Movie prime

କିଏ ଏଇ ଝିଅ! Azex ଙ୍କ ମୃତ୍ୟୁ ପରେ କ୍ୟାମେରା ଆଗରେ କଣ କଣ ସବୁ ଗପି ଯାଉଚି? ଦେଖନ୍ତୁ ପୁରା ଭିଡିଓ

 
Special report
ଡି ଜେ ଆଜେକ୍ସ ଙ୍କ ଆ-ତ୍ମ-ହ-ତ୍ୟା ଖବର ବର୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ପ୍ରକାରର ରହସ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ଲିଜା ନାମକ ଜଣେ ଯୁବତୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ ଡି ଜେ ଆଜେକ୍ସ ଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛନ୍ତି।କିନ୍ତୁ ଡି ଜେ ଆଜେକ୍ସ ଙ୍କ ର ପ୍ରେମିକା ଅଛନ୍ତି ବୋଲି ଲିଜା ଜାଣି ନଥିଲେ।
ବହୁତ ଜଣ ଇଁଭେଣ୍ଟ ମ୍ୟାନେଜର କହିଥାନ୍ତି ଯେ ଡି ଜେ ଆଜେକ୍ସ ପ୍ରୋଗ୍ରାମ ମଝିରେ ଫୋନ ରେ କଥା ହେଉଥାନ୍ତି।ବହୁତ ଅନ୍ୟମନସ୍କ ମଧ୍ୟ ରହିଥାନ୍ତି।
କାମ ପାଇଁ ସମୟ ହୋଇ ଯାଇଥିଲେ ମଧ୍ୟ ବିଳମ୍ବ ରେ ଯାଇଥାନ୍ତି।ଜିଜ୍ଞାସା ଙ୍କ ପାଇଁ ଡି ଜେ ଆଜେକ୍ସ ବହୁତ ଅନ୍ୟମନସ୍କ ରହିଥାନ୍ତି ବୋଲି ଲିଜା କହିଛନ୍ତି।ଜିଜ୍ଞାସା ଙ୍କୁ ସବୁବେଳେ ଇମ୍ପ୍ରେସ କରିବାକୁ ଡି ଜେ ଆଜେକ୍ସ ଚାହିଁଥାନ୍ତି।
ଡି ଜେ ଆଜେକ୍ସ ଯେତେବେଳେ ପ୍ରୋଗ୍ରାମ କୁ ଯାଇଥାନ୍ତି ଜିଜ୍ଞାସା ଙ୍କୁ ମଧ୍ୟ ନେଇକି ଯାଇଥାନ୍ତି।ତାଙ୍କର ଯାହା ଖର୍ଚ୍ଚ ସବୁ ଡି ଜେ ଆଜେକ୍ସ ହିଁ କରିଥାନ୍ତି।ଲିଜା ଶୁଣିବାକୁ ପାଇଛନ୍ତି
ଯେ ଡି ଜେ ଆଜେକ୍ସ ଙ୍କ ପର୍ଶନାଲ୍ ଆକାଉଣ୍ଟ ମଧ୍ୟ ଜିଜ୍ଞାସା ହ୍ୟାଣ୍ଡେଲ କରିଥାନ୍ତି।ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଡି ଜେ ଆଜେକ୍ସ ଙ୍କୁ ଜିଜ୍ଞାସା ମାଡ଼ ମାରିଥିଲେ।
ଲିଜା ଏହି ଘଟଣା ଶୁଣିବା ପରେ କହିଛନ୍ତି ଯେ ସେହି ଜାଗାରେ ଡି ଜେ ଆଜେକ୍ସ ଜିଜ୍ଞାସା ଙ୍କୁ ମଧ୍ୟ ବାଡେଇବାର ଥିଲା।ପରସ୍ପର କୁ ମାଡ଼ ମାରିଥାନ୍ତେ ତାପରେ ଜେଲ ଯାଇଥାନ୍ତେ।
ଗୋଟିଏ ପୁଅକୁ ମାରିବା ପାଇଁ ଜିଜ୍ଞାସା ଙ୍କ ର ସାହାସ ଏଭଳି କେମିତି ହେଲା ଲିଜା କହିଛନ୍ତି।ଜିଜ୍ଞାସା କୁ ସେ କେବେ ଦେଖି ନାହାଁନ୍ତି କି ଜାଣି ନାହାଁନ୍ତି।ଯଦି ବି ଯେବେ ଲିଜା ଙ୍କ ସାମ୍ନାକୁ ଜିଜ୍ଞାସା ଆସି ଯିବେ
 ସେଠାରେ ହିଁ ଲିଜା ଜିଜ୍ଞାସା ଙ୍କୁ ଚୁଟି ଘୋଷାଡି ମାଡ଼ ମାରିବେ ବୋଲି କହିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.