Movie prime

ସ୍ଵାମୀ ଅମ୍ବାନୀ ଙ୍କ ଠାରୁ ବେଶୀ ସମୟ ନିତା ସମୟ ବିତାନ୍ତି ଏହି ପୁରୁଷ ସହ, ରାଗ ରେ ଅମ୍ବାନୀ କହିଲେ ତାକୁ ଧ୍ଵଂସ କରିଦେବି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ନିତା ଅମ୍ବାନୀ ଙ୍କୁ ଜାଣି ଥିବେ।ବର୍ତ୍ତମାନ ସମୟରେ ସେ ନିଜ ଶୌକ ପାଇ ସମସ୍ତଙ୍କ ନିକଟ ରେ ପରିଚିତ।ତାଙ୍କୁ ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ସେ ଭାରତ ର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ।
ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ନିତା ଅମ୍ବାନୀ ଏଭଳି ଜଣେ ଲୋକ ଯାହା ଙ୍କ ପାଖରେ ବର୍ତ୍ତମାନ କୌଣସି ଜିନିଷ ର ଆବଶ୍ୟକତା ନାହିଁ।ତାଙ୍କ ପାଖରେ ଏବେ ଯାହା କିଛି ରହିଛି ତାହା କେବଳ ତାଙ୍କ ପରିଶ୍ରମ ର ଫଳ।ସେ ଗୋଟେ ଗରିବ ପରିବାର ର ଲୋକ ଥିଲେ।
Special report
ସେ ଗୋଟେ ସାମାନ୍ୟ ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ।ମୁକେଶ ଅମ୍ବାନୀ ଙ୍କୁ ବିବାହ କରିବା ପରେ ତାଙ୍କ ଜୀବନ ରେ ଅନେକ କିଛି ପରିବର୍ତ୍ତନ ଆସିଲା।ସେବେଠାରୁ ସେ କେବେ ପଛ କୁ ଚାହିଁ ନାହାନ୍ତି।ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ର ସେ ମାଲିକାଣୀ।
ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଛୁ ଯେ ଏମିତି ଜଣେ ଲୋକ ଅଛନ୍ତି ଯାହାଙ୍କ ସହିତ ନିତା ଅମ୍ବାନୀ ଅଧିକ ସମୟ ବିତାନ୍ତିି।ମୁକେଶ ଅମ୍ବାନୀ ଙ୍କ ସହିତ ସେ ବହୁତ କମ୍ ସମୟ ଅତିବାହିତ କରନ୍ତି।ତାଙ୍କ ନାମ ହେଉଚି ମିକି।ଏଥିପାଇଁ ନିତା ଅମ୍ବାନୀ ତାଙ୍କୁ କିଛି ଅର୍ଥ ଦିଅନ୍ତି।
Special report
ନିତା ଅମ୍ବାନୀ ଙ୍କ ସାଥୀ ରେ ରହୁଥିବା ମିକିି ଆଉ କେହି ନୁହନ୍ତି।ସେ ହେଉଛନ୍ତି ତାଙ୍କ ମେକ ଅଫ୍ ଆର୍ଟିଷ୍ଟ।ଯାହାକୁ ନିତା ବହୁତ ଭଲ ପାଆନ୍ତି।ନିତା ପ୍ରତିଦିନ ସଜାଇବା ରେ ତାଙ୍କ ର ଅଧିକାଂଶ ସମୟ ଅତିବାହିତ ହୁଏ।ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ଙ୍କୁ ସଜାଇବା ପାଇଁ ମିକିି ଙ୍କୁ ରଖିଛନ୍ତି।
Special report
ଏଥିପାଇଁ ସେ ମିକି ଙ୍କୁ ବହୁତ୍ ଅର୍ଥ ଦେଇଥାନ୍ତି।ମିକି ଙ୍କ ପାଇଁ ନିତା ଅମ୍ବାନୀ ବହୁତ ସୁନ୍ଦର ଦେଖା ଯାଆନ୍ତି।ନିତା ଙ୍କ ବୟସ ୫୦ ଉପରେ ହୋଇ ଯାଇଥିଲେ ମଧ୍ୟ ତାହା ତାଙ୍କ ସୁନ୍ଦରତା ଆଗରେ ହାର ମାନି ଥାଏ।ତାଙ୍କ ଯୋଗୁ ଅମ୍ବାନୀ ପରିବାର ରେ ସମସ୍ତେ ଏକାଠି ହୋଇ ରହିଥାନ୍ତି।
ନିତା ଅମ୍ବାନୀ ନିଜକୁ ସୁନ୍ଦର ଦେଖାଇବା ପାଇଁ ଦିନ କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି।ସେ ଯେଉଁ ଶାଢ଼ୀ ଥରେ ପିନ୍ଧନ୍ତି।ଦିତୀୟ ଥର ତାକୁ ପିନ୍ଧିବା ପାଇଁ ପସନ୍ଦ କରନ୍ତି ନାହିଁ।
Special report
ସେ କୋଟି କୋଟି ଟଙ୍କାର ଶାଢ଼ି ପିନ୍ଧନ୍ତି।ସେ ସବୁବେଳେ ମୂଲ୍ୟବାନ ଓ ଦାମୀ ଜିନିଷ ପିନ୍ଧିବା ପାଇଁ ପସନ୍ଦ କରନ୍ତି।ସେଥିପାଇଁ ଏବେ ସମସ୍ତେ ତାଙ୍କରି ବିଷୟ ରେ ଚର୍ଚ୍ଚା କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.