Movie prime

ନିଜର ସବୁଠୁ ବିଶ୍ୱାସ ଯୋଗ୍ୟ କର୍ମଚାରୀ ନାଁ ରେ ୧୫୦୦ କୋଟି ଟଙ୍କା ର ସମ୍ପତ୍ତି କରିଦେଲେ ମୁକେଶ ଅମ୍ବାନୀ ! ଆପଣ ବି ପଢ଼ିଲେ କହିବେ ଏମିତିଆ ମାଲିକ ସବୁଙ୍କୁ ମିଳନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। ଯେତେବେଳେ କୋଟି ପତି ମାନଙ୍କ ନାମ ଉଠିଥାଏ ସେତେବେଳେ ସର୍ବ ପ୍ରଥମେ ମୁକେଶ ଅମ୍ବାନୀ ଙ୍କ ନାମ ନିଆ ଯାଇଥାଏ।
ସେ ବର୍ତ୍ତମାନ୍ ଦେଶର ନୁହେଁ ବରଂ ସାରା ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି। ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ମୁକେଶ ଅମ୍ବାନୀ ତାଙ୍କର କର୍ମଚାରୀ ମାନଙ୍କୁ ବେଶ ଭଲ ପାଆନ୍ତି।
Special report
ଏବଂ ତାଙ୍କୁ ଉପହାର ମଧ୍ଯ ଦିଅନ୍ତି। ଆମେ ଏବେ ଆପଣଙ୍କୁ ମୁକେଶ ଅମ୍ବାନୀ ଦାନ କରିଥିବା କୋଟି କୋଟି ସମ୍ପତ୍ତି ସମ୍ପର୍କରେ କହିବାକୁ ଯାଉଛୁ। ଆଜ୍ଞା ହଁ ଆପଣ ମାନେ ପ୍ରାୟ ସମୟରେ ମୁକେଶ ଅମ୍ବାନୀ ଙ୍କ ସହ ଏକ ବ୍ୟକ୍ତି ଙ୍କୁ ଦେଖୀ ଥିବେ
 ଯିଏକି ତାଙ୍କର ହୃଦୟର ଖୁବ ନିକଟତର ଅଟନ୍ତି। ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମୁକେଶ ଅମ୍ବାନୀ ଙ୍କ ଡାହାଣ ହାତ ମନୋଜ ମୋଦୀ। ତାଙ୍କୁ ମୁକେଶ ଅମ୍ବାନୀ ଖୁବ ଭଲ ପାଆନ୍ତି।
ଏଭଳି ମୁକେଶ ଅମ୍ବାନୀ ଉପହାର ସ୍ବରୂପ ଅନେକ ଲୋକ ମାନଙ୍କୁ ଅନେକ ଜିନିଷ ପ୍ରଦାନ କରିଛନ୍ତି। ହେଲେ ସେ ମନୋଜ ମୋଦୀ ଙ୍କୁ କୋଟି କୋଟି ଟଙ୍କାର ସମ୍ପତ୍ତି ପ୍ରଦାନ କରି ଦେଇଛନ୍ତି।
Special report
ଆଉ ଏବେ ମୁକେଶ ଅମ୍ବାନୀ ଙ୍କ ଏହି ଦାନ ର ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। କେହି ଏହି କଥାକୁ ବିଶ୍ବାସ କରି ପାରୁ ନାହାଁନ୍ତି କି ମୁକେଶ ଅମ୍ବାନୀ ଏତେ ମାତ୍ରାରେ ସମ୍ପତ୍ତି ଦାନ କରି ଦେଇଛନ୍ତି।
ଆଜ୍ଞା ହଁ ମୁକେଶ ଅମ୍ବାନୀ ତାଙ୍କର ବିଶ୍ୱସନୀୟ ମନୋଜ ମୋଦୀ ଙ୍କୁ ୧୫୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଦେଇଛନ୍ତି। ଏକଥା ବିଶ୍ବାସ ନହେଲେ ମଧ୍ୟ ଏହା ହେଉଛି ସତ୍ୟ।
ଏହି ଜାଗା ମୁମ୍ବାଇ ନପିଆନ୍ ସାଗର କୂଳରେ ଅବସ୍ଥିତ ଏବଂ ୧.୭ ଲକ୍ଷ ବର୍ଗ ଫୁଟ। ଏହି ଜାଗା ଟିକୁ ମୁକେଶ ଅମ୍ବାନୀ ଯାହାର ମୂଲ୍ୟ ୧୫୦୦ କୋଟି କୋଟି ଟଙ୍କା ତାକୁ ସେ ମୋନୋଜ ମୋଦୀ ଙ୍କୁ ଦାନ କରି ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.