Movie prime

ଅକ୍ଷୟ ଥିଲା ପେସାଗତ ଦେହ ବେପାରୀ, ବଢୁଛି ଗରାଖ ଙ୍କ ଲିଷ୍ଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧୀରେ ଧୀରେ ଅକ୍ଷୟ ରାଉତ ଯିଏକି ନିଜ ସାଙ୍ଗ ର ଗୁ-ପ୍ତା-ଙ୍ଗ କାଟି ଦେଇଥିଲେ ତାଙ୍କର ଅସଲି ଗୁମର ଏବେ ଖୋଲିବାରେ ଲାଗିଛି।
ଅଭିଯୁକ୍ତ ଅକ୍ଷୟ ରାଉତ ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଯେଉଁ ଭିଡିଓ ରେ ସେ କହୁଛନ୍ତି କି "ତୁମ ଦେହରେ କେଉଁଠାରେ କଣ ଅଛି ସବୁ ମୁଁ ଜାଣିଛି"। ତାଙ୍କ ସ୍ତ୍ରୀ ମଧ୍ଯ ସେତିକି ଜାଣି ନଥିବେ ଯେତିକି ସେ ଜାଣିଛନ୍ତି।
ଅକ୍ଷୟ ମଧ୍ଯ ସେହି ଭିଡିଓ ରେ ଜଣେ ବୃଦ୍ଧ ଲୋକଙ୍କୁ ପଚାରିଛନ୍ତି କି ତାଙ୍କ ସମ୍ପର୍କ କୁ ଏହି ସମାଜ ଗ୍ରହଣ କରିବତ। ଏହା ଶୁଣିବା ପରେ ସେହି ବୃଦ୍ଧ ଲୋକ ଜଣକ କହୁଛନ୍ତି କି ଏହି ସମାଜ ଗ୍ରହଣ ନକରିଲେ ଜଣ ହେଲା
 ସେ କିନ୍ତୁ ତାଙ୍କୁ ଛଅ ମାସ ହେବ ଗ୍ରହଣ କରି ସାରିଛନ୍ତି। ତାଙ୍କ ଭିତରେ ଯାହା ହୋଇଛି ତାହାକୁ ସମାଜ ଗ୍ରହଣ ନକରିଲେ ମଧ୍ୟ ସେ କିନ୍ତୁ ତାଙ୍କୁ ଗ୍ରହଣ କରି ନେଇଛନ୍ତି। ଅକ୍ଷୟ ହେଉଛନ୍ତି ଏଭଳି ଏକ ଯୁବକ,
ଯିଏକି ବୃଦ୍ଧ ଲୋକ ମାନଙ୍କ ନିକଟରେ ହିଁ ତାଙ୍କର ଦେହର ଭୋକ ସେ ମେଣ୍ଟେଇବାକୁ ଚାହାଁନ୍ତି। ଏହି ଭାଇରାଲ ହେଉଥିବା ଭିଡିଓ ଟି ଏତେ ମାତ୍ରାରେ ଅ-ଶ୍ରି-ଳ ହୋଇଛି କି ଯାହାକୁ ଆପଣ ନିଜ ଆଖିରେ ମଧ୍ଯ ଦେଖି ପାରିବେ ନାହିଁ।
ଏହି ବୃଦ୍ଧ ଓ ଅକ୍ଷୟ ଯେମିତି ସମ୍ପର୍କ ରଖିଛନ୍ତି ସେଭଳି କୌଣସି ପ୍ରେମିକା ତାର ପ୍ରେମିକ ସହ ମଧ୍ଯ ସମ୍ପର୍କ ରଖି ନଥିବ। ଅକ୍ଷୟ ଏବେ ଥାନାରେ ଅଛନ୍ତି। ହେଲେ ଏହି ବୃଦ୍ଧ ଜଣକ ଏବେ କିଭଳି ଥିବେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ?
ଅକ୍ଷୟ ଓ ଭାଗବତ ଙ୍କ ମଧ୍ୟରେ ବନ୍ଧୁତା ଫେସବୁକ୍ ରୁ ହିଁ ହୋଇଥିଲା। ଏହାପରେ ସେ ତାଙ୍କୁ ପେଣ୍ଠ ବେଳାଭୂମି ବୁଲିବାକୁ ନେଇ ଭାଗବତ ଙ୍କ ଯୌ-ନ-ଙ୍ଗ କାଟି ଦେଇଥିଲେ ଆଳି ବ୍ଲକ୍ ର ଅକ୍ଷୟ ରାଉତ।
ଭାଗବତ ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା ହେଲେ ଭାଗବତ ତାକୁ ମନା କରିବାରୁ ସେ ରାଗି ଯାଇ ଏଭଳି କରିଥିଲା ଅକ୍ଷୟ।