Movie prime

ଅମିତାଭ ବଚ୍ଚନ ଙ୍କ ଘରୁ ଆସିଗଲା ବହୁତ୍ ବଡ଼ ଦୁଃଖ ଖବର, ଭାତ ଖାଉ ଖାଉ ଚାଲିଗଲା ଜୀବନ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶ ହେଉଛି ଏକ କଳା ସଂସ୍କୃତି ର ଦୃଶ୍ୟ। ଆମ ଦେଶର ଲୋକ ମାନେ ମଧ୍ୟ ଆମର କଳା ଓ ସଂସ୍କୃତି କୁ ବେଶ ଭଲ ପାଇ ଥାଆନ୍ତି।
Special report
ଆଉ ଭାରତରେ ମଧ୍ୟ ଆମ ଦେଶର କଳାକାର ମାନଙ୍କ ପାଇଁ ଖୁବ୍ ଭକ ପାଇବା ରହିଛି। କଳାକାର ମାନଙ୍କୁ ମଧ୍ୟ ଆମ ଭାରତ ବାସୀ ଅନେକ ଭଲ ପାଇବା ଦେଇ ଆସିଛନ୍ତି। କଳାକାର ମାନେ ମଧ୍ୟ ବହୁ ବର୍ଷ ଧରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରି ଆସୁଛନ୍ତି।
କୁହାଯାଏ କି କଳାକାର ମାନେ ତାଙ୍କର ହୃଦୟରେ ଅନେକ ଦୁଃଖ କଷ୍ଟ କୁ ଚାପି ରଖି ଥାଆନ୍ତି ଆଉ ଲୋକ ମାନଙ୍କୁ ଭଲ ପାଇବା ବାଣ୍ଟି ଥାଆନ୍ତି। ଏବେ ସୋସିଆଲ ମିଡ଼ିଆରେ ଏକ ଖବର ଖୁବ ପ୍ରସାରିତ ହେବାରେ ଲାଗିଛି।
Special report
ଲଗାତାର କିଛି ଦିନ ହେବ କଳା ଜଗତର ଅମଳିନ ତାରକା ମାନେ ଧୀରେ ଧୀରେ ଲିଭିବାକୁ ଲାଗିଛନ୍ତି। ଆଉ ଏହା ନିଶ୍ଚିତ ଭାବରେ ଭାରତ ପାଇଁ ଏକ ଦୁଃଖଦ ଖବର ଅଟେ। ଏଭଳି ଅନେକ ଖବର ଆସୁଛି।
ଦିନ କୁ ଦିନ କଳା ଜଗତର ଅନେକ ତାରକା ମାନେ ଆମକୁ ବିଦାୟ ଜଣାଇ ଆରପାରି କୁ ଚାଲି ଯାଉଛନ୍ତି। ଏବେ ମଧ୍ୟ ସେଭଳି କିଛି ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଖବର ଏବେ ଖୁବ୍ ଭାଇରାଲ ହେଉଛି।
ଆଜ୍ଞା ହଁ ହରିୟାଣା ର ଜଣେ ପ୍ରସିଦ୍ଧ ଗାୟକ ଏବେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କର ଏଭଳି ଅକାଳ ବିୟୋଗ ରେ ସମ୍ପୁର୍ଣ୍ଣ ହରିୟାଣା ର କଳା ଜଗତ ଭାଙ୍ଗି ପଡିଛି। କାରଣ ସେ ଥିଲେ ଜଣେ ପ୍ରସିଦ୍ଧ ଗାୟକ।
Special report
ସେ ଅନେକ ସଙ୍ଗୀତ ମଧ୍ୟ ଗାନ କରିଛନ୍ତି। ସେ ଆଉ କେହି ନୁହନ୍ତି ବରଂ ସେ ହେଉଛନ୍ତି ରାଜୁ ପଞ୍ଜାବୀ। ଆଉ ସେ ଏବେ କଳା ଜଗତରୁ ବିଦାୟ ନେଇଛନ୍ତି। ସେ ଗତ କିଛି ଦିନ ହେବ ଜଣ୍ଡିସ ରୋଗରେ ପୀଡିତ ଥିଲେ ବୋଲି କୁହା ଯାଉଛି।
ସେହି କାରଣରୁ ମଧ୍ୟ ତାଙ୍କର ମୃ-ତ୍ୟୁ ହୋଇଛି। ଆଉ ଏହା ମଧ୍ଯ ସଂପୂର୍ଣ୍ଣ କଳା ଜଗତ ପାଇଁ ନିଶ୍ଚିତ ଭାବରେ ଏକ ଖୁବ ଦୁଃଖଦ ଖବର ଅଟେ। ଆମେ ଭଗବାନ ଙ୍କ ନିକଟରେ ତାଙ୍କର ଅମର ଆତ୍ମା ର ସଦଗତି କାମନା କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.