Movie prime

ଲୋକ ଙ୍କ ବିପୁଳ ଡିମାଣ୍ତ ପରେ ରାଜିହେଲେ ଅନିଲ କପୁର,ଖୁବ୍ ଶୀଘ୍ର ପରଦା କୁ ଆସିବ NAYAK ପାର୍ଟ ୨

 
Ggh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଏଥର ମୁଖ୍ୟ ମନ୍ତ୍ରୀ ପଦରେ ବସିବେ ଅନିଲ କପୂର୍।ଅଭିନେତା ଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ନାୟକ -୨ ରେ ଅଭିନେତାଙ୍କୁ ମିଳିପାରେ ବଡ଼ ସୁଯୋଗ।
ନିକଟ ରେ ବଲିଉଡ ଜଗତ ରେ ସୁନ୍ଦର ପ୍ରଦର୍ଶନ କରିଛି ଆନିମଲ ଏବଂ ଫାଇଟର ଭଳି ଅନେକ ସିନେମା।ଉଭୟ ଚଳଚ୍ଚିତ୍ର ରେ ଭେଟେରାନ ଅଭିନେତା ଅନିଲ କପୁର ଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା।
Hh
ତେଣୁ ଅନିଲ କପୁର ଙ୍କ ପ୍ରଶଂସକ ଏବେ ତାଙ୍କର ପରବର୍ତ୍ତୀ ସିନେମା ଅପେକ୍ଷା କରି ରହିଛନ୍ତି।କିନ୍ତୁ ବର୍ତମାନ ଅଭିନେତା ଅନିଲ ଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି।ଖୁବ୍ ଶୀଘ୍ର ସିଏ ମୁଖ୍ୟ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା କରାଯାଉଛି। ମୁଖ୍ୟ ମନ୍ତ୍ରୀ ଆସନ ରେ ବସି ସେ ଜନତା ଙ୍କ ସେବା କରିବା ପାଇଁ ଯାଉଛନ୍ତି ବୋଲି ସିନେ ଜଗତ ରେ ଚର୍ଚା ହେବାରେ ଲାଗିଛି।
ତେବେ ପ୍ରକୃତ ଘଟଣା ହେଉଛି ଯେ ୨୩ ବର୍ଷ ପରେ ପଲିଟିକାଲ ଥ୍ରିଲର ମୁଭି ନାୟକ-୨ ର ସୁଟିଂ ପ୍ରସ୍ତୁତ ହେବାକୁ ଯାଉଛି।ନାୟକ ସିନେମା ରେ ଅଭିନେତା ଅନିଲ କପୁର ଏବଂ ଅମରେଶ ପୁରୀ ଏବଂ ରାଣୀ ମୁଖାର୍ଜୀ ଙ୍କ ଦମଦାର ଅଭିନୟ ସମସ୍ତଙ୍କ ହୃଦୟ ଜିତି ପାରିଥିଲା।
Jj
ନାୟକ ପରି ନାୟକ -୨ ସିନେମା ମଧ୍ୟ ରାଜନୀତି କୁ ଆଧାର କରି ପ୍ରସ୍ତୁତ କରାଯିବ।ଏହି ଚଳଚ୍ଚିତ୍ର ର ଦ୍ୱିତୀୟ ପାର୍ଟ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ରୁ ଯୋଜନା କରୁଥିଲେ ନିର୍ମାତା।ଏହି ସିନେମା ରେ ଅନେକ ବଡ଼ ବଡ଼ କଳାକାର ଙ୍କ ପ୍ରବେଶ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖିବା ପରେ ବହୁତ ଖୁସି ହୋଇଛନ୍ତି।କାରଣ ଅନିଲ କପୁର ଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.