Movie prime

ଏବେ ଆଗେଇବ ଭାରତ ଦେଖନ୍ତୁ ସରିଲା ଚନ୍ଦ୍ର ସୂର୍ଯ୍ୟ ମିଶନ ଏବେ ପାତାଳ କ୍ଷେତ୍ରରେ ରିସର୍ଚ୍ଚ କରି ଖିଅ କାଢିବ ଭାରତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଭାରତ ଚନ୍ଦ୍ରଯାନ ପଠାଇଥିବା ଖବର ଜାଣିଥିବେ । ଆଉ ଏହି ଚନ୍ଦ୍ରଯାନ ୩ ମଧ୍ୟ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା । ଆଉ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।
ଆଉ ସୂର୍ଯ୍ୟଙ୍କ ପାଖକୁ ମଧ୍ୟ ଭାରତ ତଥ୍ୟ ଜାଣିବା ପାଇଁ ସୂର୍ଯ୍ୟ ଯାନ ପଠାଇବ ବୋଲି ସୂଚନା ମିଳିଥିଲା । ଆଉ ଏବେ ଭାରତ ଦେଶକୁ ନେଇ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି । ଏବେ ସମୁଦ୍ର ଭିତରେ ଥିବା ରହସ୍ୟ ଖୋଜିବ ଭାରତ ।
Special report
ସମୁଦ୍ର ଭିତରେ ଅନେକ ତଥ୍ୟ ଆଉ ଅନେକ ରହସ୍ୟ ଲୁଚି ରହିଛି । ଆଉ ଏହିସବୁ ରହସ୍ୟ ଏବେ ଭାରତ ଜାଣିବାକୁ ଚାହୁଁଛି । ଏବେ ଏହି ଖବର ଆସିଛି । ଏବେ ସମୁଦ୍ରଯାନ ସମୁଦ୍ର ଭିତରକୁ ପଠାଇ ତଥ୍ୟ ବା ରହସ୍ୟ ଖୋଲିବ ଭାରତ । ସମୁଦ୍ର ବହୁତ ଗଭୀର ହୋଇଥାଏ । 
ମିଶନ ମୁନ୍ ପରେ ମିଶନ ସନ୍ ଆଉ ଏବେ ଭାରତ ଚଳାଇଛି ମିଶନ ମହାସାଗର । ଚନ୍ଦ୍ରଯାନ ୩ର ସଫଳତା ପରେ ଏବେ ଭାରତର ବୈଜ୍ଞାନିକମାନେ ଏବେ ସମୁଦ୍ର ଭିତରକୁ ସମୁଦ୍ରଯାନ ପଠାଇବା ପାଇଁ ଭାବିଛନନ୍ତି ।
Special report
ଏବେ ସମୁଦ୍ରଯାନ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ଭାରତର ବୈଜ୍ଞାନିକମାନେ । ଭାରତୀୟ ବୈଜ୍ଞାନିକମାନେ ତିନିଜଣ ବ୍ୟକ୍ତିଙ୍କୁ ବଙ୍ଗୋପସାଗରର ଗଭୀର ପାଣି ଭିତରକୁ ପଠାଇବେ । ଏହି ମିଶନର ଲକ୍ଷ୍ୟ ହେଉଛି ଗଭୀର ସମୁଦ୍ର ପାଣିରେ କଣ ସମ୍ପଦ ରହିଛି ତାହା ଜଣାଇବା ।
ସମୁଦ୍ର ପତ୍ତନରୁ ୬୦୦୦ ମିଟର ବା ୬ କିମି ଜଳ ରାଶିକୁ ବୈଜ୍ଞାନିକମାନେ ତିନିଜଣଙ୍କୁ ପଠାଇବେ । ସେଥିପାଇଁ ଗୋଲାକୃତି ବୁଡ଼ା ଜାହାଜ ବି ତିଆରି କରାଯାଇଛି । ଏହାର ନାମ ହେଉଛି ମତ୍ସ୍ୟ ୬୦୦୦ । ଆସନ୍ତା ବର୍ଷ ପ୍ରଥମ ମାସରେ ଏହି ମିଶନ କରାଯିବ ।
ଆଉ ଏହା ଚେନ୍ନାଇ ଉପକୂଳରେ ଏହାର ଟ୍ରାଏଲ୍ କରିବାକୁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି । ଟାଇଟାନିକ ଧ୍ଵଂସ ଦେଖିବା ପାଇଁ କିଛି ବୈଜ୍ଞାନିକ ଯାଇଥିଲେ ଆଉ ସେମାନେ ମରି ଯାଇଥିଲେ । ଆଉ ଏବେ ଏହି ସମୁଦ୍ର ଭିତରକୁ ଯେଉଁ ଯାନ ଯିବା ପାଇଁ ତିଆରି ହେଉଛି ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ବୈଜ୍ଞାନିକମାନେ ।