Movie prime

ଆଗାମୀ ତିଥିରେ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଲୋକପ୍ରିୟ ଯୋଡ଼ି !! ଜାଣନ୍ତୁ ଏବେ ଏବେ ଆସିଲା ବଡ଼ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ସାର୍ଥକ ଚ୍ୟାନେଲରେ ଯେଉଁ ଧାରାବାହିକ ସବୁ ପ୍ରସାରିତ ହେଉଥିଲା ତାହା ସବୁ ଦେଖିଥିବେ । 
ଆପଣମାନେ ସମସ୍ତେ ଝିଲି ଧାରାବାହିକ ତ ଦେଖିଥିବେ । ଏହି ଧାରାବାହିକରେ ଝିଲି ଭଲ ଅଭିନୟ କରିଥିଲେ । ଝିଲିଙ୍କ ନାମ ହେଉଛି ନିକିତା ମିଶ୍ର । ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
Special report
ଅଭିନେତ୍ରୀ ନିକିତା ମିଶ୍ରଙ୍କୁ ନେଇ ଏବେ କିଛି ଖବର ଆସିଛି । ଅଭିନେତ୍ରୀ ନିକିତା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅଭିନେତ୍ରୀ ନିକିତା ମିଶ୍ରଙ୍କର ନିର୍ବନ୍ଧ ସରିଛି । ସରିଲା ନିର୍ବନ୍ଧ ଆଗାମୀ ତିଥିରେ ହେବ ବିବାହ । 
ଲୋକମାନେ ଏହି ଧାରାବାହିକରେ ଅଭିନୟ କରିଥିବା ଯୋଡ଼ିକୁ ବହୁତ ପସନ୍ଦ କରିଥାନ୍ତି । ଲୋକମାନେ ଏହି ଯୋଡିକୁ ବହୁତ ଭଲପାଇବା ଦେଇଥିଲେ । କୌଣସି କାରଣରୁ ଏହି ଧାରାବାହିକ ଖୁବ୍ ଶୀଘ୍ର ଶେଷ ହୋଇ ଯାଇଥିଲେ ।
Special report
ଝିଲି ଆଉ ସିଦ୍ଧାର୍ଥ ଯୋଡ଼ି ରୀଲ୍ ଲାଇଫରେ ଯେମିତି ଏକାଠି ଥିଲେ ଠିକ୍ ସେମିତି ରିଅଲ ଲାଇଫରେ ମଧ୍ୟ ସେମାନଙ୍କୁ ନେଇ ଖବର ଆସିଛି । ଏବେ ଏବେ ଖବର ଆସିଛି କି ଏହି ଯୋଡ଼ି ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । 
ଉଭୟଙ୍କର ଏବେ ନିର୍ବନ୍ଧ ସରିଛି । ଆଗାମୀ ତିଥିରେ ସେମାନେ ବିବାହ କରିବାକୁ ଯାଉଛନ୍ତି । ଏହା ତାଙ୍କ ଆଗାମୀ ଧାରାବାହିକରେ ହେବାକୁ ଯାଉଛି । ଏହି ନୂଆ ଧାରାବାହିକ ହେଉଛି "ସିନ୍ଦୂରର ଖେଳ" । ଏହି ଧାରାବାହିକରେ ସେମାନେ ବିବାହ କରିବାକୁ ଯାଉଛନ୍ତି ।
ସେମାନେ ରିଅଲ ଲାଇଫରେ ଭଲ ବନ୍ଧୁ ଅଟନ୍ତି । ଝିଲି ଏବଂ ସିଦ୍ଧାର୍ଥଙ୍କର ଜବରଦସ୍ତ ଅଭିନୟ ଏହି ଧାରାବାହିକରେ ଆପଣ ଦେଖିପାରିବେ । ଆଉ ସେମାନେ ଏହି ଧାରାବାହିକରେ ସ୍ବାମୀ ଆଉ ସ୍ତ୍ରୀର ଅଭିନୟ କରିଛନ୍ତି । ଏହି ଧାରାବାହିକ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେବ ବୋଲି ଜଣାପଡିଛି ।