Movie prime

ଅମିତାଭ ଙ୍କୁ ନେଇ ଆସିଗଲା ବହୁତ୍ ବଡ଼ ଦୁଃଖ ଖବର !!! କାନ୍ଦିଲେ ଜୟା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ଜଗତର ବାଦସାହା। ତାଙ୍କର ସମସ୍ତ ଫିଲ୍ମ୍ ମାନଙ୍କୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରନ୍ତି।
ସେ ଅନେକ ସମୟ ହେଲାଣି ମଧ୍ୟ ଅଭିନୟ କରି ଆସୁଛନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ତାଙ୍କ ସହ ଫିଲ୍ମ୍ କରିବାକୁ ଏକ ସ୍ବପ୍ନ ମଧ୍ୟ ଥାଏ। ସେ ବର୍ତ୍ତମାନ ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ ମଧ୍ଯ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
କାରଣ ତାଙ୍କର ୮୨ ବର୍ଷ ବୟସରେ ମଧ୍ୟ ସେ ଅଭିନୟ କରିବା ଛାଡ଼ି ନାହାଁନ୍ତି। ଯେଉଁ ବୟସରେ ତାଙ୍କର ବିଶ୍ରାମ ନେବା କଥା ସେହି ବୟସରେ ଅଭିନୟ କରୁଛନ୍ତି। ଏବଂ ଲୋକ ମାନଙ୍କୁ ମନୋରଞ୍ଜନ କରିବା ଏବେ ପର୍ଯ୍ୟନ୍ତ ସେ ଭୂଲି ନାହାଁନ୍ତି।
ହେଲେ ବର୍ତ୍ତମାନ୍ ଯାହା ଦୁଃଖଦ ଖବର ଆସି ପହଞ୍ଚିଛି କି ଅମିତାଭ ବଚ୍ଚନ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଆଜ୍ଞା ହଁ ଏହି ଖବର ସାମ୍ନା କୁ ଆସିବା ପରେ ତାଙ୍କ ଫ୍ୟାନ ମାନେ ଦୁଃଖିତ ହୋଇ ଯାଇଛନ୍ତି।
Special report
ଏବଂ ସେମାନେ ମଧ୍ୟ ଭଗବାନ ଙ୍କୁ ପ୍ରାର୍ଥନା କରିବାକୁ ଆରମ୍ଭ କରି ଦେଇଛନ୍ତି। ହେଲେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କି ଅମିତାଭ ବଚ୍ଚନ ଏକ ଫିଲ୍ମ ରେ ସୁଟିଂ କରିଥିବା ତାଙ୍କର ଗୋଡର ମାଂସପେଶୀ ରେ ଆଘାତ ଲାଗିଥିଲା।
ଏହା ଫଳରେ ତାଙ୍କୁ ମଧ୍ୟ ମେଡିକାଲ ରେ ଭର୍ତ୍ତି କରାଯାଇ ଥିଲା।ଏବଂ ତାଙ୍କୁ ଏବେ କିଛି ଦିନ ପାଇଁ ମଧ୍ୟ ବିଶ୍ରାମ ନେବା ପାଇଁ କୁହା ଯାଇଛି। ଏହା ଶୁଣି ତାଙ୍କ ଫ୍ୟାନ ମାନେ ନିରାଶ ହୋଇ ଯାଇଛନ୍ତି।
ତେବେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ଅମିତାଭ ବଚ୍ଚନ ଅସୁସ୍ଥ ଅଛନ୍ତି।ଏହି ଖବର ମଧ୍ୟ ଚାରି ଆଡେ଼ ପ୍ରସାରିତ ହେବାରେ ଲାଗିଛି।ତାଙ୍କର ଏବେ ଅନେକ ଗୁଡ଼ିଏ ଭିଡିଓ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆମେ ଅମିତାଭ ବଚ୍ଚନ ଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ କାମନା କରୁଛୁ। ସେ ଶୀଘ୍ର ଭଲ ହୋଇ ପୁଣି ନିଶ୍ଚିତ ଭାବରେ ଆଗଭଳି ଆମକୁ ମନୋରଞ୍ଜନ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.