Movie prime

ଅମ୍ବାନୀ ଙ୍କ ସ୍ତ୍ରୀ ପିନ୍ଧିଥିବା ଶାଢ଼ୀ ତା ଦାମ ରେ ଆସିଯିବ କୋଟିଏ ଟଙ୍କା ର ଘର, ଲୋକେ କହିଲେ ଭାଗ୍ୟବାନ ପତ୍ନୀ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନୀତା ଅମ୍ବାନୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତିତ୍ଵ ଯାହାଙ୍କୁ କି ଆଜି କାହାର ପରିଚୟ ର ଆବଶ୍ୟକତା ଅଛି। ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି।
ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଙ୍କ ପତ୍ନୀ ଯାହାଙ୍କୁ କି ପ୍ରତ୍ୟେକ ଲୋକ ଖୁବ୍ ସମ୍ମାନ ମଧ୍ଯ ଦେଇ ଥାଆନ୍ତି। ସେ ତାଙ୍କର ବୋହୁମୂଲ୍ୟ ଜିନିଷ ବ୍ୟବହାର କୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି।
Special report
ଏବେ ନୀତା ଅମ୍ବାନୀ ତାଙ୍କର ବୋହୁମୁଲ୍ୟ ଶାଢ଼ୀ କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ଯାହାକୁ ନେଇ ଏବେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ ଯେଉଁ ଶାଢୀ ପିନ୍ଧିଛନ୍ତି ସେହି ଶାଢ଼ୀ କୁ ବର୍ତ୍ତମାନ ଅତ୍ୟନ୍ତ ମୂଲ୍ୟବାନ ବୋଲି ମଧ୍ୟ କୁହା ଯାଉଛି।
ସେହି ଶାଢ଼ୀର ଦାମ୍ ଏତେ ଅଧିକ ଯେ ଆପଣ ମାନେ ମଧ୍ୟ ସେହି ଶାଢ଼ୀର ଦାମ୍ କୁ ଆଦୌ ବିଶ୍ବାସ କରି ପାରିବେ ନାହିଁ।ନୀତା ଅମ୍ବାନୀ ଙ୍କ ଶାଢ଼ୀର ମୂଲ୍ୟ ଏତେ ଯେ ସେଥିରେ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରାଯାଇ ପାରିବ।
ଏହି ଶାଢ଼ୀର ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି କୁହା ଯାଇଛି। ଏହି ଶାଢ଼ୀର ଦାମ୍ କୁ ଯେ କେହି ମଧ୍ଯ ଶୁଣୁଛନ୍ତି ସେ ଆଶ୍ଚର୍ୟ୍ଯ ଚକିତ ହୋଇ ଯାଉଛନ୍ତି। ଏହି ଶାଢ଼ୀର ଏଭଳି କିଛି ଜିନିଷ ମଧ୍ୟ ଖଞ୍ଜା ଯାଇଛି ଯେଉଁଥିପାଇଁ କି ଏହି ଶାଢ଼ୀର ମୂଲ୍ୟ ଏତେ ଅଧିକ ଅଟେ।
Special report
ଏହି ଶାଢୀ ପାଇଁ ନୀତା ଅମ୍ବାନୀ ମଧ୍ୟ ଏବେ ବଲିଉଡ ର ବଡ଼ ବଡ଼ ହିରୋଇନ୍ ମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଆଉ ଆମେ ଏବେ ଆପଣଙ୍କୁ ଏହି ଶାଢୀ ସମ୍ପର୍କରେ ସଂପୂର୍ଣ୍ଣ ଭାବରେ କହିବାକୁ ଯାଉଛୁ ।
ନୀତା ଅମ୍ବାନୀ ପ୍ରାୟତଃ ସମୟରେ ତାଙ୍କର ସୁନ୍ଦରତା ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଦେଖା ଯାଇଥାଏ। କାରଣ ନୀତା ଅମ୍ବାନୀ ନିଜେ ଦାମୀ ଶାଢ଼ୀ ପିନ୍ଧିବାକୁ ଖୁବ ପସନ୍ଦ କରନ୍ତି। ସେଥିପାଇଁ ତାଙ୍କର ଶାଢ଼ୀ ସର୍ବଦା ଚର୍ଚ୍ଚାରେ ମଧ୍ୟ ରହିଥାଏ।
ନୀତା ଅମ୍ବାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏକ କାର୍ଯ୍ୟକ୍ରମରେ ଦାମୀ ଶାଢ଼ୀ ପିନ୍ଧି ଥିବାର ନଜର ଆସିଥିଲେ। ଏହି ଶାଢ଼ୀର ଓଜନ ପ୍ରାୟ ୮ କିଲୋଗ୍ରାମ ହୋଇଥିବା ବେଳେ ମୋତି ଓ ରୁବୀ ଭଳି ନାମୀଦାମୀ ପଥର ମଧ୍ୟ ଖଞ୍ଜା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.