Movie prime

ଆଖି ଆଗରେ ଟେକି ନେଇ ଚାଲିଗଲେ ଦେଖନ୍ତୁ ୪ ଜଣ ଆସିଲେ କେମିତି ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ଚାଲିଗଲେ

 
Special report
ନମସ୍କାର ପାଠକ ବନ୍ଧୁ। ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ମିଳିଥାଏ। ସୋସିଆଲ ମିଡିଆରେ ହତ୍ୟା, ଆତ୍ମହତ୍ୟା, ଚୋରି, ଡକାୟତି, ଦୁଷ୍କର୍ମ, ଅପହରଣ ଭଳି ଅନେକ ଘଟଣା ସାମ୍ନାକୁ ଆସିଥାଏ।
Special report
ସୋସିଆଲ ମିଡିଆକୁ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି। ଯାହା ଛୋଟ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। 
ବନ୍ଧୁଗଣ ସ୍କୁଲରୁ ଫେରୁଥିଲା ଦଶମ ଶ୍ରେଣୀ ଛାତ୍ରୀ, ହଠାତ୍ ସାମ୍ନାକୁ ଆସି ଛିଡା ହୋଇଗଲା କଳା ରଙ୍ଗର ବୋଲେରୋ। ଆଉ ସେତିକିବେଳେ ୪ ଜଣ ଯୁବକ ସେହି ବୋଲେରୋ ଭିତରୁ ବାହାରି ପଡ଼ନ୍ତି।
ତାପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୁହଁରେ କଳା କପଡ଼ା ଦେଇ ସେଠାରୁ ଅପହରଣ କରୁନିଅନ୍ତି। ଛାତ୍ରୀ ଜଣକ ଚିତ୍କାର କରୁଥାଏ ଆଉ ସେପଟେ ଲୋକେ ସବୁ ଦେଖୁଥାନ୍ତି। ତେବେ ବନ୍ଧୁଗଣ ଦୁଇ ସେକେଣ୍ଡ ରେ ଛାତ୍ରୀଙ୍କୁ ଅପହରଣ କରିନେଲେ ଚାରି ଜଣ ଯୁବକ। 
Special report
ଆଜିକୁ ୮ ଦିନ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଉନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁ ରେ। ସୁଆଁ ଗାଁ ର ସୁରେନ୍ଦ୍ର ନାୟକଙ୍କ ଝିଅଙ୍କୁ ସେହି ଗାଁ ର ଚାରି ଜଣ ଯୁବକ ଅପହରଣ କରିନେଇଛନ୍ତି।
ଆଉ ଅପହରଣ କରିଥିବା ବ୍ୟକ୍ତି ମାନେ ଗୋଟିଏ ପରିବାରର ବୋଲି କହିଛନ୍ତି ଅପହରଣ ହୋଇଥିବା ଛାତ୍ରୀଙ୍କ ମାଆ। ଏନେଇ ପୋଲିସ ପାଖରେ ବାରମ୍ଵାର ଅଭିଯୋଗ ହେବା ପରେ ମଧ୍ୟ ପୋଲିସ ଶୁଣୁନଥିବା କଥା କହିଛନ୍ତି ଛାତ୍ରୀଙ୍କ ମା। 
ତେବେ ଏନେଇ ଛାତ୍ରୀର ମାଆ ପୋଲିସ ଅଧିକାରୀଙ୍କ ପାଖକୁ ମଧ୍ୟ ଯାଇଥିଲେ ହେଲେ କିଛି ପ୍ରତିକ୍ରିୟା ମିଳିନଥିଲା। ଛାତ୍ରୀ ଜଣକ ଅ-ପ-ହ-ର-ଣ ହେବାର ଆଜିକୁ ଆଠ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଧରିପାରିନାହିଁ ପୋଲିସ।
ତେବେ ଏବେ ଦେଖିବାକୁ ବାକି ରହିଲା ଅ-ପ-ହ-ର-ଣ ହୋଇଥିବା ଛାତ୍ରୀ କେବେ ମିଳୁଛନ୍ତି। ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.