Movie prime

ଅନୁଭବ ଆଉ ଟୁଟୁ ନାୟକ ଙ୍କୁ ହେଲା ଜୋରଦାର ଚପଲ ମାଡ : ନିଜ କଲା କର୍ମ ର ଫଳ ଭୋଗିଲେ କି ଟୁଟୁ

 
Special report
ନମସ୍କାର ପାଠକ ବନ୍ଧୁ।ଓଡ଼ିଆ ସିନେ ଜଗତ ରେ ବିବାଦ ଥମିବାର ନାମ ନେଉ ନାହିଁ।କେତେବେଳେ ଅନୁଭବ ମହାନ୍ତି ଙ୍କୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନ୍ୟ କେତେବେଳେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଙ୍କୁ ନେଇ ବିବାଦ ଲାଗି ରହୁଚି।
Special report
ଏବେ ଏହାକୁ ନେଇ ଆପଣ ମାନେ ପ୍ରତିଦିନ ଖବର କାଗଜ ରେ ଦେଖିଥିବେ।ପଶ୍ଚିମ ଓଡ଼ିଶା ରେ ଅନୁଭବ ମହାନ୍ତି ଓ ଟୁଟୁ ନାୟକ ଙ୍କୁ ଖୁବ୍ ବିରୋଧ କରା ଯାଇଛି।ତାଙ୍କ ଫଟୋ ରେ ନିଆଁ ଲଗାଇ ପୋଡି ଦିଆ ଯାଇଛି।ଓ ତାଙ୍କୁ ଚପଲ ର ହାର ପିନ୍ଧା ଯାଇଚି।
ସୂଚନା ଅନୁସାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ନିଜ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡ ପତ୍ର ଦେବାରେ ସେ ପୁରା ଲାଗି ପଡିଛନ୍ତି।
ଲୋକ ଙ୍କ ଭଲ ମନ୍ଦ ରେ ସେ ଆଉ ଗୁରୁତ୍ଵ ଦେଉ ନାହାନ୍ତି।ଯାହାକୁ ନେଇ ଲୋକ ମାନେ ବହୁତ ରାଗୀ ଯାଇଛନ୍ତି।ତାଙ୍କୁ ତାଙ୍କ ପଦ ରୁ ବାହାର କରିବା ପାଇଁ ଦାବି କରିଛନ୍ତି।ତାଙ୍କ ଫଟୋ ରେ ଚପଲ ହାର ଚଢାଇବା ସହିତ ତାଙ୍କ ଫଟୋ କୁ ରାସ୍ତା ମଝିରେ ପୋଡ଼ି ଦେଇଥିଲେ।
Special report
ଅନ୍ୟ ପଟେ ଟୁଟୁ ନାୟକ ଏବେ ଜେଲ ରେ ଅଛନ୍ତି।ଜଣେ ମହିଳା ସାମ୍ବାଦିକ ଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ଟୁଟୁ ନାୟକ।ତାଙ୍କ ହାତ ଧରିବା ପିଠି ରେ ହାତ ମାରିବା ଭଳି ଜଘନ୍ୟ ଅପରାଧ ଘଟାଇ ଛନ୍ତି ସେ।
ତାଙ୍କୁ ଗତ କାଲି ପୋଲିସ ଗିରଫ କରି ଜେଲ ରେ ଭର୍ତି କରି ଦେଇଛନ୍ତି।ଏହା ପୂର୍ବ ରୁ ମନୋଜ ମିଶ୍ର ଓ ତାଙ୍କ ଲଢେଇ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଇଥିଲା।ସେ ମନୋଜ ମିଶ୍ର ଙ୍କୁ ବ୍ୟାନ କରିଥିଲେ।
ଯାହା ଫଳ ରେ ପଶ୍ଚିମ ଓଡ଼ିଶା ର ଗୋଟିଏ ସଂଗଠନ ଏହାକୁ ଖୁବ୍ ବିରୋଧ କରିଛି।ସେମାନେ ରାସ୍ତା ମଝିରେ ଟୁଟୁ ନାୟକ ଓ ଅନୁଭବ ମହାନ୍ତି ଙ୍କ ଫଟୋ କୁ ଜଳାଇ ଥିଲେ।ଓ ତାଙ୍କ ଫଟୋ ରେ ଚପଲ ର ମାଳ ଚଢାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.