Movie prime

ହ-ତ୍ୟା ପରେ ଜେଲ ଭିତରେ କାନ୍ଦୁଛି ନିହାରିକା ଦେଖନ୍ତୁ ଏବେ ଅଛି କେମିତି ପରିସ୍ଥିତି

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ନିକଟରେ ହତ୍ୟାକୁ ନେଇ ଆସିଥିବା ଖବର ଜାଣିଥିବେ ।
ନିକଟରେ ଜଣେ ନିର୍ଦ୍ଦୋଷକୁ ଦଣ୍ଡ ମିଳିଛି । ସେ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଏହି ଯୁବକ ଜଣକ ହେଉଛନ୍ତି ଅଞ୍ଜନ । ଅଞ୍ଜନ ତାଙ୍କ ସାଙ୍ଗ ଗୌତମ ଆଉ ତାଙ୍କ ପ୍ରେମିକାଙ୍କୁ ବୁଝାଇବାକୁ ଯାଇଥିଲେ । ସେ ମିଡ଼ିଏଟର ହୋଇ ଆଜି ଆଖି ବୁଜି ଦେଇଛନ୍ତି । 
Bb
ଏହି ଯୁବତୀ ଜଣକ ହେଉଛନ୍ତି ନିହାରିକା । ନିହାରୀକା ପ୍ରଥମେ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ ଆଉ ଏହାପରେ ସେ ତାଙ୍କୁ ଛାଡ଼ିଦେଇ ଆଉ ଜଣଙ୍କୁ ଭଲପାଇ ଥିଲେ । ଆଉ ତାଙ୍କର ନୂଆ ପ୍ରେମିକ ତାଙ୍କ ପୁରୁଣା ପ୍ରେମିକର ସାଙ୍ଗକୁ ମାରି ଦେଇଛନ୍ତି । ଖଣ୍ଡାରେ ତାଙ୍କୁ ସେ ହାଣି ଦେଇଛନ୍ତି ।
ଏହି ଯୁବତୀ ଜଣକ ଆଗରେ ଅଞ୍ଜନକୁ ହାଣି ଦେଲା ତାର ନୂଆ ପ୍ରେମିକ । ଅଞ୍ଜନ ଗୌତମ ଆଉ ନିହାରୀକା ମଧ୍ୟରେ କାହିଁକି ବିଚ୍ଛେଦ ହେଲା ତାହା ବୁଝାଇବାକୁ ଯାଇଥିଲେ । ଆଉ ସେହି ସମୟରେ ନିହାରୀକା ତାର ନୂଆ ପ୍ରେମିକକୁ ଡାକିଥିଲା ।
Gh
ଆଉ ଏହି ସମୟରେ ସେ ଖଣ୍ଡା ଧରି ଆସି ଅଞ୍ଜନକୁ ହାଣି ଦେଇଥିଲା । ଏବେ ନିହାରୀକା ଆଉ ତାର ନୂଆ ପ୍ରେମିକ ଜେଲରେ ଅଛନ୍ତି । ଏବେ ଖବର ଆସିଛି କି ନିହାରୀକା ଜେଲ ଭିତରେ କାନ୍ଦୁଛି । ପୋଲିସ ଆଗରେ କଇଁ କଇଁ ହୋଇଛି କାନ୍ଦୁଛି ନିହାରୀକା ।
ସେ କହୁଛି ଏଭଳି ପିଲାକୁ ଭଲପାଇ ସେ ଭୁଲ କରିଛି । ନିହାରୀକା ଭାବୁଥିବ ଅନେକ କଥା ତା ପାଇଁ ଗୋଟିଏ ପରିବାର ଆଜି କାନ୍ଦୁଛି । ଆଉ ଏବେ ନିହାରୀକା ଜେଲ ଭିତରେ ଥାଇ କାନ୍ଦୁଛି । ଜେଲର ଚାରିକାନ୍ଥ ଭିତରେ ଆଜି କାନ୍ଦୁଛି ନିହାରୀକା ।
Gh
ନିହାରୀକା ପାଇଁ ଆଜି ନିରୀହ ଜୀବନ ଚାଲିଯାଇଛି । ଅନେକ ଲୋକ ଜେଲରେ ଥାଇ ଭାବନ୍ତି ଆଉ ତାଙ୍କର ଦୋଷ ସ୍ବୀକାର କରିଥାନ୍ତି । ରିଲସ କରୁଥିବା ନିହାରୀକା କେବେବି ଭାବି ନଥିଲେ କି ତାଙ୍କ ଜୀବନ ଦିନେ ଏଭଳି ହୋଇଯିବ । ଏତେ ବଡ ହ-ତ୍ୟାକାଣ୍ଡରେ ସେ ସାମିଲ ହୋଇଯିବେ ।
ପୋଲିସ ଏବେ ନିହାରୀକା ଆଉ ସେହି ପ୍ରେମିକ ଜଣଙ୍କୁ ଗିରଫ କରି ଜେରା କରୁଛି । ବହୁତ ଶୀଘ୍ର ନିହାରୀକା ଜେରା ପାଇଁ ଯିବେ ବୋଲି ସୂଚନା ମିଳିଛି । ଆହୁରି ଅନେକ କିଛି ଲୋକ ଏହି ହ-ତ୍ୟାକାଣ୍ଡରେ ସାମିଲ ଅଛନ୍ତି । ଆଉ ସେମାନଙ୍କୁ ଏବେ ପୋଲିସ ଖୋଜୁଛି । ଏହି ମାମଲାରେ ଗୌତମଙ୍କୁ ମଧ୍ୟ ଜେରା କରିପାରେ ପୋଲିସ ।