Movie prime

ଆଗରେ ଠାକୁର ଙ୍କ ଫଟୋ ଭିତରେ ଚାଲିଛି ଦେହ ବେପାର !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆଉ ଏକ ବଡ଼ ଖବର ଆସି ପହଞ୍ଚିଛି। ଧରା ପଡିଛି ଆଉ ଏକ ସେ-କ୍ସ୍ ରାକେଟ। ଏହି ରାକେଟ ମଧ୍ଯ ଏକ ଗୁପ୍ତ କୋଠରୀ ମଧ୍ୟରେ ଚାଲିଥିଲା।
ଯାହାକୁ କି ରେଡ ହ୍ୟାଣ୍ଡ ଧରିଛି ଲିଙ୍ଗରାଜ ଥାନା ପୋଲିସ। ପୋଲିସ ସେହି ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ। ଆଉ ସେହି ସ୍ଥାନରୁ ହିଁ ଜଣେ ବଙ୍ଗୀୟ ଯୁବତୀ ଙ୍କୁ ମଧ୍ଯ ଉଦ୍ଧାର କରାଯାଇଛି।
ତାଙ୍କ ସହ ସେଠାରେ ତିନିଜଣ ଦଲାଲ ଙ୍କୁ ମଧ୍ୟ ଧରା ଯାଇଛି। ଏହାପରେ ସେହି ବଙ୍ଗୀୟ ଯୁବତୀ ଜଣକୁ ଡାକ୍ତରୀ ମାଇନା ପାଇଁ ମେଡିକାଲ ମଧ୍ୟ ନିଆ ଯାଇଥିଲା। ସେମାନେ ସେଠାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ଠାରେ ହିଁ ରହୁଥିଲେ।
ସାମ୍ନାରେ ଥିଲା ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ହେଲେ ଭିତରେ ଚାଲିଥିଲା ସେ-କ୍ସ୍ ରାକେଟ। ପୋଲିସ କିନ୍ତୁ ଏହି ସମ୍ପର୍କ ରେ ପ୍ରଥମେ ଖବର ପାଇଥିଲା। ଏହାପରେ ସେ ସେଠାରେ ଚଢ଼ାଉ ମଧ୍ୟ କରିଥିଲା।
ପୋଲିସ କୁ ଦେଖିବା ପରେ ଘଟଣା ସ୍ଥଳରୁ ସମସ୍ତେ ଖସି ଯିବା ପାଇଁ ମଧ୍ଯ ଚେଷ୍ଟା କରିଥିଲେ। ହେଲେ ପୋଲିସ କିନ୍ତୁ ତାଙ୍କୁ ଧରିବାରେ ସଫଳ ହୋଇଥିଲା।
ଲିଙ୍ଗରାଜ ଥାନା ପୋଲିସ ଯେଉଁ ବଙ୍ଗୀୟ ଯୁବତୀ ଙ୍କୁ ଉଦ୍ଧାର କରିଛି ଏବେ ତାଙ୍କୁ ଉଦ୍ଧାର କେନ୍ଦ୍ରକୁ ମଧ୍ଯ ପଠାଯିବ। ସର୍ବ ପ୍ରଥମେ ତାଙ୍କର ଡାକ୍ତରୀ ମଇନା ହେବ। ଆଉ ତିନିଜଣ ଦଲାଲ ଙ୍କୁ ପୋଲିସ ଗିରଫ କରିଛି ସେମାନଙ୍କୁ ମଧ୍ଯ ଏହାପରେ କୋର୍ଟ ଚାଲାଣ କରାଯିବ।
ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ନାଗେଶ୍ଵର ଟାଙ୍ଗି ଅଞ୍ଚଳରେ ଏହି ରାକେଟ କୁ ଧରା ଯାଇଛି। ଏବେ ତାଙ୍କ ସହ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ
 ସମ୍ପର୍କ ରେ ଜାଣିବା ପାଇଁ ପୋଲିସ ମଧ୍ୟ ସେହି ତିନିଜଣ ଦଲାଲ ଙ୍କୁ ପଚରା ଉଚରା କରିବା। ଏଥି ସହ ପୋଲିସ ଏହି ଘଟଣାର ତଦନ୍ତ ମଧ୍ଯ କରିବ। ତଦନ୍ତ ପରେ ଘଟଣା ସହ ସଂପୃକ୍ତ ଥିବା ବ୍ୟକ୍ତି ମାନେ ଧରା ପଡ଼ିବେ ବୋଲି ସୁଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.