Movie prime

ଅଜୟ ଦେଭଗନ ଙ୍କ ଝିଅ ଯେତେବେଳେ ଶାଢ଼ୀ ପିନ୍ଧି ବାହାରେ ବୁଲିଲା, ଲୋକେ କହିଲେ ହେଇରେ ଦେଖ ଗୁଟଖା ଖିଆ ର ଝିଅ..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ତାଙ୍କ ଫିଲ୍ମ କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆଜି ତାଙ୍କୁ କିଏ ବା ନ ଜାଣେ।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଦର୍ଶକ ଙ୍କୁ ଭଲ ଲାଗି ଥାଏ।
Special Report
ହେଲେ ଆଜି ଆମେ ତାଙ୍କ ଫିଲ୍ମ କ୍ୟାରିଅର ବିଷୟରେ କିଛି ବି କଥା ହେବା ନାହିଁ।ଆଜି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କିଛି କହିବାକୁ ଯାଉଛୁ।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ କାଜୋଲ ହେଉଛନ୍ତି ତାଙ୍କର ଧର୍ମ ପତ୍ନୀ।
ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ପରିବାର ରେ କାଜୋଲ ଠାରୁ ମଧ୍ୟ ଜଣେ ବହୁତ ସୁନ୍ଦର ଝିଅ ଅଛନ୍ତି।ଯିଏ କି ସୁନ୍ଦରତା ରେ ସମସ୍ତ ଙ୍କୁ ପଛରେ ପକାଇ ଦେବ।ସେ ମହିଳା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଜୟ ଙ୍କ ଭଉଣୀ।ଯିଏ କି ଦେଖିବାକୁ ବହୁତ ସୁନ୍ଦର।
ତାଙ୍କର ଦୁଇ ଟି ଭଉଣୀ ରହିଛନ୍ତି।ବଡ ଭଉଣୀ ନାମ ହେଉଛି ନିଲମ୍ ଦେବଗନ ଓ ସାନ ଭଉଣୀ ନାମ ହେଉଚି କବିତା ଦେବଗନ୍।ସେମାନେ ଅଜୟ ଦେବଗନ୍ କୁ ବହୁତ ଭଲ ପାଆନ୍ତି।ହେଲେ ନୀଲମ ଦେବଗନ୍ ଙ୍କ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ସେ ଦେଖିବାକୁ ବହୁତ ସୁନ୍ଦର।ସେ ସବୁବେଳେ କ୍ୟାମେରା ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।ତାଙ୍କୁ କେବେ ବି ବଲିଉଡ ପସନ୍ଦ ଲାଗି ନ ଥାଏ।ତାଙ୍କ ବାପା ତାଙ୍କୁ ଅନେକ ଥର ଫିଲ୍ମ କରିବା ପାଇଁ କହିଥିଲେ।ହେଲେ ସେ ବାରଣ କରୁଥିଲେ ।
ଏହାର କାରଣ ହେଉଛି ସେ ଫିଲ୍ମ ଲାଇନ୍ ରେ କ୍ୟାରିଅର ଗଢିବାକୁ ସେ କେବେ ବି ଇଚ୍ଛା କରି ନ ଥିଲେ।ପରେ ଅଜୟ ଙ୍କ ବାପା ନିଜ ଝିଅ ନୀଲମ ର ବିବାହ ଜଣେ ଶିଳ୍ପପତି ଙ୍କ ସହିତ କରି ଦେଇଥିଲେ।ଏବେ ସେ ଓ ତାଙ୍କ ପରିବାର ବହୁତ ଖୁସି ରେ ଅଚନ୍ତି।କ୍ୟାମେରା ଠାରୁ ସେ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି।
କବିତା ଦେବଗନ୍ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର।ହେଲେ ନୀଲମ ତାଙ୍କ ପରିବାର ରେ ସବୁଠାରୁ ସୁନ୍ଦର ଦେଖିବାକୁ।ଅଜୟ ମଧ୍ୟ ନିଜ ଭଉଣୀ ମାନଙ୍କୁ ଖୁବ୍ ଭଲ ପାଇବା ସହିତ ସମ୍ମାନ ଦିଅନ୍ତି।ଭଉଣୀ ର ଇଚ୍ଛା କୁ ସେ ସବୁବେଳେ ପୂରଣ କରନ୍ତି।
ଏ କଥା ଯେ କେହି ବି ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଚି।ସମସ୍ତେ ପ୍ରାୟ ଅଜୟ ଙ୍କୁ ବହୁତ ଭଲ ପାଆନ୍ତି।ସେ କାହାରି ସହିତ ବେଶୀ କଥା ହୁଅନ୍ତି ନାହିଁ ବୋଲି ମଧ୍ୟ ଲୋକ ମାନେ ବହୁତ ଭଲ ରେ ଜାଣି ଥିବେ।