ଅମ୍ବାନୀ ପରିବାର ର ଏହି ଯୁବକ ହେଲା ପ୍ରେମ ବିବାହ, ରାସ୍ତା ରେ ବିଞ୍ଚିଲେ ଖଣ୍ଡ ଖଣ୍ଡ ହୀରା ମୂଲ୍ୟ ୨୦୦୦ କୋଟି
Jul 29, 2023, 12:50 IST

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ମୁକେଶ ଅମ୍ବାନୀ ଙ୍କୁ କିଏ ବା ନ ଜାଣେ।ଭାରତ ର ଏକ ନମ୍ବର ଧନୀ ରୂପେ ସେ ପରିଚିତ।କେବଳ ସେତିକି ନୁହେଁ ସାରା ପୃଥିବୀ ର ଧନୀ ମାନଙ୍କ ମଧ୍ୟ ରେ ୧୨ ତମ ସ୍ଥାନ ରେ ସେ ଅଚନ୍ତି।ନିଜ ପରିବାର କୁ ନେଇ ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ଥାଆନ୍ତି।

ଏବେ ତାଙ୍କ ସୁନ୍ଦରୀ ଝିଅ ଇଶା ଅମ୍ବାନି ଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ଇଶା ଦେଖିବାକୁ ତାଙ୍କ ମାଆ ନୀତା ଅମ୍ବାନୀ ଙ୍କ ଭଳି।ସେ ନିଜର ସୁନ୍ଦରତା ପାଇ ଚର୍ଚ୍ଚା ରେ ରହୁଥିବା ବେଳେ ଏବେ ସେ ନିଜ ଘର କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି।
ଆପଣ ମାନେ ଜାଣି ଥିବେ ଯେ ଇସା ଅମ୍ବାନୀ ଆନନ୍ଦ ପିରାମିଲ ଙ୍କୁ ବିବାହ କରିଛନ୍ତି।ବିବାହ ପରେ ତାଙ୍କ ଶ୍ବଶୁର ତାଙ୍କୁ ଏକ ଘର ଗିଫ୍ଟ ଦେଇଥିଲେ।ଏହି ଘର ଟି ସମୁଦ୍ର କଡ ରେ ଅବସ୍ଥିତ।ପ୍ରାୟ ୫୦୦୦୦ ବର୍ଗ କିଲୋମିଟର ଅଞ୍ଚଳ କୁ ନେଇ ଏହି ଘର ଟି ନିର୍ମାଣ କରା ଯାଇଛି।

ଏହା ମୁକେଶ ଅମ୍ବାନୀ ଙ୍କ ଆଣ୍ଟିଲିଆ ଠାରୁ ମଧ୍ୟ ଆହୁରି ସୁନ୍ଦର।ଏହା ପ୍ରାୟ ୪୫୦ କୋଟି ଟଙ୍କା ର ମୂଲ୍ୟ ହେବ।କାମ କରିବା ପାଇଁ ୨୦୦ ରୁ ଅଧିକ ଚାକରା ରହିଛନ୍ତି।ସମସ୍ତେ ଭାବୁଥିଲେ ଇସା ଅମ୍ବାନୀ ଆନନ୍ଦ ଙ୍କୁ ବିବାହ ବହୁତ କଷ୍ଟ ରେ ଥିବେ।ହେଲେ ଏହି କଥା କୁ ସେ ଭୁଲ ପ୍ରମାଣିତ କରିଛନ୍ତି।
ଏହି ଘର ଟି ଦେଖିବାକୁ ଏକ ରାଜ ମହଲ।ଇସା ଅମ୍ବାନୀ ଏଠାରେ ମହାରାଣୀ ଭଳି ଜୀବନ ବିତାଇ ଥାଆନ୍ତି।ଏହା ମଧ୍ୟ ରେ ସୁଇମିଂ ପୂଲ୍ ଓ ଥିଏଟର ଅଛି।ଯାହାକି ଏହାକୁ ଆହୁରି ବିଳାସ ପୂର୍ଣ୍ଣ କରୁଛି।ଏହି ଘର ର ନାମ ହେଉଛି ଗୁଲିତା।

ଏହା ବାହାର ପଟ ଦେଖିଲେ ବହୁତ ସୁନ୍ଦର ଦେଖା ଯାଉଚି।ଏହା ତାଙ୍କ ଶଶୁର ଇସା ଙ୍କୁ ଗିଫ୍ଟ ଆକାର ରେ ଦେଇଥିଲେ।ଯାହା କୁ ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇ ଥିଲେ।
ସୋସିଆଲ ମିଡିଆରେ ଏହି ଘର ର ଫଟୋ ଟି ଖୁବ୍ ଭାଇରାଲ ହେଉଛି।ଲୋକ ମାନେ ଏହି ଘର କୁ ଦେଖି କମେଣ୍ଟ ମାଧ୍ୟମ ରେ। ନିଜ ମତ ଦେଇଛନ୍ତି

।ସମସ୍ତେ ପ୍ରାୟ ଖୁବ ପ୍ରଶଂସା କରିଛନ୍ତି।ମୁକେଶ ଅମ୍ବାନୀ ନିଜେ ଧନୀ ହେବା ସହିତ ନିଜ ଝିଅ କୁ ବିଳାସ ପୂର୍ଣ୍ଣ ଘରେ ବିବାହ କରାଇ ଛନ୍ତି।ଯେଉଁଠାରେ ଇସା ଙ୍କ ର କୌଣସି ପ୍ରକାର। ଅସୁବିଧା ହେଉ ନାହିଁ।