Movie prime

ଆଜି ସନ୍ଧ୍ୟା ରୁ ଓଡ଼ିଶା ରେ ହେବ ପ୍ରବଳ ବର୍ଷା ଆଉ ପବନ ..ବିଶେଷ କାମ ଥିଲେ ହିଁ ଘରୁ ବାହାରନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦିନ କୁ ଦିନ ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଚି।ଏବେ ଠାରୁ ଲୋକ ମାନଙ୍କ ର ଘରୁ ବାହାର କୁ ଆସିବା ବହୁତ କଷ୍ଟ ହୋଇ ସାରିଲାଣି।ଆଉ କିଛି ମାସ ମଧ୍ୟରେ ଓଡ଼ିଶା ରେ ଖରା ବଢିବାରେ ଲାଗିବ ବୋଲି।କୁହା ଯାଉଚି।
Special report
ରାଜ୍ୟରେ ଅଧା ରୁ ଅଧିକ ସହର ର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।ତେବେ ଆପଣ ମାନେ ଭାବନ୍ତୁ ଆଉ ଦିନ କେଇଟା ପରେ ଓଡ଼ିଶା ର ୩୫ ଡିଗ୍ରୀ ଉପରକୁ ଚାଲି ଯାଇ ପାରେ।ଲୋକ ମାନେ ପାଣି ପାଇଁ ଡହଳ ବିକଳ ହେବେ।ଯାହାକୁ ନିଜ ଏବେ ସାଧାରଣ ରେ ଖୁବ୍ ଚର୍ଚ୍ଚା କରା ଯିବ।
ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ରାଜ୍ୟ ରେ ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ଡହଳ ବିକଳ ହେଲେଣି।ମାର୍ଚ୍ଚ ମାସ ନ ହେଇ ନାହିଁ।ହେଲେ ରାଜ୍ୟ ରେ ତାତି ୩୬ ଡିଗ୍ରୀ ଉପରକୁ ଆସି ଗଲାଣି।ଆଉ ଦିନ କେଇଟା ଭିତରେ ରାଜ୍ୟ ରେ ଗରମ ବଢିବାରେ ଲାଗୁଛି।
ତେବେ ଏହା ରି ଭିତରେ ଏକ ବଡ ଖବର ସାମ୍ନା କୁ ଆସିଛି।ଆଜି ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ରେ ପଶ୍ଚିମ ଝଡ ପ୍ରଭାବ ରେ ବର୍ଷା ହେବ।ଏଥିରେ ରାଜ୍ୟ ର ଲୋକ ମାନଙ୍କୁ ଟିକେ ଆଶ୍ୱସ୍ତି ମିଳିବ ବୋଲି କୁହା ଯାଇଛି।
Special report
ଗତ କାଲି ଭୁବନେଶ୍ୱର ର ତାପମାତ୍ରା ୩୬.୭ବୋଲି ରେକର୍ଡ କରା ଯାଇ ଥିଲା।ତେବେ ସୂଚନା ଅନୁସାରେ ଆଜି ଠାରୁ କୋରାପୁଟ,କେନ୍ଦ୍ରାପଡ଼ା, ଜଗତସିଂହପୁର
ପୁରୀ ଆଦି ଜିଲ୍ଲା ମାନଙ୍କ ରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହାକୁ ଦୃଷ୍ଟି ରେ ରଖି ଲୋକ ମାନଙ୍କୁ ସଚେତନ କରା ଯାଇଛି।ଦିନ ସାରା ଅସହ୍ୟ ତାତି ରେ ଘରୁ ବାହାର କୁ ବାହାରି ହେଉ ନାହିଁ।ଯଦି ଅପରାହ୍ନ ସମୟ ରେ ବର୍ଷା ହୁଏ ଏଥିରୁ ଲୋକ ମାନେ ଆଶ୍ୱସ୍ତି ଲାଭ କରିବେ। ବର୍ଷା ହେବା ଖବର ଶୁଣି ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।
ଆଜି ଠାରୁ ୨୪ ତାରିଖ ଯାଏଁ ରାଜ୍ୟ ରେ ଖୁବ୍ ଜୋର୍ ରେ ବର୍ଷା ହେବ।ଏହି ବର୍ଷା ର ପ୍ରଭାବ ରେ କିଛି ଅଞ୍ଚଳ ରେ ତାତି କମି ଯିବ ବୋଲି ଆଶଙ୍କା କରା ଯାଉଚି।ମାର୍ଚ୍ଚ ମାସ ବେଳ କୁ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ଆଶା କରା ଯାଉଚି।ଏହାକୁ ଦୃଷ୍ଟି ରେ ରଖି ଭାରତୀୟ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଛନ୍ତି।