Movie prime

ଏହି ବାବାଙ୍କ ପାଇଁ ମୁକେଶ ଅମ୍ବାନୀ ହେଲେ ଧନୀ !! ଦେଖନ୍ତୁ ସାମ୍ନାକୁ ଆସିଲେ ବାବା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ । ଜଣେ ବାବା ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବାବା ଜଣକ କହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ତ ଧନୀ ବ୍ୟକ୍ତି ଅମ୍ବାନୀଙ୍କୁ ଜାଣିଥିବେ । ଅମ୍ବାନୀ ବହୁତ ବଡ ଧନୀ ବ୍ୟକ୍ତି ଅଟନ୍ତି ।ଆଉ ସେ ଧନୀ ହେବାର କାରଣ ଆଉ କାହା ପାଇଁ ଆଜି ସେ ଧନୀ ହୋଇଛନ୍ତି ସେହି କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
Special report
ଏହି ଭିଡିଓରେ ବାବା ଜଣକ ମିଡ଼ିଆ ସାମ୍ନାରେ ଅନେକ କଥା କହିଛନ୍ତି । ସେ କହିଛନ୍ତି, ଇନ୍ଦିରା ଗାନ୍ଧୀ, ଅମ୍ବାନୀ ଏବଂ ଅନେକ ଲୋକ ଗଳାରେ ଏକ ଲକେଟ୍ ପିନ୍ଧିଛନ୍ତି । ଆଉ ଏହି ଲକେଟ ତାଙ୍କମାନଙ୍କୁ ମହାରାଜ ଦେଇଛନ୍ତି । 
Special report
ମହାରାଜ ଧିରୁ ଭାଇ ଅମ୍ବାନୀ, ଟାଟା ବିର୍ଲା ଏବଂ ଅନେକ ଲୋକଙ୍କୁ ଏହିସବୁ ଲକେଟ୍ ଦେଇଛନ୍ତି । ମହାରାଜାଙ୍କ ଆର୍ଶୀବାଦ ଏମାନଙ୍କ ଉପରେ ଅଛି । ଅମ୍ବାନୀ ମହାରାଜାଙ୍କ ନାଁରେ ମେଡିକାଲ ବି ଖୋଲିଛନ୍ତି । ବିଶ୍ବାସ ହେଉଛି ସବୁଠୁ ବଡ ଜିନିଷ ।
ବିଶ୍ବାସ ହିଁ ଭଗବାନ ଅଟେ । ଏହାସହ ରତନ ଟାଟା ମଧ୍ୟ ମହାରାଜାଙ୍କ ପାଇଁ ଅନେକ କିଛି କରିଛନ୍ତି । ମହାରାଜା ସମସ୍ତଙ୍କ ଉପରେ ଆର୍ଶୀବାଦ ଦେଇଛନ୍ତି । ଆଉ ସେମାନେ ଏତେ ଧନୀ ହେବା ପଛରେ ବି ମହାରାଜାଙ୍କ ହାତ ଅଛି ବୋଲି ଜଣାପଡିଛି । 
Special report
ମହାରାଜାଙ୍କ ପାଇଁ ଅନେକ ଧନୀ ବ୍ୟକ୍ତି ଆଜି ଅନେକ ଧନୀ ହୋଇଛନ୍ତି । ଏହାସହ ଏହି ବାବା ଜଣକ ଅମ୍ବାନୀ ଏବଂ ଟାଟାଙ୍କୁ ନେଇ ଅନେକ କଥା କହିଛନ୍ତି । ଆଉ ଏହିସବୁ ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ମହାରାଜାଙ୍କ ଆର୍ଶୀବାଦରୁ ଆଜି ସେମାନେ ଧନୀ ହୋଇଛନ୍ତି ଆଉ ନିଜ ନାଁ କମାଇଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବା ସହ କିଭଳି ସେମାନେ ଧନୀ ହୋଇଛନ୍ତି ଏହି ବିଷୟରେ ଆପଣମାନେ ଜାଣିପାରିବେ । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।