Movie prime

ଏୟାରଟେଲ ଆଣିଲା ଜବରଦସ୍ତ ଅଫର୍, ବର୍ଷ କୁ ରିଚାର୍ଜ୍ କରିବେ ୫ ଟଙ୍କା, ଏଥର JIO କମ୍ପାନୀ ବି ଏଇ ଅଫର୍ ଦେଖି ଡରିଲାଣି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ପ୍ରତ୍ୟେକ ଲୋକ ଇଚ୍ଛା କରନ୍ତି କି କମ୍ ଟଙ୍କା ରେ କିଭଳି ବର୍ଷ ସାରା ସେମାନେ ଫୋନ୍ ରେ କଥା ହୋଇ ପାରିବେ।କିନ୍ତୁ ବର୍ତ୍ତମାନ ସମୟରେ ସବୁ ସିମ୍ ଗୁଡ଼ିକ ର ରିଚାର୍ଜ ପ୍ଲାନ୍ ବଢି ଚାଲିଛି।ତେଣୁ ଲୋକ ମାନେ କେହି ଅଧିକ ରିଚାର୍ଜ କରିବା ପାଇଁ ଇଚ୍ଛା କରୁ ନାହାନ୍ତି।
Special Report
ତେବେ ଏ କ୍ଷେତ୍ର ରେ ସୁବିଧା ଯୋଗାଇ ଦେବା ପାଇଁ ଆସି ଯାଇଛି ଏୟାରଟେଲ।ଯେଉଁ ମାନଙ୍କ ପାଖରେ ଏହି ଏୟାରଟେଲ ସିମ ରହିଛି ସେମାନେ ଏହାର ଖୁବ୍ ଲାଭ ଉଠାଇ ପାରିବେ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ଅନୁସାରେ ଏୟାରଟେଲ ସୀମ ଏବେ ଲୋକ ମାନଙ୍କ ପାଇଁ ନୂଆ ପ୍ଲାନ୍ ଆରମ୍ଭ କରିଛି।ଏହା ଦ୍ବାରା ଲୋକ ମାନେ ବର୍ଷେ ପର୍ଯ୍ୟନ୍ତ ତାହାର ସୁବିଧା ପାଇ ପାରିବେ।ଏଥର ଆଉ ମାସ କୁ ମାସ ସମସ୍ତଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ନାହିଁ।
କାରଣ ଏୟାର ଟେଲ କମ୍ପାନୀ ଏବେ ୩୬୫ ଦିନ ର ରିଚାର୍ଜ୍ ପ୍ଲାନ୍ ଆପଣ ମାନଙ୍କ ପାଇଁ ନେଇ ଆସିଛି।ଯାହାକୁ ଆପଣ ମାନେ ଶୁଣିଲେ ବହୁତ ଖୁସି ହେବେ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ସବୁ ସିମ ର ରିଚାର୍ଜ ପ୍ଲାନ୍ ହେଉଛି ଦୁଇ ହଜାର ଟଙ୍କା ରୁ ଅଧିକ।
Special Report
କିନ୍ତୁ ଏୟାର ଟେଲ୍ ଆପଣ ମାନଙ୍କ ପାଇଁ ବହୁତ କମ୍ ଟଙ୍କା ରେ ବର୍ଷିକିଆ ରିଚାର୍ଜ ପ୍ଲାନ୍ ନେଇ ଆସିଛି।ଏଥିରେ ୧୭୯୯ ଟଙ୍କା ଯୋଜନା ରେ ଗ୍ରାହକ ମାନେ ମାଗଣା ହେଲୋ ଟ୍ୟୁନ ର ସବସ୍କ୍ରିପସନ୍ ମଧ୍ୟ ପାଇବେ।ଏହା ଛଡ଼ା ୧୦୦ ଟଙ୍କା ର କ୍ୟାଶ ବ୍ୟାକ ମଧ୍ୟ ରହିଛି।
ଏଥିରେ ଆପଣ ମାନେ ମାସକୁ ୧୦୦ ଟି ମ୍ୟାସେଜ୍ ପଠାଇବା ସହିତ ଅନ ଲିମିଟେଡ କଲ୍ ର ସୁବିଧା ରହିଛି।ଆପଣ ମାନେ ଯଦି ଏହି ଯୋଜନା କୁ ନେବା ପାଇଁ ଚାହିଁବେ ତେବେ ଆପଣ ମାନଙ୍କୁ ଦିନ କୁ ୫ ଟଙ୍କା କିମ୍ବା ମାସ କୁ ୨୦୦ ଟଙ୍କା ରୁ କମ୍ ଖର୍ଚ୍ଚ କରିବାକୁ ପଡ଼ିବ।
ଯାହାକୁ ସମସ୍ତଙ୍କୁ ବହୁତ ଖୁସି ଦେବ। ଏୟାରଟେଲ ର ଏଭଳି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି।ଏହି ଅନୁଯାୟୀ ଦୈନିକ ପାଞ୍ଚ ଟଙ୍କା ମୂଲ୍ୟ ରେ ସିମ୍ ଟି ବର୍ଷ ସାରା ଆକ୍ଟିଭ ରହିବ।ଏହାକୁ ଏକା ଥରେ ରୀଚାର୍ଜ କରିବା ସମସ୍ତ ଙ୍କ ପାଇଁ ସମ୍ଭବ ନୁହେଁ।
ହେଲେ ଏଥିରେ ଆପଣ ବହୁତ କମ୍ ପରିମାଣ ରେ ମାସ କୁ ରିଚାର୍ଜ କରିବେ।ଏଥିରେ ଆପଣ ଲାଭବାନ ହେବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆପଣ ମାନେ ବି ଏଥିରେ ରିଚାର୍ଜ କରି ଦିଅନ୍ତୁ।ଲାଭବାନ ହୁଅନ୍ତୁ।