Mukesh Ambani ଙ୍କ ଡ୍ରାଇଭର ମାନଙ୍କ ଦରମା କେତେ ଜାଣିଛନ୍ତି କି ଜାଣିଲେ ମୁଣ୍ଡରେ ହାତ ଥୋଇଦେବେ ଆପଣ
Thu, 16 Mar 2023

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି। କହିବାକୁ ଗଲେ ମୁକେଶ ଅମ୍ବାନୀଙ୍କ ପାଖରେ ଦୁନିଆର ସବୁଠୁ ମହଙ୍ଗା ମହଙ୍ଗା କାର ଅଛି।
ବନ୍ଧୁଗଣ ଲକ୍ଷାଧିକ ବେତନ ପାଆନ୍ତି ଅମ୍ବାନୀଙ୍କ ଡ୍ରାଇଭର। ଆମ୍ବନୀଙ୍କ ପରିବାରର ରହିଛି ୫୦୦ ବିଳାସପୂର୍ଣ୍ଣ ଗାଡ଼ି। ଅମ୍ବାନୀଙ୍କ ଘରେ କାମ କରିବା ପାଇଁ ଦେବାକୁ ପଡ଼େ ପରୀକ୍ଷା।
ସୂଚନା ଅନୁସାରେ ଆମ୍ବନୀଙ୍କ ପରିବାରରେ ୫୦୦ ବିଳାସପୂର୍ଣ୍ଣ ଗାଡ଼ି ରହିଛି। ଅମ୍ବାନୀଙ୍କ ଘରେ କାମ କରୁଥିବା ଡ୍ରାଇଭର ମାନେ ଲକ୍ଷାଧିକ ଦରମା ପାଆନ୍ତି। ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ।
ଓ ନୀତା ଅମ୍ବାନୀଙ୍କ ପରିବାର ସେମାନଙ୍କ ରାଜକୀୟ ଓ ବିଳାସମୟ ଲାଇଫ ଷ୍ଟାଇଲ ପାଇଁ ସାରା ଦେଶରେ ଚର୍ଚ୍ଚାରେ ଥାଆନ୍ତି। ନିତା ଅମ୍ବାନୀଙ୍କ କାର କଲେକ୍ସନରୁ ସେ ବିଳାସପୂର୍ଣ୍ଣ କାରର ସୌକିନ ବୋଲି ଜାଣିହୁଏ।
ଅମ୍ବାନୀ ଘରର ଡ୍ରାଇଭର ହେବାକୁ ହେଲେ କଡ଼ା ଟ୍ରେନିଂ ନେବାକୁ ପଡ଼ିଥାଏ। ଏହି ଟ୍ରେନିଂ ପୂରଣ କରିବା ପରେ କୌଣସି ବ୍ୟକ୍ତିଙ୍କୁ ଅମ୍ବାନୀ ପରିବାରଙ୍କ ଡ୍ରାଇଭର ହେବାକୁ ସୁଯୋଗ ମିଳିଥାଏ।
ଅମ୍ବାନୀ ପରିବାରରେ କାମ କରୁଥିବା ବ୍ୟକ୍ତିଙ୍କୁ ମାସିକ ବେତନରେ ୧ ଲକ୍ଷରୁ ଅଧିକ ଟଙ୍କା ମିଳିଥାଏ। ଏହି ଡ୍ରାଇଭର ମାନଙ୍କୁ ଅମ୍ବାନୀଙ୍କ ପରିବାରରେ ରହିବା ସହ ଖାଇବା ବ୍ୟବସ୍ଥା ମଧ୍ୟ ରହିଥାଏ।
ଏହାସହ କର୍ମଚାରୀଙ୍କ ବିନା ତାଙ୍କ ପିଲା ଛୁଆଙ୍କ ପାଠପଢ଼ା ପାଇଁ ଏଜୁକେଶନ୍ ଆଲାଉନ୍ସ ମଧ୍ୟ ମିଳିଥାଏ। ନିତା ଅମ୍ବାନୀଙ୍କ ଡ୍ରାଇଭରକୁ ମାସିକ ୨ ଲକ୍ଷ ଟଙ୍କା ବେତନ ମିଳିଥାଏ। ଏହାର ଅର୍ଥ ଡ୍ରାଇଭରକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ବେତନ ମିଳୁଛି।
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅମ୍ବାନୀଙ୍କ ଘରେ କାମ କରୁଥିବା କିଛି ଡ୍ରାଇଭରଙ୍କ ପିଲା ବିଦେଶରେ ରହି କାମ କରୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।