Movie prime

ଅମୀର ଙ୍କ ଝିଅ ଶେଷରେ ଏଇ ଟୋକା ପାଇଁ ହେଇଗଲା ପୁରା ପାଗଳ !କହିଲା ବାପା ୟେ ଟୋକା ମୋର ସବୁ କିଛି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବଲିଉଡ ଅଭିନେତା ଅମୀର ଖାଁ ଙ୍କୁ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର କଳାକାର।ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କୁ ବହୁତ ପସନ୍ଦ ଆସି ଥାଏ।ତାଙ୍କ ଅଭିନୀତ ଥ୍ରି ଇଡିୟଟ ଫିଲ୍ମ ଆପଣ ମାନେ ସମସ୍ତେ ଦେଖିଥିବେ।
ଏହା ଲୋକ ମାନଙ୍କୁ ଅନେକ କିଛି ଶିଖାଇ ଥାଏ।ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାନ୍ତି।ଏବେ ସେ ବହୁତ କମ୍ ଫିଲ୍ମ ରେ ଅଭିନୟ କରୁଛନ୍ତି।ହେଲେ ସେ ତାଙ୍କ ପରିବାର କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି। ଆପଣ ମାନେ ଜାଣି ଥିବେ ଯେ ସେ ଦୁଇ ଥର ବିବାହ କରିଛନ୍ତି।
Special report
ପ୍ରଥମ ପତ୍ନୀ ଙ୍କ ସହିତ ବିବାହ ବିଚ୍ଛେଦ ହେବା ପରେ ସେ ଦିତୀୟ ପତ୍ନୀ ରୀନା ଦତ୍ତ ଙ୍କୁ ବିବାହ କରିଥିଲେ।ହେଲେ ଏବେ ତାଙ୍କର ଦିତୀୟ ପତ୍ନୀ ଙ୍କ ସହିତ ମଧ୍ୟ ବିବାହ ବିଚ୍ଛେଦ ହୋଇ ସାରିଛି।ଏବେ ଶୁଣା ଯାଉଚି କି ସେ ତୃତୀୟ ବିବାହ କରିବାକୁ ଯାଉଛନ୍ତି।
ସେ ତାଙ୍କ ତୃତୀୟ ବିବାହ ଫତିମା ସନା ଶେଖ୍ ଙ୍କ ସହିତ କରିବାକୁ ଯାଇଛନ୍ତି।ସେ ତାଙ୍କୁ ବହୁତ ପ୍ରେମ କରୁଛନ୍ତି ବୋଲି ଶୁଣା ଯାଉଚି।ହେଲେ ଏହା କେତେଦୂର ସତ ତାହା ଏ ଯାଏଁ ଜଣା ପଡି ନାହିଁ।
ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୩ ତାରିଖ ରେ ତାଙ୍କ ଘରେ ଏକ ବିବାହ ଉତ୍ସବ ହେବାର ଅଛି।ତାଙ୍କ ପ୍ରଶଂସକ ମାନେ କହୁଥିଲେ କି ଅମୀର ଖାଁ ବୋଧେ ତୃତୀୟ ବିବାହ କରିବାକୁ ଯାଉଛନ୍ତି।କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ମିଛ କଥା।
Special report
ଏହି ବିବାହ ଅମୀର ଖାଁ ଙ୍କ ର ନୁହେଁ ତାଙ୍କ ଝିଅ ଇରା ଖାଁ ଙ୍କ ର ହେବାର ଅଛି।ଖୁବ୍ ଶୀଘ୍ର ସେ ତାଙ୍କ ଜିମ୍ ଟ୍ରେନର ଙ୍କୁ ବିବାହ କରିବାକୁ ଯାଉଛନ୍ତି।କିଛି ଦିନ ପୂର୍ବ ରୁ ତାଙ୍କର ନିର୍ବନ୍ଧ ଶେଷ ହୋଇ ଥିଲା।କିନ୍ତୁ ଏ ଯାଏଁ ବିବାହ ହୋଇ ନ ଥିଲା।
ସେଥିପାଇଁ ଆସନ୍ତା ମାସ ରେ ଉଭୟ ବିବାହ କରିବାକୁ ଯାଉଛନ୍ତି।ଏବେ ଶୁଣା ଯାଉଚି ଯେ ଅମୀର ଖାଁ ଏହି ବିବାହ ରେ ବହୁତ ଖୁସି ଅଛନ୍ତି।ସେ ତାଙ୍କ ଝିଅ ଙ୍କୁ ବହୁତ ଭଲ ପାଆନ୍ତି।
ଯିଏ କି ଆଉ ଅଳ୍ପ ଦିନ ମଧ୍ୟରେ ତାଙ୍କୁ ଛାଡି ଚାଲି ଯିବ।ଏବେ ଠାରୁ ତାଙ୍କ ବିବାହ ପାଇଁ ଖୁବ୍ ଜୋର୍ ସୋର୍ ରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.