Movie prime

ଝିଅ ସହ ହିରୋ ଅମ୍ଳାନ ଙ୍କ ମସ୍ତି ଦେଖନ୍ତୁ କେତେ ସୁନ୍ଦର ଭାବେ ଝିଅ ସହ ହେଉଛନ୍ତି ଗେଲ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ଼ ର ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ କରି ସାରିଲେଣି। ପ୍ରାୟ ସମୟରେ ଆମର ଓଡିଆ ଲୋକ ମାନେ ମଧ୍ୟ ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଜାଣିବାକୁ ବେଶ ଇଚ୍ଛା ମଧ୍ୟ ପ୍ରକାଶ କରିଥାଆନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଅଭିନେତା ଅମ୍ଳାନ ଦାସ୍ ହେଉଛନ୍ତି ଆଗ ଧାଡ଼ି ର ଅଭିନେତା। ସେ ପ୍ରାୟ ସମୟରେ ଓଲିଉଡ଼ ଜଗତକୁ ଅନେକ ହିଟ୍ ସିନେମା ମଧ୍ୟ ଭେଟି ଦେଇଛନ୍ତି।
ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ସେ ହେଉଛନ୍ତି ସ୍ବର୍ଗତ ମିହିର ଦାସ ଙ୍କ ପୁଅ। ତାଙ୍କ ବାପା ତାଙ୍କୁ ଛାଡି ଯିବା ପରେ ତାଙ୍କ ଭାଇ ଅକ୍ଲାନ୍ତ ମଧ୍ଯ ତାଙ୍କୁ ଛାଡି ଚାଲି ଯାଇଛନ୍ତି। ଏତେ ଦୁଃଖ ପରେ ତାଙ୍କ ମନରେ ଖୁସୀ କେବଳ ତାଙ୍କ ଝିଅ ପାଇଁ।
ତାଙ୍କ ଝିଅ ପାଇଁ ଏବେ ସେ ସବୁ ଦୁଃଖ କୁ ମଧ୍ୟ ଭୁଲି ଯାଉଛନ୍ତି। ଏବଂ ପ୍ରାୟତଃ ସମୟରେ ସେ ତାଙ୍କ ଝିଅ ସହ ସମୟ ମଧ୍ୟ ବିତାଉ ଛନ୍ତି। ପ୍ରାୟ ସମୟରେ ତାଙ୍କ ସୋସିଆଲ ମିଡ଼ିଆ ରେ ,
ତାଙ୍କ ଝିଅ ସହ ଭିଡିଓ ଓ ଫଟୋ ମଧ୍ୟ ପୋଷ୍ଟ କରନ୍ତି। ଯାହାକୁ କି ଲୋକ ମାନେ ଦେଖିବା ପାଇଁ ଖୁବ୍ ପଶନ୍ଦ ମଧ୍ଯ କରନ୍ତି। ତେବେ ଆପଣ ମାନେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିଥିବେ।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଖୁସୀ ହୋଇ ଯିବେ। ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ , ଭିଡିଓ ରେ କିଭଳି ଅମ୍ଳାନ ତାଙ୍କ ଝିଅ ସହ ଖେଳୁଛନ୍ତି।
ଏବଂ ତାଙ୍କ ଝିଅ ମଧ୍ୟ ବେଶ ଖୁସୀ ହୋଇ ଯାଇ ହସିବାରେ ଲାଗିଛି। ତାଙ୍କ ଝିଅ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଦର୍ଶକ ମାନେ ମଧ୍ଯ ଏହାକୁ ଖୁବ ପଶନ୍ଦ କରିଛନ୍ତି। ତେବେ ଏହି ଭିଡିଓ ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.