ୟ
କରିବା ସହ ଖୁବ୍ ସମାଜ ସେବା କରୁଥିଲେ। ମାତ୍ର ଏବେ ସେ ବିଜେଡିରେ ଯୋଗ ଦେବା ପରେ ଏବେ ତାଙ୍କ ସମ୍ପର୍କରେ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ବଡଚଣା ର ବିଜେଡି ର ବିଧାୟକ ପ୍ରାର୍ଥୀ ହୋଇଛନ୍ତି।
ତାଙ୍କୁ ବିଜେଡ଼ି ତରଫରୁ ଟିକେଟ ମିଳିବା ପରେ ଏବେ ତାଙ୍କ ସଂପର୍କରେ ହିଁ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ କିଛିଦିନ ତଳେ ଯେତେବେଳେ ତାଙ୍କୁ ରାଜନୀତି କରିବା ନେଇ ପଚରା ଯାଇଥିଲା
Hh
ସେତେବେଳେ ସେ କହିଥିଲେ କି ସମୟ ଆସିଲେ ସବୁ ଜଣା ପଡ଼ିବ ବୋଲି। ମାତ୍ର ଏବେ ସେ ସମୟ ଆସି ଯାଇଛି। ବର୍ଷା ପ୍ରିୟଦର୍ଶିନୀ ବଡ଼ଚଣା ରେ ଜୋରଦାର ଭାବରେ ତାଙ୍କର ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି।
ଏବେ ଆଜି ତାଙ୍କୁ ଶଙ୍ଖ ଭବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହା କ୍ୟାମେରା ରେ କଏଦ ହେବା ପରେ ଏହା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବା ସହ ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ନେଇ ଲୋକମାନେ ମଧ୍ୟ ନିଜ ନିଜର ମତାମତ ମଧ୍ୟ ଦେଇଛନ୍ତି ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.