Movie prime

ଅନୁଭବ ଙ୍କ ଘରେ ରେଡ ପରେ ରାଗିଲେ ମିଟୁ ମିଥୁନ ଲାଗୁଛି ଅନୁଭବ ଙ୍କ ପଛରେ କିଏ ଲୋକ ସେଟ୍ କରିଚି

 
Hh
ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କଟକ ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ପକ୍ଷରୁ ଏମ୍‌ପି ଅନୁଭବ ମହାନ୍ତିଙ୍କ ଖାନନଗରସ୍ଥିତ ଭଡ଼ା ବାସଭବନରେ ବୁଧବାର ଚଢ଼ାଉ କରାଯାଇଛି।
ସୂଚନାନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ଉକ୍ତ ବ୍ୟାଙ୍କରୁ ୨୦୧୨ରେ ୩୦ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ନିୟମିତ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ। ଫଳରେ ଉକ୍ତ ଋଣ ପରିମାଣ ସୁଧ ସହ ବୃଦ୍ଧି ପାଇ ୭୫ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି।
Vh
କଟକ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ କହିବାନୁସାରେ, ମାର୍ଚ୍ଚ ମାସ ହେତୁ ଋଣ ଆଦାୟ ନିମନ୍ତେ ଆମେ ତାଙ୍କ ଘରକୁ ଯାଇଥିଲୁ।ଋଣ ପରିଶୋଧ କରିବା ନିମନ୍ତେ ତାଙ୍କ ତରଫରୁ ସହଯୋଗ କରାଯାଇଛି। ଉକ୍ତ ଋଣ ପରିଶୋଧ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ତେବେ ବନ୍ଧୁଗଣ ବର୍ତମାନ ଏନେଇ ଆକଟର ମିଟୁ ମିଥୁନ କହିଛନ୍ତି, ଅନୁଭବଙ୍କ ଘରେ ଯଦି କଳା ଧନ ହେଉ କି ଧଳା ଧନ ହେଉ, ଧନ ଯଦି ଅଛି ତାହାଲେ ରେଡ ହେବ। ଏବଂ ସେ କହିଛନ୍ତି କିଏ ଗୋଟେ ଅନୁଭବ ପଛରେ ଲାଗିଛି ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.