Movie prime

୮୯ ବୟସ ରେ ବି ଆଜି ଯାଏଁ ଟୋକା ଭଳିଆ ଶୃଙ୍ଗ ଅଛନ୍ତି ଅନିଲ କପୁର।ଲୋକ କହିଲେ, ଭାଇ ଆଉ ନୂଆ ବାହାଘର କେବେ ??

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅନିଲ କପୁର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ନିକଟ ରେ ଆନିମଲ୍ ଫିଲ୍ମ ରେ ଅଭିନୟ କରି ଥିଲେ।ଏଥିରେ ସେ ଅଭିନେତା ରଣବୀର କପୁର ଙ୍କ ପିତା ଭୂମିକାରେ ଅଭିନୟ କରି ଥିଲେ।
Special report
ହେଲେ ସେ ଟିକେ ହେଲେ ବି ରଣବୀର କପୁର ଙ୍କ ପିତା ଭଳି ଲାଗୁ ନ ଥିଲେ।ସେଥିପାଇଁ ତାଙ୍କ ଫିଟ୍ ନେସ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ଏହା ଛଡ଼ା ସେ ଫାଇଟର ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।ଏଥିରେ ସେ ଦୀପିକା ପାଦୁକୋଣ ଙ୍କ ସହିତ ଅଭିନୟ କରି ଥିଲେ।
ତାଙ୍କ ବୟସ ଏବେ ୬୦ ବର୍ଷ ।ହେଲେ ସେ ଏବେ ମଧ୍ୟ ୪୦ ବର୍ଷ ଭଳି ଲାଗିଛନ୍ତି।ତାଙ୍କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ଚର୍ଚ୍ଚା ହୋଇ ଥାଏ।କିଭଳି ସେ ନିଜକୁ ଏଭଳି ସୁସ୍ଥ ରଖିଛନ୍ତି ବୋଲି ଅନେକ ପ୍ରଶ୍ନ କରି ଥାଆନ୍ତି।ନିକଟ ରେ ଅନିଲ କପୁର ଙ୍କ ବଡ ଝିଅ ସୋନମ୍ କପୁର ଏ ନେଇ ସମସ୍ତ ଙ୍କ ପାଖରେ ମୁହଁ ଖୋଲିଛନ୍ତି।
ସେ ତାଙ୍କ ପିତା ଅନିଲ କପୁର ଓ ତାଙ୍କ ବଡ ବାପା ଓ ଦାଦା ଙ୍କ ବିଷୟ ରେ କହିଛନ୍ତି।ଅନିଲ କପୁର ଏତେ ଫିଟ୍ ରହିବାର ର କାରଣ ହେଉଛି ସେ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ କରନ୍ତି ନାହି।
Special report
ଅନ୍ୟ ପଟେ ତାଙ୍କ ବଡ ବାପା ବୋନି କପୁର ଖାଇବାକୁ ବହୁତ ପସନ୍ଦ କରନ୍ତି।ଖାଇବା ସହିତ ସମୟେ ସମୟେ ସେ ନିଶା ଦ୍ରବ୍ୟ ସେବନ କରନ୍ତି।ଏହା ଛଡ଼ା ତାଙ୍କ ଦାଦା ସଞ୍ଜୟ କପୁର ମଧ୍ୟ ବେଳେବେଳେ ନିଶା ଦ୍ରବ୍ୟ ସେବନ କରନ୍ତି।
ଅନିଲ କପୁର ଏମିତି ଫିଟ୍ ରବିବାର ମୁଖ୍ୟ କାରଣ ହେଉଛନ୍ତି ମୋ ମା ସୁନୀତା କପୁର।ସେ ତାଙ୍କର ଖାଦ୍ୟ ର ଖୁବ୍ ଯତ୍ନ ନିଅନ୍ତି।କେଉଁ ସମୟ ରେ ବାପା କଣ ଖାଇବେ ତାହା ତାଙ୍କୁ ଜଣା ବୋଲି ସୋନମ୍ କପୁର କହିଛନ୍ତି।
ସେ ହେଉଛନ୍ତି ପ୍ରକୃତ ରେ ଜଣେ ଭାରତୀୟ ମହିଳା।ଯିଏ କି ଭାରତୀୟ ଖାଦ୍ୟ କୁ ଖୁବ୍ ପସନ୍ଦ କରନ୍ତି।ବିଦେଶୀ ଖାଇବାକୁ ସେ ଏତେ ଗୁରୁତ୍ଵ ଦିଅନ୍ତି ନାହିଁ।
ସେଥିପାଇଁ ଅନିଲ କପୁର ଙ୍କୁ ମଧ୍ୟ ସେ ସେହିଭଳି ଖାଦ୍ୟ ଖାଇବାକୁ ଦିଅନ୍ତି।ତାଙ୍କ ର ଏହି କଥା ଶୁଣି ସମସ୍ତେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ତାଙ୍କ ଘରେ ତାଙ୍କ ମା ସୁନୀତା କପୁର ଙ୍କୁ ସମସ୍ତେ ଭୟ କରନ୍ତି ବୋଲି ସେ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.