Movie prime

ଅମିତାଭ ଙ୍କ ପାଇଁ ଏବେ ବି ସିନ୍ଦୂର ପିନ୍ଧୁଛନ୍ତି ରେଖା, ସେ ବୁଢ଼ା ହେଲେ ବି ମୁ ଆଜି ଯାଏଁ ତାଙ୍କୁ ଭଲ ପାଉଛି

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ରେଖା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ।ତାଙ୍କ ଅଭିନୟ ର ଯାଦୁ ରେ ସେ ଲୋକ ମାନଙ୍କୁ ପାଗଳ କରି ଥାନ୍ତି।
Special Report
ଅମିତାଭ ବଚ୍ଚନ ଙ୍କ ସହିତ ତାଙ୍କ ପ୍ରେମ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଏହି ଅଭିନେତ୍ରୀ ଜଣକ ଅନ୍ୟ ଗୋଟିଏ କାରଣ ପାଇଁ ମଧ୍ୟ ଚର୍ଚ୍ଚା ରେ ରୁହନ୍ତି।ତାହା ହେଉଛି ତାଙ୍କ ବେଶଭୂଷା।ସେ ଦେଖିବାକୁ ବହୁତ ସୁନ୍ଦର।
ସେ ଏବେ ୭୦ ବର୍ଷ ରେ ପାଦ ଦେଲେଣି।ହେଲେ ଯେ କେହି ତାଙ୍କୁ ଦେଖିବ କହିବ କି ସେ ଏବେ ୩୦ ବର୍ଷ ର ମହିଳା ହୋଇ ଥିବେ।ତାଙ୍କ ରୁପ କୁ ଯେ କେହି ଦେଖିବ ତାଙ୍କ ପ୍ରେମ ରେ ପଡ଼ି ଯିବ।ହେଲେ ତାଙ୍କର ଏତେ ସୁନ୍ଦର ହେବାର ରହସ୍ୟ ରହିଛି।
ତାହା ହେଉଛି ସେ କୌଣସି ବଜାର ର କେମିକାଲ ଜିନିଷ ବ୍ୟବହାର କରନ୍ତି ନାହିଁ।ସବୁବେଳେ ପ୍ରାକୃତିକ ଜିନିଷ ସେ ବ୍ୟବହାର କରି ଥାଆନ୍ତି।ସେଥିପାଇଁ ତାଙ୍କୁ ଏବେ ଏତେ ବର୍ଷ ହୋଇ ମଧ୍ୟ ଜଣା ପଡୁ ନାହିଁ।
Special Report
ଏବେ ବି ଅନେକ ପ୍ରଯୋଜକ ମାନେ ତାଙ୍କୁ ଫିଲ୍ମ ରେ ହିରୋଇନ୍ କରିବାକୁ ଡାକୁଛନ୍ତି।ହେଲେ ଏହି ଅଭିନେତ୍ରୀ ଆଉ ରାଜି ହେଉ ନାହାନ୍ତି।ତାଙ୍କୁ ତାଙ୍କ ସୁନ୍ଦରତା ବିଷୟରେ ପଚରା ଯାଇଥିଲା।ସେ କହିଥିଲେ କି ମୋ ସୁନ୍ଦରତା ରହସ୍ୟ ହେଉଛି ଶୋଇବା।
ମୁ କମ୍ ଖାଏ ଓ ଅଧିକ ସମୟ ଶୁଏ।ସନ୍ଧ୍ୟା ୭ ରୁ ୮ଭିତରେ ମୁଁ ମୋର ରାତ୍ରି ଭୋଜନ ଶେଷ କରେ।ଏହା ପରେ ମୋତେ ଯାହା ଦେଲେ ମଧ୍ୟ ମୁଁ ଖାଏ ନାହିଁ।ସୁଟିଂ ରେ ଥିବା ବେଳେ ମଧ୍ୟ ମୁଁ ସେହି ପରି କରି ଥାଏ।
ମୁଁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ।ଆଜିର ଯୁବ ପିଢ଼ି ମାନେ ନିଜ ଚୁଟି ବଢ଼ାଇବା ପାଇଁ ଅନେକ ଜିନିଷ ମୁଣ୍ଡ ରେ ଲଗାଇ ଥାଆନ୍ତି।ହେଲେ ମୁଁ କୌଣସି କେମିକାଲ ଜିନିଷ ମୁଣ୍ଡ ରେ ଲଗାଇ ନାହିଁ।
ଘରେ ପ୍ରାକୃତିକ ଉପାୟ ରେ ପେଷ୍ଟ କରି ମୁଁ ମୋ ମୁଣ୍ଡରେ ଲଗାଇ ଥାଏ।ଯାହାକି ମୋ କେଶ କୁ ଏତେ ଘନ ରଖିଛି।ଆଜି ଯାଏଁ ତାଙ୍କ ମୁହଁ ରେ ମଧ୍ୟ କୌଣସି ଦାଗ ଆସି ନାହିଁ।ଏହି ବୟସ ରେ ତାଙ୍କ ସୁନ୍ଦରତା କୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚା ହୋଇଥାଏ।