Movie prime

ଅନୁଭବ ଙ୍କୁ ଶାନ୍ତ୍ବନା ଦେଲେ ବୈଜୟନ୍ତ ପଣ୍ତା..ମୁଁ ତୁମ ସହ ଅଛି, ମନ ଦୁଃଖ କରନି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସବୁ ରାଗ ଋଷା ଭୂଲି ଅନୁଭବ ମହାନ୍ତି ଙ୍କ ଘରେ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଲେ କି ମୁଁ ଅଛି ଅନୁଭବ ବ୍ୟସ୍ତ ହୁଅନି।
Special report
ଅନୁଭବ ଙ୍କ ଘରକୁ ବୈଜୟନ୍ତ ଆସିବା ପରେ ଏହି ସମ୍ପର୍କରେ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେଥିପାଇଁ କୁହା ଯାଉଛି କି ଅନୁଭବ ଙ୍କ ଦୁଃଖରେ ଦୁଃଖୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ସେ ଅନୁଭବ ଙ୍କ ସହ କଥା ହୋଇଛନ୍ତି ବୋଲି କୁହା ଯାଉଛି।
ଆଜ୍ଞା ହଁ ସେ ଅନୁଭବ ଙ୍କ ସହ ଫୋନ କରି କଥା ହୋଇଛନ୍ତି। ବୈଜୟନ୍ତ ପଣ୍ଡା କହିଥିଲେ କି ସେ ଅଛନ୍ତି ସେଥିପାଇଁ ଅନୁଭବ ମହାନ୍ତି ଙ୍କୁ ବ୍ୟସ୍ତ ହେବା ପାଇଁ ମନା କଲେ।
ଆପଣ ମାନେ ଜାଣିଥିବେ କି ଗତ କିଛିଦିନ ତଳେ ଅନୁଭବ ମହାନ୍ତି ଙ୍କ ବାପା ଅଭୟ ମହାନ୍ତି ଙ୍କ ପରଲୋକ ଘଟିଥିଲା।୭୪ ବର୍ଷୀୟ ବୟସରେ କଟକ ନନ୍ଦୀସାହି ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ହୋଇ ଯାଇଛି ବୋଲି ସୁଚନା ମିଳିଥିଲା।
Special report
ବାପା ଙ୍କ ବିୟୋଗ ପରେ ପରେ ଏବେ ଅନୁଭବ ମହାନ୍ତି ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିବା କଥା କୁହା ଯାଉଛି। ଏହା ସମସ୍ତଙ୍କ ଆଖିରେ ଏବେ ଲୁହ ଭରି ଦେଇଛି।
ଅନୁଭବ ମହାନ୍ତି ଏବେ କାନ୍ଦି କାନ୍ଦି ତାଙ୍କର ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ମଧ୍ୟ କରିଛନ୍ତି। ଶେଷ ଥର ପାଇଁ ତାଙ୍କର ବାପାଙ୍କୁ ଦେଖି ଖୁବ୍ କାନ୍ଦୁଥିଲେ ଅନୁଭବ ମହାନ୍ତି। ନିଜର ଆଖିର ଲୁହକୁ ପୋଛି ସେ ମୁଖାଗ୍ନି ଦେଇଥିଲେ। ହେଲେ ସବୁଠାରୁ ବଡ଼ କଥା ହେଉଛି କି,
ବିଜେପି ନେତା ବୈଜୟନ୍ତ ପଣ୍ଡା ଟୁଇଟ୍ କରି ଅନୁଭବ ମହାନ୍ତି ଓ ତାଙ୍କର ପରିବାର ଲୋକଙ୍କୁ ସମବେଦନା ଜଣାଇ ଥିଲେ। ସେ ଲେଖିଥିଲେ କି ଭଗବାନ ଆପଣଙ୍କ ପରିବାର କୁ ଦୁଃଖର ସହ ଲଢେ଼ଇ କରିବା ପାଇଁ ସାହାସ ଦିଅନ୍ତୁ।
ଶୋକ ସନ୍ତପ ପରିବାର ଲୋକଙ୍କୁ ସହାୟ ହେବା ପାଇଁ ସେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.