Movie prime

ସ୍ତ୍ରୀ ପ୍ରେମ ରେ ପାଗଳ ଅମ୍ବାନୀ କିଣିଲେ ୨୦୦୦ କୋଟି ର କାର ଆଜି ବି ମୁଁ ତୁମକୁ ଆଗଭଳି ବହୁତ୍ ଭଲ ପାଏ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ପୁଣି ଥରେ ସେ ନିଜ କାମ ପାଇଁ ସବୁଠାରେ ଚର୍ଚ୍ଚା ରେ ଅଛନ୍ତି।ଭାରତ ର ଏକ ନମ୍ବର ଧନୀ ଭାବେ ସେ ସାରା ବିଶ୍ବ ରେ ପରିଚିତ।
ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ତାଙ୍କ ପତ୍ନୀ ହେଉଛନ୍ତି ନିତା ଅମ୍ବାନୀ।ଯିଏ କି ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି।ଲୋକ ମାନେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।
Gh
ସୂଚନା ଅନୁସାରେ ଆପଣ ମାନେ ଜାଣି ଥିବେ ନିତା ଅମ୍ବାନୀ ଙ୍କୁ ତାଙ୍କ ସ୍ଵାମୀ ମୁକେଶ ଅମ୍ବାନୀ କେତେ ପସନ୍ଦ କରନ୍ତି।ନିକଟ ରେ ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ଙ୍କୁ ଏଭଳି ଏକ ଗାଡ଼ି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ତାହା ଏକ ସାଧାରଣ ଗାଡ଼ି ନୁହେଁ।ଏହି ଗାଡ଼ି ର ନାମ ହେଉଚି ରୋଲସ ରାଏସି।ଯାହାର ମୂଲ୍ୟ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଏହି ଗାଡ଼ି ଟି ମୁକେଶ ଅମ୍ବାନୀ ୧୨ କୋଟି ଟଙ୍କା ଦେଇ କିଣୁଛନ୍ତି।
ମୁକେଶ ଅମ୍ବାନୀ ନିତା ଙ୍କୁ ଯେଉଁ ଗାଡ଼ି ଟି ଉପହାର ସ୍ୱରୂପ ଦେଇଛନ୍ତି ତାହାକୁ ମୁକେଶ ଅମ୍ବାନୀ ଅର୍ଡର ଦେଇ ତିଆରି କରି ଛନ୍ତି।ଏହି ଗାଡ଼ି ଟି କେବଳ ଧନୀ ଲୋକ ମାନେ ହିଁ କିଣି ଥାଆନ୍ତି।ଏହା ଉପରେ ଭେଲଭେଟ ଲାଗିଚି।
Yy
ସିଟ ତଳେ ଏହି ଗାଡ଼ି ର ଏନ୍ ଏମ୍ ଏ ଲେଖା ହୋଇଚି।ଯାହାର ଅର୍ଥ ହେଉଛି ନିତା ମୁକେଶ ଅମ୍ବାନୀ।ଏହା ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ହୋଇଚି।ଏହି ଗାଡ଼ି କୁ ଯେଉଁ ମାନେ ଦେଖିଛନ୍ତି ସମସ୍ତଙ୍କ ଆଖି ଲାଗି ଯାଇଚି।
ଏହି ଗାଡ଼ି ଟି ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି। ନିତା ଅମ୍ବାନୀ ସବୁବେଳେ ନୂଆ ନୂଆ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି।
ଏହି ଗାଡ଼ି କୁ କେବଳ ଧନୀ ଘର ର ଲୋକ ମାନେ ବ୍ୟବହାର କରନ୍ତି।ମୁକେଶ ଅମ୍ବାନୀ ସ୍ଵତନ୍ତ୍ର ଭାବେ ଏହି ଗାଡ଼ି ଟି ତାଙ୍କ ପତ୍ନୀ ଙ୍କ ତିଆରି କରିଛନ୍ତି।ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.