Movie prime

ଦୁଇଟା ପିଲା ର ମା ହୋଇ ମଧ୍ୟ ରଖୁଥିଲା ଅନ୍ୟ ଯୁବକ ସହ ସଂପର୍କ, ରାତି ଅଧ୍ ରେ ଗାଆଁ ଲୋକେ ଦେଖି ମାଡି ବସିଲେ ଆଉ ତା ପରେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗୋଟେ ମା ହିଁ ନିଜ ପିଲା ମାନଙ୍କୁ ସବୁବେଳେ ଭଲ କଥା ଶିଖାଇ ଥାଏ।ଯେତେବେଳେ ମା ନିଜେ ହିଁ ଖରାପ କାମ କରିଥାଏ।ତେବେ ପିଲା ମାନେ ତାଙ୍କ ଠାରୁ କଣ ଶିଖିବେ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ଆଦିବାସୀ ପଡ଼ା ଠାରେ।
Special report
ଏଠାରେ ଜଣେ ମହିଳା ବିବାହିତ ହୋଇ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖିଥିଲେ।ନିଜ ଛୋଟ ଛୋଟ ପିଲା ଙ୍କ ସାମ୍ନା ରେ ନିଜ ପ୍ରେମିକ ସହିତ ଶାରିରୀକ ସମ୍ପର୍କ ରଖିଥିଲେ।ସବୁଦିନ ରାତିରେ ପିଲା ମାନେ ଏସବୁ ଦେଖି ଆଖି ବନ୍ଦ କରି ରହି ଯାଉଥିଲେ।ଯାହାକୁ ଆପଣ ମାନେ ଶୁଣିଲେ ଲାଜ ରେ ମୁଣ୍ଡ ନାଇଁ ଯିବ।
ସୂଚନା ଅନୁସାରେ ପାର୍ବତୀ ନାମକ ମହିଳା ଙ୍କ ସ୍ଵାମୀ ବାହାରେ ରହି କାମ କରନ୍ତି।ଘରକୁ ସବୁବେଳେ ପଇସା ପଠାନ୍ତି।ଗାଁ ରେ ପାର୍ବତୀ ନିଜ ଦୁଇ ପିଲା ଙ୍କ ସହିତ ରହୁଥିଲେ।ହେଲେ ପ୍ରତିଦିନ ରାତିରେ ନିଜ ପ୍ରେମିକ କୁ ଘରକୁ ଡ଼କାଇଥିଲେ।
Special report
ଓ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ।ତାଙ୍କ ପିଲା ମାନେ ସେସବୁ ଦେଖିଛନ୍ତି।ପ୍ରଥମେ ପ୍ରଥମେ ସେମାନେ କିଛି ବୁଝି ପାରୁ ନ ଥିଲେ।ଧୀରେ ଧୀରେ ବୁଝିବା ପାଇଁ ଚେଷ୍ଟା କଲେ।ସବୁଦିନ ରାତିରେ ତାଙ୍କ ପ୍ରେମିକ ମନୋଜ ବାରି ପଟ କବାଟ ଖୋଲି ଘର ଭିତରେ ପ୍ରବେଶ କରେ।
ଏହା ପରେ ଦୁଇ ଜଣ ଯାକ ଉଲଗ୍ନ ହୋଇ ଶାରିରୀକ ସମ୍ପର୍କ ରଖନ୍ତି।ଗାଁ ଲୋକ ମାନେ ଏହାକୁ ସବୁଦିନ ଦେଖନ୍ତି।ଘଟଣା ଦିନ ରାତିରେ ଗାଆଁ ର ମହିଳା ମାନେ ଆସି କବାଟ ବାଡେଇଲେ।ପାର୍ବତୀ ଙ୍କ ପୁଅ କବାଟ ଖୋଲି ଦେବାରୁ ସେମାନେ ଯାହା ଦେଖିଲେ ବିଶ୍ୱାସ କରି ପାରିଲେ ନାହିଁ।
Special report
ସାଙ୍ଗେ ସାଙ୍ଗେ ପାର୍ବତୀ ଓ ତାଙ୍କ ପ୍ରେମିକ ଙ୍କୁ ଗାଁ ଲୋକ ମାନେ ଏକ ଦଉଡ଼ି ରେ ବାନ୍ଧି ପକାଇଲେ।ଏହା ପରେ ତାଙ୍କୁ ମାରିବାକୁ ଆରମ୍ଭ କଲେ।ସକାଳ ହେବା ପରେ ସେମାନେ ପୋଲିସ ଖବର ଦେଇଥିଲେ।ପୋଲିସ ଆସି ଘଟଣା ର ତଦନ୍ତ କରିଥିଲା।
ଏହାକୁ ନେଇ ଗ୍ରାମ ବାସି ମାନେ କହୁଛନ୍ତି କି ଉଭୟ ଙ୍କୁ ବିବାହ କରି ଦିଆ ଯାଉ।କିନ୍ତୁ ସେମାନେ ସେ ଗାଁ ରେ ରହିବେ ନାହିଁ।ତାଙ୍କ ପିଲା ମାନେ କଣ ଶିଖିବେ।
ଏଭଳି କାମ ପାର୍ବତୀ କିଭଳି କରି ପାରିଲେ।ନିଜ ସ୍ଵାମୀ ଓ ପିଲା ମାନେ ଥାଉ ଥାଉ ତାଙ୍କୁ ଟିକେ ଲାକ ମଧ୍ୟ ଲାଗିଲା ନାହିଁ।ଏଭଳି ସ୍ତ୍ରୀ ଲୋକ ମରିଯିବା ଭଲ ବୋଲି ଗାଁ ଲୋକ ମାନେ କହିଛନ୍ତି।

Around The Web