Movie prime

୨୦୨୪ ପାଇଁ ଅମ୍ବାନୀ ଆଣିଲେ ବହୁତ୍ ବଡ଼ ପ୍ଲାନ : ଏଣିକି ମାଗଣା ରେ ମିଳିବ ସବୁ ଆଉ କରିବାକୁ ପଡ଼ିବନି ରିଚାର୍ଜ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂଆ ବର୍ଷରେ ଜିଓ ୟୁଜ କରୁଥିବା ଗ୍ରାହକ ମାନଙ୍କ ପାଇଁ ଆସିଛି ଖୁସୀ ଖବର। ଖୁସୀ ଖବର ଦେଇଛନ୍ତି ଜିଓ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ।
Special Report
କେମିତି ବିନା ରିରାର୍ଜ ରେ ମାଗଣା ଡାଟା ଓ ଫୋନ ରେ କଥା ହେବେ ଜାଣି ରଖନ୍ତୁ। ବର୍ଷେ ପର୍ଯ୍ୟନ୍ତ ଭରପୁର ଭାବେ ଉପଭୋଗ କରିବେ ଗ୍ରାହକ ମାନେ। କମ୍ ଟଙ୍କା ରେ ଲମ୍ବା ବୈଧତା ଏବଂ ଭରପୁର ଭାବରେ ଡାଟା ମଧ୍ୟ ଆପଣଙ୍କୁ ମିଳିବ।
ନୁଆ ବର୍ଷ ପୂର୍ବରୁ କେବଳ ଜିଓ ହିଁ ଏଭଳି କିଛି ସ୍ଵତନ୍ତ୍ର ବ୍ୟବସ୍ଥା ବାହାର କରିଛି। ଏଥିରେ ୧୧ ମାସର ବୈଧତା ରହିଥିବା ବେଳେ ଏଥିରେ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆ ଯାଉଛି।
ଜିଓ ହେଉଛି ବର୍ତ୍ତମାନ ଭାରତରେ ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ।୪୪ କୋଟି ରୁ ଅଧିକ ୟୁଜର ମାନେ ଏଥିରେ ସାମିଲ ଅଛନ୍ତି। ଏତେ ୟୁଜର ଥିଲେ ମଧ୍ୟ କମ୍ପାନୀ ବହୁତ୍ ଭଲ ଯତ୍ନ ମଧ୍ୟ ନେଇଥାଏ।
Special Report
ହେଲେ ଏହାର ରିଚାର୍ଜ୍ ସେକ୍ସନ ଅନେକ ଭାଗରେ ବିଭକ୍ତ କରାଯାଇଛି। ସେଥିରେ ସମସ୍ତ ପ୍ରକାରର ଯୋଜନା ଶସ୍ତା ଏବଂ ମହଙ୍ଗା ମଧ୍ୟ ହୋଇଛି। ଆମେ ଏଭଳି ରିଚାର୍ଜ ସମ୍ପର୍କରେ କହିବାକୁ ଯାଉଛୁ ଯଦି ଆପଣ ନୁଆ ବର୍ଷରେ ରିଚାର୍ଜ୍ କରନ୍ତି
ତେବେ ବର୍ଷ ସାରା ଆପଣଙ୍କୁ ଚିନ୍ତିତ ହେବାକୁ ପଡିବ ନାହିଁ। କଲ୍, ଡାଟା ସହ ଆପଣ ମାନେ ମାଗଣା ଏସଏମଏସ୍ ର ସୁବିଧା ମଧ୍ୟ ପାଇ ପାରିବେ। ଆପଣ ପ୍ରତି ମାସରେ ୫୦ ଏସଏମଏସ ର ବ୍ୟବହାର କରି ପାରିବେ।
ଏହି ଯୋଜନାରେ ଆପଣ ମାନେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ର ମଧ୍ୟ ବ୍ୟବହାର କରି ପାରିବେ। ଏହି ଯୋଜନା କେବଳ ଯେଉଁ ମାନେ ଜିଓ ଫୋନ୍ ବ୍ଯବହାର କରୁଛନ୍ତି ସେମାନଙ୍କ ପାଇଁ। ଏହି ବାର୍ଷିକ ଯୋଜନାର ଦାମ୍ ହେଉଛି ୨୯୯୯ ଟଙ୍କା।
ଏହା ଛଡ଼ା ୨୫୪୫ ମଧ୍ଯ ଏକ ଭଲ ବାର୍ଷିକ ଯୋଜନା ମଧ୍ୟ ରହିଛି ଯାହାଦ୍ଵାରା ଆପଣ ଭଲ ଡାଟା ମଧ୍ୟ ପାଇ ପାରିବେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.