Movie prime

କାହା ପାଇଁ ଐଶ୍ୱର୍ଯ୍ୟା ଙ୍କୁ ଘୃଣା କରୁଥିଲେ ଅମିତାଭ, ହେଲେ ଅଚାନକ ଏମିତି କଣ କରିଦେଲେ ସଲମାନ୍ ଯେ ପରେ ଅଭିଷେକ ବାହା ହେଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଐଶୋରର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ବଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ। ସେ ଫିଲ୍ମ୍ ରେ ଅଭିନୟ କରିବା ସମୟରେ ବୋଧ ହୁଏ ବଲିଉଡ ରେ ତାଙ୍କ ଭଳି ସୁନ୍ଦର୍ ଦେଖା ଯାଉଥିବା ଆଉ କୌଣସି ଅଭିନେତ୍ରୀ ମଧ୍ୟ ନଥିଲେ।
ସେ ତାଙ୍କ ସୁନ୍ଦରତା କୁ ନେଇ ବେଶ ଚର୍ଚ୍ଚାରେ ମଧ୍ୟ ରହୁଥିଲେ। ଆଉ ସେହି ସମୟରେ ତାଙ୍କର ବିବାହ ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ବଚ୍ଚନ ଙ୍କ ସହ ସ୍ତିର ହୋଇଥିଲା।
ଆଉ ଏହି ଖବର ସାରା ବଲିଉଡ ଜଗତରେ ଚହଳ ସୃଷ୍ଟି କରିଥିଲା। ସେ ସମୟରେ ଐଶୋରର୍ଯ୍ୟା ଖୁବ ସୁନ୍ଦର୍ ଥିଲେ ସେଥିପାଇଁ ଅମିତାଭ ବଚ୍ଚନ ଙ୍କୁ ଚାରି ଆଡୁ ଶୁଭେଚ୍ଛା ର ସୁଅ ଛୁଟି ଥିଲା।
Special report
ଆଉ ଐଶୋରର୍ଯ୍ୟା ମଧ୍ୟ ବଚ୍ଚନ ପାରିବାର ର ବୋହୂ ହେବାକୁ ଯାଉ ଥିବାରୁ ତାଙ୍କୁ ମଧ୍ୟ ଖୁବ୍ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉ ଥିଲା। ମାତ୍ର ସେହି ସମୟରେ ଐଶୋରର୍ଯ୍ୟା ଏଭଳି କିଛି କାମ କରିଥିଲେ ଯାହା ପାଇଁ ବଚ୍ଚନ ପରିବାର ତାଙ୍କ ଉପରେ ରୁଷ୍ଟ ହୋଇ ଯାଇଥିଲେ।
ଆଉ ଏଭଳି ତାଙ୍କର ଫିଲ୍ମ ପାଇଁ ହିଁ ହୋଇଥିଲା। ସେ ଏକ ଫିଲ୍ମ୍ ରେ ଅଭିନୟ ପାଇଁ ତାଙ୍କୁ ଅନେକ କଥା ଶୁଣିବାକୁ ପଡିଥିଲା। ଆଉ ସମସ୍ତେ ମଧ୍ୟ ତାଙ୍କ ଉପରେ ରାଗି ଯାଇଥିଲେ।
ସେହି ସମୟରେ ଅର୍ଥାତ ୨୦୦୬ ମସିହାରେ ଐଶୋରର୍ଯ୍ୟା ,ହ୍ରିତିକ ରୋଶନ ଙ୍କ ସହ ଏକ ଫିଲ୍ମ୍ ଧୁମ୍-2 ରେ ନଜର ଆସିଥିଲେ। ଆଉ ଏହାପରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ। କାରଣ ସେହି ଫିଲ୍ମ୍ ରେ ସେ ଏଭଳି ହିଁ ଅଭିନୟ କରିଥିଲେ।
Special report
ସେହି ଫିଲ୍ମ୍ ରେ ଐଶୋରର୍ଯ୍ୟା ,ହ୍ରିତିକ ରୋଶନ ଙ୍କ ସହ ଏଭଳି କିଛି ନିକଟତର ହୋଇ ଅଭିନୟ କରିଥିଲେ ଯାହାକୁ କି ପୂରା ପରିବାର ସହ ବସି ଦେଖି ହେବ ନାହିଁ।
ଆଉ ସେଥିପାଇଁ ମଧ୍ଯ ଐଶୋରର୍ଯ୍ୟା ଙ୍କୁ ବଚ୍ଚନ ପରିବାର ତରଫ ରୁ ଅନେକ କଥା ଶୁଣିବାକୁ ପଡିଥିଲା। ଆଉ ସେମାନେ ମଧ୍ଯ ଐଶୋରର୍ଯ୍ୟା ଙ୍କ ଅଭିନୟ ଦେଖି ବିଲକୁଲ ବି ଖୁସୀ ନଥିଲେ। ଯାହାକି ଏକ ଚର୍ଚ୍ଚାର ବିଷୟ ପାଲଟି ଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.