Movie prime

ସିଧା ଟାର୍ଗେଟ କରି ଧୋଇଲେ ଅନୁଭବ ମହାନ୍ତି - ମିଷ୍ଟର ରେକଡିଂ ସୁଧୁରିଯାଅ.....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଓଲିଉଡ ଜଗତରେ ହେଉଥିବା ଖବର ବା ଓଲିଉଡ ଜଗତକୁ ନେଇ ଏବଂ
Special report
ସବୁ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ଆସୁଥିବା ଖବର ଆପଣମାନେ ଜାଣି ପାରୁଥିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଓଲିଉଡ ଜଗତର ଜଣାଶୁଣା ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । 
ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଏବେ ଅନେକ ଖବର ଆସୁଛି। ଆଉ ଏବେ ତାଙ୍କୁ ନେଇ କିଛି କଥା କହିଛନ୍ତି ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ କିଛି କଥା ସେୟାର କରିଛନ୍ତି ।
Special report
ଆଉ ସେ ସେୟାର କରି ଲେଖିଛନ୍ତି, ସୁଧୁରି ଯାଅ ମିଷ୍ଟର ରେକର୍ଡିଂ । ଏଠାରେ ମିଷ୍ଟର ରେକର୍ଡିଂ ହେଉଛନ୍ତି ଅଭିନେତା ମନୋଜ ମିଶ୍ର । ଅଭିନେତା ମନୋଜ ମିଶ୍ରଙ୍କୁ ଅଭିନେତା ଅନୁଭବ ମହାନ୍ତି ମିଷ୍ଟର ରେକର୍ଡିଂ କହୁଛନ୍ତି ବୋଲି ଏବେ କଥା ଆସିଛି ।
ମାଟି ଆଉ ଆକାଶ ଛାଡ଼ି ଜୀବନ ଜିଇଁବା ଅସମ୍ଭବ । ଆଉ ଓଡ଼ିଶା ମାଟି ଛାଡ଼ି ଜୀଇଁବା ବହୁତ ଖରାପ ଅଟେ। ଏବେ ସମୟ ଅଛି ସୁଧୁରି ଯାଅ ମିଷ୍ଟର ରେକର୍ଡିଂ । ଏହି କଥା ଅନୁଭବ ମହାନ୍ତି ଲେଖିଛନ୍ତି ।
Special report
ଆଉ ଏହାସହ ମିଷ୍ଟର ରେକର୍ଡିଂ ମନୋଜ ମିଶ୍ରଙ୍କୁ ଡକା ଯାଉଛି ଯେବେ ଠାରୁ ମନୋଜ ମିଶ୍ର ତିନୋଟି ରେକର୍ଡିଂ ସେୟାର କରିଛନ୍ତି । ସେ ଶ୍ରିତା ପଟ୍ଟନାୟକ, କୁନା ତ୍ରିପାଠୀ ଏବଂ ଟୁଟୁ ନାୟକଙ୍କ ରେକର୍ଡିଂ ସେୟାର କରିଥିଲେ । ସେବେଠାରୁ ତାଙ୍କୁ ଏହା ଡକା ଯାଉଛି । 
ଗତକାଲି ରାତିରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏହି କଥା ଲେଖିଛନ୍ତି । ଆଉ ସେ ଏହି ପୋଥିରେ ସବୁ କଥା ଲେଖିଛନ୍ତି । ସେ ମନୋଜ ମିଶ୍ରଙ୍କୁ ନେଇ ଏହିସବୁ ଲେଖିଛନ୍ତି ବୋଲି ଜଣାପଡିଛି ।
ଆଉ ଅନୁଭବ ମହାନ୍ତି ଏହାସହ ଆହୁରି ଅନେକ କଥା ତାଙ୍କ ସୋସିଆଲ ମିଡ଼ିଆ ଫେସବୁକ ଆକାଉଣ୍ଟରେ ଲେଖି ସେୟାର କରିଛନ୍ତି । ଆଉ ଏହାସହ ସେ ଯାତ୍ରା ଜଗତକୁ ନେଇ ଅନେକ କଥା ଲେଖିଛନ୍ତି । ଆଉ ଏହିସବୁ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।