Movie prime

ଶେଷରେ ଆଖି ବୁଝିଲେ ନେହେରୁ ଙ୍କ ଆଦିବାସୀ ପତ୍ନୀ ଆମେ ନେହେରୁ ତାଙ୍କୁ ଭଲ ପାଇ ବିବାହ କରିଥିଲେ...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଯେତେବେଳେ ପ୍ରଧାନ ମନ୍ତ୍ରୀ ଥିଲେ ତାଙ୍କର ଗୋଟିଏ ଭୁଲ ଜଣେ ମହିଳା ଙ୍କୁ ସାରା ଜୀବନ କନ୍ଦେଇ ଦେଇ ଯାଇଥିଲା।
Special report
ସେହି ମହିଳା ଜଣକ ହେଉଛନ୍ତି ଆଦିବାସୀ ଝିଅ ବୁଧନୀ।ଯାହାକୁ କି ନେହେରୁ ଙ୍କ ପ୍ରଥମ ପତ୍ନୀ ର ଆଖ୍ୟା ଦିଆ ଯାଇଛି।ବୁଧନୀ ଙ୍କୁ ନେହେରୁ ଙ୍କ ପାଇଁ ସାରା ଜୀବନ କଷ୍ଟ ସହିବାକୁ ପଡ଼ିଛି।
ସୂଚନା ଅନୁସାରେ ସେ ସମୟ ରେ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଝାଡ଼ଖଣ୍ଡ ରେ ଏକ ପୋଲ ଉଦଘାଟନ ଉତ୍ସବ କୁ ଆସିଥିଲେ।ସେଠାରେ ତାଙ୍କର ଦେଖା ହୋଇ ଥିଲା ଆଦିବାସୀ ଝିଅ ବୁଧନି ଙ୍କ ସହିତ।
ସେ ବୁଧନୀ ଙ୍କ ବେକ ରେ ସେପରି ଗୋଟିଏ ଫୁଲ ମାଳ ପକାଇ ଦେଇଥିଲେ।ଏହାକୁ ନେଇ ଗାଁ ସାରା ଲୋକ ମାନେ ଚର୍ଚ୍ଚା କଲେ।ସମସ୍ତେ କହିବାକୁ ଲାଗିଲେ କି ବୁଧନୀ ନେହେରୁ ଙ୍କୁ ବିବାହ କରି ସାରିଛନ୍ତି।
Special report
ସେଥିପାଇଁ ତାଙ୍କୁ ଗାଁ ରୁ ବାସନ୍ଦ କରା ଯାଇଥିଲା।ଏହା ପରେ ବୁଧନୀ ଙ୍କ ଜୀବନ ବହୁ ଦୁଃଖ କଷ୍ଟ ରେ ଚଳି ଥିଲା।ସେ ଯେଉଁଠାରେ କାମ କରିଥିଲେ ସେଠାରୁ ତାଙ୍କୁ ବାହାର କରି ଦିଆ ଗଲା।
ଏହା ପରେ ବୁଧନୀ ପଶ୍ଚିମବଙ୍ଗ କୁ କାମ କରିବା ପାଇଁ ଯାଇଥିଲେ।ସେଠାରେ ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ ଦେଖା ହୋଇଥିଲା।ସେ କିଛି ଦିନ ପରେ ତାଙ୍କୁ ବିବାହ କରିଥିଲେ।ତାଙ୍କର ଝିଅ ଟିଏ ମଧ୍ୟ ଅଛି।ଏବେ ବୁଧନୀ ଙ୍କ ର ମୃତ୍ୟୁ ହୋଇଛି।
ତାଙ୍କ ଶବ କୁ ସମ୍ମାନ ର ସହିତ ସତ୍କାର କରା ଯାଇଛି।ତାଙ୍କ ଝିଅ ଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଲୋକ ମାନେ ଏବେ ସରକାର ଙ୍କ ପାଖରେ ଦାବି କରିଛନ୍ତି।ଆଗକୁ କଣ ଘଟିବ ଏବେ ଦେଖିବାକୁ ବାକି ରହିଲା।