Movie prime

ସାମ୍ନା କୁ ଆସିଲା ଅକ୍ଷୟ ର ସତ !!! ପୁଅ ହେଇ ସଜେଇ ହେଉଥିଲା ଯୁବତୀ ଙ୍କ ପରି ଆଉ ସୋସିଆଲ ମିଡ଼ିଆ ରେ ଫଟୋ ଛାଡ଼ି କରୁଥିଲା ବେପାର

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସମଲିଙ୍ଗି ସମ୍ପର୍କରୁ ସାଙ୍ଗର ଗୁ-ପ୍ତା-ଙ୍ଗ କାଟିବା ଘଟଣାରେ ସମ୍ନାକୁ ଆସୁଛି ନୂଆ ମୋଡ଼। ଭାଇରାଲ ହେବାରେ ଲାଗିଛି ଅ-ଭି-ଯୁ-କ୍ତ ଅକ୍ଷୟର ନାରୀ ବେଶ ଫଟୋ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। 
ଗୁରୁତର ଯୁବକ ବିଶ୍ରାମ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭୁଜାଲିରେ ତାଙ୍କ ଗୁ-ପ୍ତା-ଙ୍ଗ-କୁ ହାଣି ଫେରାର ହୋଇଯାଇଥିଲା ଅକ୍ଷୟ। ଭାଗବତ ବିବାହିତ ଥିବା ବେଳେ ଅକ୍ଷୟ ଅବିବାହିତ ଥିଲା।
Special report
ଏପଟେ ଅ-ଭି-ଯୁ-କ୍ତ ଅକ୍ଷୟ ବିଭିନ୍ନ ସମୟରେ ଟଙ୍କା ମାଗୁଥିବା ଭାଗବତଙ୍କ ପରିବାର ଦାବି କରିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଅ-ଭି-ଯୁ-କ୍ତ ଅକ୍ଷୟର ନାରୀ ବେଶର ଫଟୋ ଭାଇରାଲ ହେବାରେ ଲାଗିଛି। 
ଭାଇରାଲ ହେଉଥିବା ଫଟୋରେ ଅ-ଭି-ଯୁ-କ୍ତ ଅକ୍ଷୟ ବେଶ ଖୁସି ନଜର ଆସୁଛନ୍ତି। ଏହାସହ ଅ-ଭି-ଯୁ-କ୍ତ ଅକ୍ଷୟ ଏବଂ ଭାଗବତ ବେଶ୍ ଅ-ନ୍ତ-ର-ଙ୍ଗ ଭାବେ କଥା ହେଉଥିବାର ଅଡିଓ ଶୁଣିବା ପାଇଁ ମିଳିଛି।
ତେବେ ବନ୍ଧୁଗଣ କେବଳ ଭାଗବତ ନୁହେଁ, ସୋସିଆଲ ମିଡ଼ିଆ ଓ ଫେସବୁକ୍ ଜରିଆରେ ଅ-ଭି-ଯୁ-କ୍ତ ଅକ୍ଷୟ ନାରୀ ବେଶ ହୋଇ ଅନ୍ୟମାନଙ୍କୁ ମଧ୍ୟ ଫସାଉଥିଲା। 
Special report
ଏବଂ ଅନ୍ୟ ମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅ-ଭି-ଯୁ-କ୍ତ ଅକ୍ଷୟ ନାଁ ରେ ଅଭିଯୋଗ ହୋଇଛି। ପୋଲିସ ଧରିବା ଆଗରୁ ବିଷ ଖାଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲା ଅ-ଭି-ଯୁ-କ୍ତ। ଅ-ଭି-ଯୁ-କ୍ତ ଅକ୍ଷୟ ଏବଂ ପୀଡିତ ଭାଗବତ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।
ଦୁହେଁ ସୁସ୍ଥ ହେବା ପରେ ସତ ଜଣାପଡିବା ନେଇ ସୂଚନା ଦେଇଛି ପୋଲିସ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.