Movie prime

ଅଯୋଧ୍ୟାରେ ପଡ଼ିଲା ପ୍ରଭୁ ଶ୍ରୀରାମଙ୍କ ପାଦ ଦେଖନ୍ତୁ ପାଛୋଟି ନେଲେ ଭକ୍ତ - Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଅଯୋଧ୍ୟା ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
Special Report
ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ହେଉଛି ଅଯୋଧ୍ୟା । ଆଉ ଏବେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ତିଆରି ହେଉଛି । ସେଠାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି କଥା ତ ଆପଣମାନେ ସମସ୍ତେ ଜାଣିଥିବେ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହାସହ ଆପଣମାନେ ସମସ୍ତେ ତ ରାମାୟଣ ଧାରାବାହିକ ଦେଖିଥିବେ । ଏହି ଧାରାବାହିକରେ ପ୍ରଭୁ ରାମଚନ୍ଦ୍ର ଭୂମିକାରେ ଯେଉଁ କଳାକାର ଜଣକ ଅଭିନୟ କରିଥିଲେ
Special Report
ତାଙ୍କୁ ଲୋକମାନେ ଅନେକ ଭଲପାଇ ଥାଆନ୍ତି । ଏବେ ସେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ତାଙ୍କୁ ଲୋକମାନେ ବହୁତ ଭଲ ପାଉଥିବାରୁ ସେ ଯେତେବେଳେ ଅଯୋଧ୍ୟାରେ ପହଂଚିଥିଲେ ।
ତାଙ୍କ ପାଖକୁ ଲୋକମାନେ ଦୌଡ଼ି ଯାଇଥିଲେ । ଆଉ ଲୋକମାନେ ତାଙ୍କ ପାଖକୁ ଲୋକମାନେ ଦୌଡ଼ି ଆସି ତାଙ୍କର ପାଦ ଛୁଇଁ ଥିଲେ । ଯେଉଁ ବ୍ୟକ୍ତିଙ୍କୁ ଲୋକମାନେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଛୋଟ ବେଳୁ ଦେଖି ଆସିଥିଲେ
Special Report
ତାଙ୍କୁ ସାମ୍ନାରେ ଦେଖି ଖୁସି ହୋଇ ଯାଇଥିଲେ । ଆଉ ତାଙ୍କର ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଲୋକଙ୍କ ମନରେ ଆଜି ବି ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଚରିତ୍ର ବସି ରହିଛି । ଏହି ଛବି କୁ ଲୋକମାନେ ଆଜି ବି ପୂଜା କରୁଛନ୍ତି ।
Special Report
ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ଲୋକମାନେ ଭୁଲି ପାରି ନାହାଁନ୍ତି । ତାଙ୍କୁ ଲୋକମାନେ ଯେଉଁଠି ଦେଖନ୍ତି ପାଦ ଛୁଇଁ ଆର୍ଶୀବାଦ ନିଅନ୍ତି । ଆଉ ଯେତେବେଳେ ଆଜି ସେ ଅଯୋଧ୍ୟାରେ ପହଞ୍ଚିଥିଲେ ସେଠାରେ ଲୋକମାନେ ତାଙ୍କ ପାଖକୁ ଯାଇ ପାଦ ଛୁଇଁ ଥିଲେ ।
ଲୋକମାନେ ଆଜି ବି ତାଙ୍କୁ ପ୍ରଭୁ ରାମ ବୋଲି ଭାବୁଛନ୍ତି । ଅତିଥି ମାନଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଥିଲା । ଆଉ ସେଠାକୁ ଅରୁଣ ଗୋଭିଲ ଯାଇଥିଲେ । ଆଉ ସେ ରବିବାର ଦିନ ସନ୍ଧ୍ୟାରେ ସେଠାରେ ପହଞ୍ଚିଥିଲେ ।