Movie prime

ମାମୁଁ ଘରୁ ତଥ୍ୟ ସଂଗ୍ରହ କରୁ କରୁ ଏଲିଅନ ଘରେ ପହଞ୍ଚିଲା ବିକ୍ରମ ! ଦେଖନ୍ତୁ ଜନ୍ନ ରାଇଜରୁ ମିଳିଲା ଆଉ ଏକ ଆଶ୍ଚର୍ୟ୍ଯ ଜନକ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ । ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଛି । ଆଉ ଏବେ ଅନେକ ତଥ୍ୟ ଇସ୍ରୋ ହାତରେ ଲାଗିଛି । ରୋଭର ପ୍ରଜ୍ଞାନ ଅନେକ ତଥ୍ୟ ଇସ୍ରୋକୁ ଯୋଗାଉଛି । ଆଉ ଏହି ବିଷୟରେ ଆପଣମାନେ ଜାଣିପାରିବେ ।
ଏବେ ଏଭଳି କିଛି ଖବର ଆସୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣମାନେ ଚନ୍ଦ୍ରରେ ଏଲିୟନ ଅଛନ୍ତି ବୋଲି ତ ସୂଚନା ପାଇଥିଲେ । ଆଉ ଏବେ ରୋଭର ପ୍ରଜ୍ଞାନ ଏଲିୟନଙ୍କ ଘର ପାଖରେ ପହଞ୍ଚି ଯାଇଛି ।
Special report
ଘର ଭିତରକୁ ଯାଉ ଯାଉ ତାଙ୍କୁ ଏହାକୁ ଅଟକାଇଦେଲେ ବୈଜ୍ଞାନିକ । ଫଟୋ ଉଠାଇ ପଛକୁ ଫେରି ଆସିଲା ରୋଭର ପ୍ରଜ୍ଞାନ । ଏବେ ଚନ୍ଦ୍ର ପୃଷ୍ଠରେ ସବୁ ଆଡେ ଘୁରି ବୁଲୁଛି ରୋଭର ପ୍ରଜ୍ଞାନ । ଆଉ ସବୁ ତଥ୍ୟ ଇସ୍ରୋକୁ ଦେଉଛି । କିନ୍ତୁ ଏଭଳି କିଛି ତଥ୍ୟ ଦେବ ଯାହା କେହି କେବେ ଭାବି ନଥିଲେ । 
ରୋଭର ପ୍ରଜ୍ଞାନ ଏହି ତଥ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରୋଭର ପ୍ରଜ୍ଞାନ ଏଲିୟନମାନଙ୍କର ଘର ଦେଖାଇଛି ଆଉ ଏହାକୁ ବୈଜ୍ଞାନିକମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଚନ୍ଦ୍ର ପୃଷ୍ଠରେ ଏକ ଖାଲ ଅଛି ଆଉ ସେହି ଖାଲ ହେଉଛି ଏଲିୟନ ମାନଙ୍କର ଘର ।
ରୋଭର ପ୍ରଜ୍ଞାନ ଦେଖାଇଥିବା ଏହି ଖାଲ ସ୍ଥାନରେ ଏଲିୟନ ରହୁଛନ୍ତି ବୋଲି ଅନୁମାନ କରାଯାଉଛି । ରୋଭର ପ୍ରଜ୍ଞାନ ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ ମାଡ଼ି ଚାଲୁଛି । ଆଉ ଏହିସବୁ ରେକର୍ଡ ହେଉଥିଲା । 
Special report
ରୋଭର ପ୍ରଜ୍ଞାନ ଏକ ଗାତ ପାଖରେ ପହଞ୍ଚି ଯାଇଥିଲା । ଆଉ ଗାତ ପାଖରୁ ୪ ମିଟର ପଛରେ ଥିବା ବେଳେ ବୈଜ୍ଞାନିକମାନେ ରୋଭର ପ୍ରଜ୍ଞାନକୁ ଅଟକାଇ ଦେଇଥିଲେ । ଆଉ ଏହାପରେ ସେଠାରେ ରହି ଯାଇଥିଲା ରୋଭର ପ୍ରଜ୍ଞାନ ।
ଆଉ ସେ ଅଲଗା ଏକ ଗନ୍ତବ୍ୟ ସ୍ଥଳରେ ଯାଇଥିଲା । ଏହି ଗାତ ବହୁତ ଗଭୀର ଥିଲା । ଆଉ ଏହି ଗାତର ଫଟୋ ଏବେ ଇସ୍ରୋ ତାର ଟୁଇଟରରେ ସେୟାର କରିଛି । ରୋଭର ପ୍ରଜ୍ଞାନ ସ୍ଵୟଂ ଚାଳିତ ନୁହେଁ । କିଛି ମାତ୍ରାରେ ଏହାକୁ କମାଣ୍ଡର ହ୍ୟାନ୍ଦେଲ କରିଥାନ୍ତି । 
ଇସ୍ରୋରେ ବସିଥିବା କମାଣ୍ଡରମାନେ ନାଭିଗେଶନ ଦ୍ଵାରା ଏହି ସବୁ ଦେଖିଥାନ୍ତି । ଆଉ ରୋଭର ପ୍ରଜ୍ଞାନକୁ ହ୍ୟାଣ୍ଡଲ କରିଥାନ୍ତି । ଏହି ଗାତରେ ଅନେକ ରହସ୍ୟ ଥିବାର ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି । ଆଉ ଏହା ଏଲିୟନମାନଙ୍କର ଘରକୁ ଯିବାର ରାସ୍ତା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି
ବା ସନ୍ଦେହ କରୁଛନ୍ତି ଇସ୍ରୋ ବୈଜ୍ଞାନିକମାନେ । ଏବେ ଏହି କଥାକୁ ନେଇ ଅନେକ ଖବର ଆସୁଛି । ଆଉ ସବୁଠି ଏହି କଥାର ଚର୍ଚ୍ଚା ଚାଲିଛି । ରୋଭର ପ୍ରଜ୍ଞାନ ଏଲିୟନମାନଙ୍କର ଘର ପାଇ ଯାଇଥିଲା ବୋଲି ଏବେ ଚର୍ଚ୍ଚା ହେଉଛି ।