Movie prime

ଥରୁଟେ ମତେ ସୁଯୋଗ ଦେଲେ ଅନୁଭବ ଙ୍କ ହିରୋଇନ୍ ହେଇ ଯାଆନ୍ତି, ଏମିତି କହିଲେ ଏହି ସୁନ୍ଦରୀ ହିରୋଇନ୍

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଓଲିଉଡ ଜଗତ ର ଅବସ୍ଥା କିପରି ଅଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଅନେକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରା ଯାଉଛି।ଦର୍ଶକ ମାନେ କିନ୍ତୁ ଆଉ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ପସନ୍ଦ କରୁ ନାହାନ୍ତି।
Special report
ଦୀର୍ଘ ଦିନ ପରେ ଓଡ଼ିଆ ସିନେ ଜଗତ ରୁ ଆସିଚି ଏକ ବଡ ଖବର।ଖୁବ୍ ଶୀଘ୍ର ଆପଣ ମାନଙ୍କ ପାଇଁ ଏକ ନୂତନ ଫିଲ୍ମ ରିଲିଜ ହେବାକୁ ଯାଉଛି।ଏହି ଫିଲ୍ମ ଟି ହେଉଛି ଆଇ ଆଇ ସି ଧିରେନ୍।ଧିରେନ ଭୂମିକା ରେ ଅଭିନୟ କରିଥିବା ବ୍ୟକ୍ତି ଜଣକ ଏହି ଫିଲ୍ମ ର ପ୍ରଯୋଜକ।
ଅଭିନେତ୍ରୀ ହେଉଛନ୍ତି ଅର୍ପିତା।ସେ ଜଣେ ଭଲ ଅଭିନେତ୍ରୀ।ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ।ଯେଉଁଥିରେ ସେ ବହୁତ ଭଲ ଅଭିନୟ କରିଛନ୍ତି। ଏବଂ ଆଶା କରିଛନ୍ତି କି ଆଗକୁ ତାଙ୍କୁ ଆହୁରି ଅନେକ ଫିଲ୍ମ ପାଇଁ ଅଫର୍ ମିଳିବ।ଏହି ଫିଲ୍ମ ରେ ପ୍ରଥମ ରୁ ଆପଣ ଦେଖିବେ ତାଙ୍କୁ ଏକ ସାଧାରଣ ଝିଅ ଭୂମିକାରେ।
ଏହା ପରେ ସେ ଜଣେ ସମାଜସେବୀ ହେବେ।ଓ ଶେଷ ରେ ନିଜର କଠିନ ପରିଶ୍ରମ ବଳ ରେ ସେ ପୋଲିସ ବିଭାଗ ରେ ଜଏନ କରିବେ।ଆପଣ ମାନେ ଏ ଫିଲ୍ମ କୁ ଦେଖିଲେ ନିଶ୍ଚୟ ଆପଣ ମାନଙ୍କୁ ଭଲ ଲାଗିବ।ଯାହାକି ସମସ୍ତ ଙ୍କ ଆଶା।
Special report
ଏହି ଫିଲ୍ମ ର ଅଭିନେତ୍ରୀ ଅର୍ପିତା ପ୍ରତିଦିନ ଟିଭି ରେ ଏକ ସାକ୍ଷାତକାର ଦେଇଥିଲେ।ସେ କହିଥିଲେ କି ଥରେ ଆପଣ ମାନେ ଏ ଫିଲ୍ମ କୁ ଦେଖିବାକୁ ଯାଆନ୍ତୁ।ଭଲ ଲାଗୁ କି ନ ଲାଗୁ ଥରେ କୁହନ୍ତୁ।ଏହା ପରେ ତାଙ୍କୁ ତାଙ୍କ ପରିବାର ବିଷୟ ରେ ପଚରା ଯାଇଥିଲା।
ସେ କିପରି ଓଲିଉଡ ରେ ପ୍ରବେଶ କଲେ ସେ ବିଷୟ ରେ ମଧ୍ୟ ପଚରା ଯାଉଥିଲା।ଅର୍ପିତା କହିଥିଲେ କି ତାଙ୍କ ପରିବାର ରେ ତାଙ୍କ ବାପା ମା ତାଙ୍କୁ ବହୁତ ସପୋର୍ଟ କରନ୍ତି।ସେ କେବଳ ତାଙ୍କ ବାପା ମା ଙ୍କ ପାଇଁ ଆଜି ଏହି ସ୍ଥାନ ରେ ପହଂଚିଛନ୍ତି।ତାଙ୍କ ବାପା ସବୁବେଳେ ଚାହୁଁ ଥିଲେ କି ତାଙ୍କ ଝିଅ ବଡ ହୋଇ ଜଣେ ହିରୋଇନ୍ ହେଉ।
ଯାହାକି ଆଜି ସତ ହୋଇଛି।ତାଙ୍କ ମାମୁ ଙ୍କ ପାଇଁ ସେ ଆଜି ଏହି ଫିଲ୍ମରେ ଅଭିନୟ କରୁଛନ୍ତି।ସେ ମାମୁ ଆଜି ଆଉ ଦୁନିଆ ରେ ନାହାନ୍ତି।ତାଙ୍କରି କହିବା ଅନୁଯାୟୀ ମୁ ପ୍ରଥମେ ଅଡିସନ୍ ଦେଲି।
ଏହାର ପାଞ୍ଚ ଦିନ ପରେ ମୋତେ କଲ୍ କରି କୁହା ଗଲା ଯେ ତମେ ସିଲେକ୍ଟ ହୋଇଛ।ଏହା ପରେ ଆଉ ଏକ ଅଡିସନ୍ କରା ଗଲା।ସେଥିରେ ମଧ୍ୟ ମୁ ସିଲେକ୍ଟ ହେଲି।ଏହା ପରେ ମୁଁ ଏହି ଫିଲ୍ମ ରେ ହିରୋଇନ୍ ହେଲି।ଆଗକୁ ଆହୁରି ଭଲ ଭଲ ଫିଲ୍ମ କରିବି ବୋଲି ସେ କହିଛନ୍ତି।