Movie prime

ଚନ୍ଦ୍ର ରେ ଏଲିଆନ ମାନେ ଧରିପକେଇଲେ ଚନ୍ଦ୍ରୟାନ କୁ, କହିଲେ ଆମକୁ ଚିକେନ ବିରିୟାନି ର ସ୍ବାଦ କିପରି କୁହ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏଲିୟନ କୁ ନେଇ ସାରା ପୃଥିବୀ ରେ ଚର୍ଚ୍ଚା ହେଉଚି।ଏଲିୟନ ପୃଥିବୀ କୁ ବୁଲିବାକୁ ଆସୁଛନ୍ତି ବୋଲି ଏବେ ଲୋକ ମାନେ କହିବାକୁ ଆରମ୍ଭ କଲେଣି।ଏବେ କୁହା ଯାଉଚି ଯେ ଏଲିୟନ ମାନେ ଅନ୍ୟ ଗ୍ରହ ର ଲୋକ ମାନେ।
Special report
ଆମେ ଯେଭଳି ପୃଥିବୀ ପୃଷ୍ଠରେ ରହିଛୁ ସେମାନେ ସେଭଳି ଅନ୍ୟ ଗ୍ରହ ରେ ରହିଛନ୍ତି।ତାର ଉପସ୍ଥିତ କୁ ନେଇ ଅନେକ ସମୟ ରେ ବେଶ୍ ଚର୍ଚ୍ଚା ହୋଇଥାଏ।ତେବେ ସତରେ କଣ ଏଲିୟନ ମାନେ ଏହି ପୃଥିବୀ ପୃଷ୍ଠ କୁ ବୁଲିବାକୁ ଆସନ୍ତି।ତାହା ଏ ଯାଏଁ ଜଣା ପଡି ନାହିଁ।ଲୋକ ଙ୍କ ପାଖରେ ଏହି ଖବର ସତ୍ୟତା ଜଣା ପଡି ନାହିଁ।
ନିକଟ ରେ ଏଲିୟନ୍ ମାନଙ୍କ ଯାନ ଥିବାର ସୂଚନା ମିଳିଛି।ଏହା ବହୁତ ଶକ୍ତିଶାଳୀ ଯାନ।କୁହା ଯାଉଚି ଯେ ନାସା ଏହି ଏଲିୟନ ମାନଙ୍କ ଉପରେ ଅନେକ ପରୀକ୍ଷା ନିରୀକ୍ଷା କରିଛି।ଆମେରିକା ର ସ୍ପେସ ରିସର୍ଚ୍ଚ ସଂସ୍ଥା ନାସା ଜଣାଇଛି ଯେ ଏଲିୟନ ମାନେ ପୃଥିବୀ ପୃଷ୍ଠ କୁ ବୁଲିବାକୁ ଆସନ୍ତି।
ସେମାନେ ଯେଉଁ ଯାନ ରେ ଆସନ୍ତି।ତାହା ବହୁତ ଶକ୍ତିଶାଳୀ।ସେମାନେ ଆହୁରି ମଧ୍ୟ କହିଥିଲେ କି ଏଲିୟନ ମାନେ ଆମେରିକା ର ଏକ ନିଛାଟିଆ ସ୍ଥାନରେ ଓହ୍ଲାଇଥିଲେ।ସେମାନଙ୍କ ର ଉଦ୍ଦେଶ୍ୟ ହେଉଛି ପୃଥିବୀ ବିଷୟ ରେ ଅଧିକ ରୁ ଅଧିକ ଜ୍ଞାନ ଆହରଣ କରିବା।
Special report
ଏଲିୟନ୍ କୁ ନେଇ ଅନେକ ସତ ମିଛ କାହାଣୀ ଲୋକ ଙ୍କ ଠାରୁ ଶୁଣିବାକୁ ମିଳେ। ଏଲିୟାନ୍ ମାନେ ଆସିବା ପରେ ସେମାନେ ତାଙ୍କ ଯାନ ଛାଡ଼ି ଦେଇ ଯାଇଥିଲେ।ସତରେ କଣ ଏହି ଉଡନ୍ତା ଗାଡ଼ି ନା ଆଉ କଣ।ଯାହାକି ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି କରିଛି।
ସେମାନେ ପୃଥିବୀ କୁ ବୁଲିବା ପାଇଁ ଏହି ଯାନ ରେ ଆସୁଛନ୍ତି ବୋଲି ଏବେ କୁହା ଯାଉଛି।ଏହା ସତ କି ମିଛ ଏ ଯାଏଁ ବୈଜ୍ଞାନିକ ମାନେ ମଧ୍ୟ ଜାଣି ପାରୁ ନାହାଁନ୍ତି।ସମସ୍ତଙ୍କ ଭିତରେ ପ୍ରଶ୍ନ ରହିଛି ଏ ଯାନ ଟି ଆସିଲା କେଉଁ ଠାରୁ।
ନାସା ଏହା ଉପରେ ଏକ ବର୍ଷ ଏବେ ଅଧ୍ୟୟନ କଲାଣି।ହେଲେ କୌଣସି ସଠିକ୍ ଅନୁମାନ କରି ପାରୁ ନାହି।ଆମେ ସମସ୍ତେ ଜାଣିଚୁ ପୃଥିବୀ ବାହାରେ ଏମାନେ ସବୁ ରହୁଛନ୍ତି।ତେବେ ଏହି ଉଡନ୍ତା ଯାନ ଭିତରେ ଅନେକ ଶକ୍ତି ରହିଛି।ଯାହାକୁ ଦେଖିବା ସାଧାରଣ ମଣିଷ ପାଖେ ସମ୍ଭବ ନୁହେଁ।ଏହାକୁ ନେଇ ଏବେ ସମସ୍ତ ଚିନ୍ତା ରେ ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.