Movie prime

ଅମ୍ବାନୀ ଘରେ କାମ କରୁଥିବା କାମୱାଲି ର ଦରମା ଜାଣିଲେ ଆପଣ ଙ୍କ ହୋସ ଉଡ଼ିଯିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁକେଶ ଅମ୍ବାନୀ ଏକ କେତେ ବଡ଼ ନାମ ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ତାଙ୍କ ସହ ଆଉ କାହାକୁ ତୁଳନା କରିବା ମଧ୍ୟ ବ୍ୟର୍ଥ ଅଟେ। ଦିନକ ପରେ ଦିନେ ସେ ସଫଳତା ର ପାହାଚ ଚଢ଼ି ଚାଲିଛନ୍ତି।
ତାଙ୍କ ବ୍ୟବସାୟ ରେ ମଧ୍ୟ ନେଉଥିବା ସମସ୍ତ ପଦକ୍ଷେପ ମଧ୍ୟ ତାଙ୍କର ପ୍ରଭାବଶାଳୀ ଅଟେ। ମୁକେଶ ଅମ୍ବାନୀ ମଧ୍ୟ ଆଲିଶାନ ଜୀବନ ବଞ୍ଚୁଛନ୍ତି। ତାଙ୍କ ସହ କାମ କରୁଥିବା କର୍ମଚାରୀ ମାନଙ୍କୁ ମଧ୍ୟ ସେ ବେଶ ଭଲ ନଜର ରେ ଦେଖନ୍ତି।
ଆଜ୍ଞା ହଁ ତାଙ୍କ ଘରେ କାମ କରୁଥିବା କର୍ମଚାରୀ ମାନଙ୍କୁ ସେ ମୋଟା ଅଙ୍କର ଦରମା ମଧ୍ୟ ପ୍ରଦାନ କରି ଥାଆନ୍ତି। ମୁକେଶ ଅମ୍ବାନୀ ତାଙ୍କ କର୍ମଚାରୀ ମାନଙ୍କୁ କେତେ ଟଙ୍କା ଦେଉଛନ୍ତି ସେହି ସମ୍ପର୍କ ରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ।
ଯାହାକୁ ଶୁଣିବା ଆପଣ ମାନେ ମଧ୍ୟ ଏହାକୁ ବିଶ୍ବାସ କରି ପାରିବେ ନାହିଁ। କାରଣ ସେହି କର୍ମଚାରୀ ମାନଙ୍କ ପିଲା ମାନେ ବିଦେଶରେ ପାଠ ପଢୁଛନ୍ତି। ହେଲେ ସେହି କର୍ମଚାରୀ ମାନଙ୍କ କାମ ହେଉଛି ସଫେଇ ଓ ରକ୍ଷଣା ବେକ୍ଷଣ କରିବା।
Special report
ଦୀର୍ଘ ଦିନ ଧରି ଏହା ଚର୍ଚ୍ଚା ହେବାରେ ଲାଗିଥିଲା କି ମୁକେଶ ଅମ୍ବାନୀ ତାଙ୍କର କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି। ହେଲେ କେହି ମଧ୍ଯ ଏହି ସମ୍ପର୍କ ରେ ଜାଣି ପାରି ନଥିଲେ।
ଏବଂ ସେ ଦରମା ସମ୍ପର୍କ ରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଥିଲା। ସଫେଇ ଓ ରକ୍ଷଣା ବେକ୍ଷଣ କରୁଥିବା ଲୋକ ମାନେ ମାସିକ ୨,୦୦,୦୦୦ ଟଙ୍କା ପାଉଛନ୍ତି। ଖାଲି ଏତିକି ନୁହେଁ ମୁକେଶ ଅମ୍ବାନୀ ତାଙ୍କୁ ଅନେକ ସାହାଯ୍ୟ ମଧ୍ୟ କରନ୍ତି।
ସେ ମଧ୍ୟ କର୍ମଚାରୀ ମାନଙ୍କ ପିଲା ଙ୍କୁ ବିଦେଶରେ ମଧ୍ୟ ପାଠ ପଢ଼ାଇ ଥାଆନ୍ତି। ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ ହୃଦୟବାନ ବ୍ୟକ୍ତି ଯିଏକି ତାଙ୍କ କର୍ମଚାରୀ ମାନଙ୍କୁ ଖୁବ ଭଲ ମଧ୍ୟ ପାଇ ଥାଆନ୍ତି।
ଏବଂ ତାଙ୍କ ଘରେ ଚାକିରୀ କରିବାକୁ ହେଲେ ସବୁ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବାକୁ ହେବ। ତେବେ ଯାଇ ଆପଣ ମୁକେଶ ଅମ୍ବାନୀ ଙ୍କ ଅଧୀନରେ ଚାକିରୀ ପାଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.