Movie prime

ବିଗୁଲ୍ ଫିଲ୍ମ ଦେଖି ଅନୁଭବ ଙ୍କ ଉପରେ ଫିଦା ପ୍ରକୃତି ଏତେ ସୁନ୍ଦର ଫିଲ୍ମ ଆଗରୁ ଦେଖି ନ ଥିଲି

 
Vh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଓଲିଉଡ଼ ଜଗତ ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ରେ ରାଜ୍ କରୁଛନ୍ତି।
ଅଭିନେତା ଅନୁଭବ ମହାନ୍ତି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଏବଂ ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ ମଧ୍ୟ ହୋଇଥାଏ।ଦର୍ଶକ ମାନେ ତାଙ୍କ ଚଳଚ୍ଚିତ୍ର ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି।
Gh
ବର୍ତମାନ ମଧ୍ୟ ଅଭିନେତା ଅନୁଭବ ମହାନ୍ତି ଙ୍କ ଆଉ ଏକ ଚଳଚ୍ଚିତ୍ର ରିଲିଜ୍ ହୋଇଛି।ଚଳଚ୍ଚିତ୍ର ର ନାମ ହେଉଛି ବିଗୁଲ।ଏହି ଚଳଚ୍ଚିତ୍ର ଟି ବହୁତ ଭଲ ହୋଇଛି ବୋଲି ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
ଅଭିନେତ୍ରୀ ପ୍ରକୃତି ମିଶ୍ର ବିଗୁଲ୍ ଚଳଚ୍ଚିତ୍ର ଟି ଦେଖିବା ପରେ ଅନୁଭବ ମହାନ୍ତି ଙ୍କ ଉପରେ ଫିଦା ହୋଇ ଯାଇଛନ୍ତି।ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଯେ ବୀଗୁଲ ଚଳଚ୍ଚିତ୍ର ରେ ଯେଉଁ କଳାକାର ମାନେ ଅଭିନୟ କରିଛନ୍ତି ବହୁତ ସୁନ୍ଦର କରିଛନ୍ତି।କାହାଣୀ ମଧ୍ୟ ବହୁତ ଭଲ ହୋଇଛି।
Hh
ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିବ ବୋଲି ମଧ୍ୟ ପ୍ରକୃତି ମିଶ୍ର କହିଛନ୍ତି।ବହୁତ ସୁନ୍ଦର ବ୍ୟାକ୍ ଗ୍ରାଉଣ୍ଡ ମିୟୁଜିକ,ନିର୍ଦ୍ଦେଶନା ମଧ୍ୟ ବହୁତ ସୁନ୍ଦର ଦେଇଛନ୍ତି।ଏହି ଭଳି ସୁନ୍ଦର ସିନେମା ହଲ କୁ ଆସି ଦେଖିବା ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନୁରୋଧ କରିଛନ୍ତି।
ବୀଗୁଲ୍ ୧ ହେଇଛି ଏହାପରେ ଵିଗୁଲ ୨ ମଧ୍ୟ ଆସିବ।ଯେଉଁ ନୂଆ କଳାକାର ମାନେ ଅଭିନୟ କରିଛନ୍ତି ବହୁତ ଭଲ କରିଛନ୍ତି। ଏହି ଚଳଚ୍ଚିତ୍ର ରେ ତିନୋଟି ଆକ୍ଟର ଅଛନ୍ତି।ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଦେଖିଲେ ହିଁ ଜାଣି ପାରିବେ।
ଏହି ଚଳଚ୍ଚିତ୍ର ରେ ତାଙ୍କ ପ୍ରିୟ ସାଙ୍ଗ ତଥା ଅଭିନେତ୍ରୀ ସୁପ୍ରିୟା ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।