Movie prime

ବୁଢ଼ା ବୟସ ରେ ନିଜଠୁ ୨୦ ବର୍ଷ ସାନ ଝିଅ ପ୍ରେମ ରେ ପଡ଼ିଥିଲେ ଧର୍ମେନ୍ଦ୍ର ! ସେତିକିବେଳେ ଏମିତି କିଛି କରିଥିଲେ ହେମା ମାଳିନୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଧର୍ମେଦ୍ର ହେଉଛନ୍ତି ଜଣେ ଆଗ ଧାଡି ର ଅଭିନେତା। ସେହି ସମୟରେ ତାଙ୍କର ତୁଳନାରେ ଅନ୍ୟ କୌଣସି ଅଭିନେତା ନଥିଲେ।
ସେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କ ମନ କିଣି ନେଇଥିଲେ। ସେହି ସମୟରେ ସେ ଏତେ ପ୍ରସିଦ୍ଧି ଲାଭ କରିଥିଲେ କି ଅନ୍ୟ ଝିଅ ମାନେ ତାଙ୍କ ପଛରେ ପାଗଳ ଥିଲେ। ମାତ୍ର ଅଭିନେତ୍ରୀ ହେମାମାଳିନୀ ଙ୍କୁ ସେ ପ୍ରେମ କରୁଥିଲେ।
ଯାହା ଦ୍ୱାରା କି ସେ ହେମାମାଳିନୀ ଙ୍କୁ ତାଙ୍କର ଜୀବନସାଥୀ ଭାବରେ ବାଛି ନେଇଥିଲେ। ଏହା ପୂର୍ବରୁ ଧର୍ମେନ୍ଦ୍ର ପୂର୍ବରୁ ଅନ୍ୟ ଜଣକୁ ବିବାହ କରିଥିଲେ ହେଲେ ସେ ହେମାମାଳିନୀ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।
Special report
ସର୍ବଦା ସୋସିଆଲ ମିଡ଼ିଆ ରେ ଧର୍ମେନ୍ଦ୍ର ଚର୍ଚ୍ଚାରେ ରହି ଥାଆନ୍ତି। ତାଙ୍କ ଫିଲ୍ମ୍ ପାଇଁ ସଦା ସର୍ବଦା ସେ ଚର୍ଚ୍ଚାରେ ଥାଆନ୍ତି। ମାତ୍ର ଏବେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କାରଣ ବର୍ତ୍ତମାନ୍ ଏହି ଖବର ଶୁଣିବାକୁ ମିଳିଛି କି ଧର୍ମେନ୍ଦ୍ର ତୃତୀୟ ବିବାହ କରିବାକୁ ଚାହୁଁ ଥିଲେ।
ଏହି କଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ଯ ଏହା ସତ୍ୟ। ସେ ସୁଟିଂ ସେଟ୍ ରେ ତାଙ୍କ ସହ ଅଭିନୟ କରୁଥିବା ଅଭିନେତ୍ରୀ ଅନିତା ରାଜ୍ ଙ୍କ ପ୍ରେମରେ ପଡି ଯାଇଥିଲେ। ସେ ତାଙ୍କୁ ତୃତୀୟ ବିବାହ ମଧ୍ଯ କରିବାକୁ ଚାହୁଁ ଥିଲେ।
Special Report
ହେଲେ ହେମାମାଳିନୀ ଯେତେବେଳେ ଏକଥା ଜାଣିବାକୁ ପାଇଥିଲେ ସେତେବେଳେ ସେ ଖୁବ ରାଗି ଯାଇଥିଲେ। ଏବଂ ଏଥି ସହ ସେ ଧର୍ମେନ୍ଦ୍ର ଙ୍କୁ ଅନିତା ରାଜ୍ ଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ।
ଯାହା ଫଳରେ କି ଧର୍ମେନ୍ଦ୍ର , ହେମାମାଳିନୀ ଙ୍କ ଚେତାବନୀ କୁ ମାନିଥିଲେ ଓ ସେ ଅନିତା ରାଜ୍ ଙ୍କ ଠାରୁ ସଦା ସର୍ବଦା ଦୂରେଇ ଯାଇଥିଲେ। ଆଉ ଏବେ ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ର ଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ଏହି କଥା ଖୁବ ଭାଇରାଲ୍ ହେବାରେ ଲାଗିଛି।
Special report
ଲୋକମାନେ ମଧ୍ୟ ଏହି କଥା ପ୍ରତି ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ତେବେ ଆପଣ ଏହି ସମ୍ପର୍କ ରେ ଜାଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.