Movie prime

ଶେଷ ରେ ବୁଢ଼ା ବୟସ ଇ ଅନୁଷ୍କା ସହ ଜେଲ୍ ରେ ପଡ଼ିବେ ଅମିତାଭ!! କିନ୍ତୁ ଏମିତି କଣ ଭୁଲ୍ କଲେ ସେ ଦୁଇଜଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବଲିଉଡ ର ଦୁଇ ଜଣ ଚର୍ଚ୍ଚିତ ଚେହେରା ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ସେ ଦୁଇ ଜଣ ହେଉଛନ୍ତି ଅମିତାଭ ବଚ୍ଚନ ଓ ଅନୁଷ୍କା ଶର୍ମା। ଉଭୟ ହେଉଛନ୍ତି ଆଗ ଧାଡ଼ି ର କଳାକାର।
ଅଭିନୟ ରେ ସେମାନେ ବେଶ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି। ସାରା ଭାରତରେ ମଧ୍ୟ ସେ ବେଶ ଭଲ ଭାବରେ ପରିଚିତ ଅଟନ୍ତି। ଆଉ ଆପଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ନାମରେ ପୂର୍ବରୁ
କୌଣସି ପ୍ରକାରର ବିବାଦ ଶୁଣି ବାକୁ ପାଇ ନଥିବେ। ହେଲେ ଏବେ ଦୁହେଁ ଖୁବ ଚର୍ଚ୍ଚା ଅଛନ୍ତି। ଏବେ ବଲିଉଡ ର ଏହି ଚର୍ଚ୍ଚିତ ଚେହେରା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ। ଦିନକୁ ଦିନ ଏମାନଙ୍କୁ ନେଇ ବିବାଦ ମଧ୍ୟ ତେଜିବାରେ ଲାଗିଛି।
Special report
ଉଭୟ ଏହି କିଛି ଦିନ ତଳେ ବାଇକ୍ ରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ଖୁବ ଚର୍ଚ୍ଚା ମଧ୍ଯ ହୋଇଥିଲା। ହେଲେ ଉଭୟ ବାଇକ୍ ରେ ବସିଥିବା ବେଳେ ଟ୍ରାଫିକ ନିୟମ ଉଲଙ୍ଘନ ର ଅଭିଯୋଗ ହୋଇଛି।
ବାଇକ୍ ପଛରେ ବିନା ହେଲମେଟ ରେ ଅମିତାଭ ବଚ୍ଚନ ବସିଥିବା ବେଳେ ଅନୁଷ୍କା ଶର୍ମା ମଧ୍ୟ ସେଭଳି ଭାବରେ ବିନା ହେଲମେଟ ରେ ହିଁ ବସିଛନ୍ତି। ଏବେ ଏହା କୁହା ଯାଉଛି କି ଉଭୟ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି।
Special Report
ଏବଂ ଉଭୟ ଟ୍ରାଫିକ ନିୟମ ଭାଙ୍ଗି ଏବେ ବିବାଦରେ ଫସି ଯାଇଛନ୍ତି। ଏନେଇ ଅମିତାଭ ବଚ୍ଚନ ଟୁଇଟ୍ କରିଛନ୍ତି କି ସେ ମୁମ୍ବାଇ ରେ ଟ୍ରାଫିକ ରେ ଫଶିବା ପରେ ତାଙ୍କର ଏକ ଫ୍ୟାନ ଙ୍କ ବାଇକ୍ ରେ ଲିଫ୍ଟ ମାଗି ସୁଟିଂ ସେଟ୍ ରେ ଯାଇ ପହଞ୍ଚି ଥିଲେ।
ତେବେ ଅନୁଷ୍କା ଶର୍ମା ମଧ୍ଯ ବାଇକ୍ ପଛରେ ବସି ନିଜର ଡବିଂ ଷ୍ଟୁଡିଓ କୁ ଯାଉ ଥିବାର ଭିଡିଓ ବର୍ତ୍ତମାନ୍ ସମୟରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ପଛରେ ବସିଥିବା ଷ୍ଟାର ଙ୍କ ସହ ବାଇକ୍ ଚଳାଉଥିବା ଚାଳକ ଙ୍କ ମୁଣ୍ଡରେ ମଧ୍ଯ ହେଲମେଟ ନଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ମଧ୍ଯ ଖୁବ ଜୋର୍ ଧରିଥିବାର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.