ସ୍ଵାମୀ ଆଖି ଆଗରେ ସ୍ତ୍ରୀକୁ ଟେକି ନେଇ କାଜୁ ବଣରେ କରିଦେଲେ ବ-ଳାତ୍କା-ର ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା
Dec 15, 2023, 13:48 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି।
ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଭୁବନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଗଣଦୁ-ଷ୍କ-ର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଥିବା ଏହି ଦୁଇ ଜଣ ଢେଙ୍କାନାଳର ଭୁବନ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ନିକଟରେ ଦୁହେଁ ଏକ ମଟରସାଇକେଲ୍ ଯୋଗେ ଘରକୁ ଫେରୁଥିବା ବେଳେ ବରୁଣା ଅଞ୍ଚଳର ଏକ କେନାଲ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ।
ଯୁବକଙ୍କୁ ମାଡ଼ ମାରିବା ପରେ ମୋବାଇଲ୍ ଫୋନ୍ ଛଡ଼ାଇ ନେବା ପରେ ଦୁର୍ବୃତ୍ତମାନେ ତାଙ୍କ ପତ୍ନୀଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ। ଏହା ସହିତ ୫ ଜଣ ଯୁବକ ଜଣକ ପରେ ଜଣେ ସ୍ତ୍ରୀକୁ ଦୁ-ଷ୍କ-ର୍ମ କରିଥିଲେ ଏବଂ ମୋବାଇଲରେ ରେକର୍ଡ ମଧ୍ୟ କରିଥିଲେ।
କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏକ ମୋବାଇଲ ନମ୍ବର ଦେଇ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ।
ଏହି ଦୁଃଖଦ ଘଟଣା ପରେ ଦମ୍ପତି ଥାନାରେ ଏତଲା ଦେବା ସହ ପୁଲିସ ନିକଟରେ ଘଟଣା ବାବଦରେ କହିଥିଲେ। ଲିଖିତ ଅଭିଯୋଗ ପରେ ପୋଲିସ ଢ଼େଙ୍କାନାଳ ମେଡିକାଲରେ ସ୍ତ୍ରୀର ଡାକ୍ତରୀ ମାଇନା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।