Movie prime

ଅମିତାଭ ଙ୍କ ଦେହ ଖରାପ ଶୁଣି ଉଦାସ ହେଲେ ଜୟା, କଣ କରିବି ତାଙ୍କର ଯଦି କିଛି ହେଇଗଲା ତାହାଲେ ମୁ ବି ମରିଯିବି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜୟା ବଚ୍ଚନ ଏବଂ ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଦମ୍ପତି। ତାଙ୍କୁ ନେଇ ବଲିଉଡ ରେ ଖୁବ ଚର୍ଚ୍ଚା ମଧ୍ୟ କରାଯାଇ ଥାଏ।
ଏହି ଦମ୍ପତି ଙ୍କୁ ସମସ୍ତେ ଭଲ ପାଉଥିବା ମଧ୍ୟ ଦେଖା ଯାଇଥାଏ। ସେମାନେ ପୂର୍ବରୁ ଏକାଠି ଭାବରେ ଅନେକ ଗୁଡ଼ିଏ ଫିଲ୍ମ ରେ କାମ ମଧ୍ୟ କରିଛନ୍ତି। ଦର୍ଶକ ମାନେ ସେମାନଙ୍କର ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି |
Special report
ହେଲେ ଏବେ ସେମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନା କୁ ଆସିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏବେ କୁହା ଯାଉଛି କି ଜୟା ବଚ୍ଚନ ଙ୍କ ପାଇଁ ହିଁ ଅମିତାଭ ବଚ୍ଚନ ପୁଣି ଥରେ ପୁନର୍ଜନ୍ମ ଲାଭ କରିଛନ୍ତି।
ଏହି ସମ୍ପର୍କରେ ଏବେ ଆମେ ଆପଣଙ୍କୁ ସଂପୂର୍ଣ୍ଣ କଥା କହିବାକୁ ଯାଉଛୁ। କୁହା ଯାଉଛି କି ଯେତେବେଳେ ଅମିତାଭ ବଚ୍ଚନ ତାଙ୍କର ଶେଷ ନିଃଶ୍ୱାସ ନେଉଥିଲେ ସେତେବେଳେ ଜୟା ବଚ୍ଚନ ଦେବଦୂତ ଭାବରେ ଆସିଥିଲେ।
କୁହା ଯାଉଛି କି ଦୁର୍ଘଟଣା ପାଇଁ ଅମିତାଭ ବଚ୍ଚନ ଗୁରୁତର ଭାବରେ ଆହତ ହୋଇ ଯାଇଥିଲେ। ଏହାପରେ ଜୟା ବଚ୍ଚନ ଖୁବ ଦୁଃଖିତ ହୋଇ ଯାଇଥିଲେ ଆଉ ଏଭଳି କିଛି କରିଥିଲେ କି ପୁଣି ଥରେ ଅମିତାଭ ବଚ୍ଚନ ତାଙ୍କର ଜୀବନ ଫେରି ପାଇଥିଲେ।
Special report
ତେବେ ଆପଣ ମାନେ ଏହା ଜାଣିଥିବେ କି ଜୟା ବଚ୍ଚନ ଅମିତାଭ ଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି। ଆଉ ତାଙ୍କର ଭଲପାଇବା ବଞ୍ଚାଇବା ପାଇଁ ସେ କିଛି ବି କରି ପାରନ୍ତି ଏହା ପ୍ରମାଣ କରି ଦେଇଥିଲେ।
ଆଜ୍ଞା ହଁ ଜୟା ବଚ୍ଚନ,ଅମିତାଭ ବଚ୍ଚନ ଙ୍କ ପାଇଁ ଖାଲି ପାଦରେ ଚାଲି ଚାଲି ସାଇ ମନ୍ଦୀର ଯାଇଥିବା ବେଳେ ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଯାଇଥିଲେ । ସେଠାରେ ଅମିତାଭ ଙ୍କ ସ୍ବାସ୍ଥ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ ।
ଆଉ ଯେତେବେଳେ ସେଠାରୁ ସେ ଫେରି ଆସିଥିଲେ ସେତେବେଳେ ଦେଖିଥିଲେ କି ଅମିତାଭ ସୁସ୍ଥ ହୋଇ ଯାଇଛନ୍ତି। ବହୁ ବର୍ଷ ପୂର୍ବେ ଘଟି ଯାଇଥିବା ଏହି ଘଟଣା କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.