Movie prime

କାହିଁକି Dj Ajex ଙ୍କୁ ନିଜ ପ୍ରେମିକର ପରିଚୟ ଦେଉନଥିଲେ ଜିଜ୍ଞାସା ଦେଖନ୍ତୁ ଖୋଲିଲା ବଡ ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି DJ ଆଜେକ୍ସ ଙ୍କ ମୃ-ତ୍ୟୁ ର ଗୁମର ଧୀରେ ଧୀରେ ଖୋଲିବାକୁ ଲାଗିଛି। ଦିନକୁ ଦିନ ଏହାକୁ ନେଇ ନୁଆ ନୁଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ଜଣେ ଯୁବତୀ ଏବେ ଏହି ଘଟଣା ସଂପର୍କରେ ନିଜ ମୁହଁ ଖୋଲିଛନ୍ତି ସେ କହିଛନ୍ତି କି ଜିଜ୍ଞାସା ବାରମ୍ବାର ଲୁଚାଇ ଥିଲେ କି DJ ଆଜେକ୍ସ ହେଉଛନ୍ତି ତାଙ୍କ ପ୍ରେମିକ ବୋଲି। ଏହା ଯୁବତୀ ଜଣକ ସେତେବେଳେ ଜାଣିବାକୁ ପାଇଲେ,
ଯେତେବେଳେ ସେ ଆଜେକ୍ସ ଫୋନ ରେ ଏକ ଫଟୋ ଦେଖିଥିଲେ ସେହି ଫଟୋ ରେ ମଧ୍ୟ ଆଜେକ୍ସ ଙ୍କ ଗାଲରେ ଲିପଷ୍ଟିକ୍ ଚିହ୍ନ ଥିଲା ଆଉ ଦୁହେଁ ସେହି ଫଟୋ ଉଠାଇ ଥିଲେ।
ଏହାପରେ ସେ ଅନ୍ୟ ଏକ ଫଟୋ ମଧ୍ୟ ଉଠାଇ ଥିଲେ ଯାହାକି ସେମାନେ ଏକ ରୁମ୍ ରେ ରାତିରେ ରହିଥିଲେ ଓ ତା ପର ଦିନ ସେମାନେ ସେହି ସେଲ୍ଫି ଉଠାଇ ଥିଲା ଭଳି ଦେଖା ଯାଉଥିଲା। ହେଲେ ଯେତେବେଳେ ଯୁବତୀ ଜଣକ ତାଙ୍କ ସମ୍ପର୍କ ବିଷୟରେ ଆଜେକ୍ସ ଙ୍କୁ ପଚାରିଥିଲେ ସେ କହିଥିଲେ କି,
ତାଙ୍କ ଭିତରେ ସେଭଳି କିଛି ନାହିଁ କାରଣ ଜିଜ୍ଞାସା ତାଙ୍କୁ ଖୁବ ହର୍ଟ କରିଛନ୍ତି ବୋଲି। ଏହାପରେ ଯେତେବେଳେ ଆଜେକ୍ସ ଙ୍କ ଫୋନ୍ କୁ ଜିଜ୍ଞାସା କଲ୍ କରିଥିଲେ ସେତେବେଳେ ସେ କଲ୍ ମଧ୍ଯ ଯୁବତୀ ଜଣକ ରିଶିଭ କରିଥିଲେ।
ଏହାପରେ ଯୁବତୀ ଜଣକ ଜାଣି ଜାଣି କହିଥିଲେ କି ସେ ଆଜେକ୍ସ ଙ୍କ ଗାର୍ଲ୍ ଫ୍ରେଣ୍ଡ୍ କହୁଛନ୍ତି। ଏହାପରେ ଜିଜ୍ଞାସା କହିଥିଲେ କି ତାହାଲେ "ମୁଁ କିଏ?" ଏହାପରେ ଯୁବତୀ ଜଣକ କହିଥିଲେ କି ତମେ ଜାଣିଥିବ ତମେ କିଏ ବୋଲି।
ଏହାପରେ ଜିଜ୍ଞାସା ବାରଣ କରିଥିଲେ କି ସେ ଆଜେକ୍ସ ଙ୍କ ପ୍ରେମିକା ନୁହଁନ୍ତି ବୋଲି। ଏହାପରେ ଯୁବତୀ ଜଣକ ମନା କରି ଦେଇଥିଲେ କି ସେ DJ ଆଜେକ୍ସ ଙ୍କ ପ୍ରେମିକା ନୁହଁନ୍ତି। ଏହାପରେ ଦୁହିଁଙ୍କ ମଧ୍ୟରେ ଅର୍ଥାତ ଆଜେକ୍ସ ଓ ଜିଜ୍ଞାସା ଙ୍କ ମଧ୍ୟରେ ଖୁବ ଯୁକ୍ତି ତର୍କ ମଧ୍ୟ ହୋଇଥିଲା।
ଏହାପରେ ଯୁବତୀ ଜଣକ କହିଥିଲେ କି ଯଦି ତାଙ୍କ ପାଇଁ ଏହି ଅସୁବିଧା ହେଉଛି ତେବେ ଏସବୁ ରୁ ସେ ଦୂରେଇ ଯିବେ। ତେବେ ଏହି ଅଡିଓ କଲ୍ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.