Movie prime

ମିଳିଲାନି ଆମ୍ବୁଲାନ୍ସ ଟଲିରେ ପିଲା ଜନ୍ମ କଲେ ପ୍ରସୂତି ଦେଖନ୍ତୁ ଏବେ କେମିତି ରହିଛି ସ୍ଥିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। 
ବେଳେବେଳେ କିଛି ଏଭଳି ଭିଡିଓ ମଧ୍ୟ ବାହାରକୁ ଆସେ ଯାହା ଆମକୁ ବିଭିନ୍ନ ସୂଚନା ଦେଇଥାଏ। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ମିଳୁଛି।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗ-ର୍ଭ-ବ-ତୀ ପ୍ର-ସ-ବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। 
ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲା ଦୁହୁରିଆ ଅଞ୍ଚଳର ସରାଫତ୍‌ ଖାଁଙ୍କ ସ୍ତ୍ରୀ ସଲାମୁନ ଖାତୁନ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗ-ର୍ଭ-ବ-ତୀ ପ୍ର-ସ-ବ ବେଦନା ସହି ନ ପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମଦେଇଛନ୍ତି।
Special Report
ତେବେ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହେବାପରେ ପ୍ରସୂତିଙ୍କୁ ଟ୍ରଲିରେ ଆଣି ଆସୁଥିବା ସମୟରେ ନୂଆବଜାର ରାଜରାସ୍ତାରେ ମହିଳାଙ୍କ ପ୍ର-ସୂ-ତି କରିଛନ୍ତି। ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। 
ହାଡ଼ ଭଙ୍ଗା ଶୀତକୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ କିଛି ମହିଳା ଆସି ତାଙ୍କୁ ସହାୟତା କରିଥିଲେ। ସ୍ଥାନୀୟ ମହିଳା ମାନେ ନିକଟରେ ଥିବା ଜଣେ ଆଶାକର୍ମୀଙ୍କୁ ଡ଼ାକିବା ସହିତ ଟ୍ରଲିରେ ଲୁଗାଢାଙ୍କି ମହିଳାଙ୍କ ପ୍ର-ସ-ବ କରାଇଥିଲେ।
ଶିଳ୍ପସମୃଦ୍ଧ ପାରାଦ୍ୱୀପ ଅଞ୍ଚଳରେ ମହିଳା ଜଣକ ପିଲାଜନ୍ମ କରିବାର ଏକଘଣ୍ଟା ପରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲର ଆମ୍ବୁଲାନ୍ସ ପହଞ୍ଚି ମା ଓ ପିଲାକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.