Movie prime

ଆପଣ ଯାହା କଥା ଭାବୁଛନ୍ତି ସେ ମଧ୍ୟ ଆପଣଙ୍କ କଥା ଭାବୁଛନ୍ତି କି ନାହିଁ ଜାଣନ୍ତୁ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନର କିଛି ନିରାଟ ସତ୍ୟ କଥା କହିବାକୁ ଯାଉଛୁ ଯାହାକୁ କି ଆପଣ ଜୀବନରେ ଜାଣି ରଖିବା ନିହାତି ଉଚିତ ଅଟେ। ସେଗୁଡିକ ହେଉଛି,
ସତ କହି କାହା ହୃଦୟ ଭାଙ୍ଗିଦିଅ ଚଳିବ ମାତ୍ର ମିଛ କହି କାହାର ବିଶ୍ବାସ ଭାଙ୍ଗ ନାହିଁ। ସମ୍ପର୍କ ପାଇଁ ସମୟ ବାହାର କର ନଚେତ୍ ସମୟ ସମ୍ପର୍କ କୁ ବାହାର କରି ଦେବ।
ଏମିତି କାହାକୁ ବି ବିଶ୍ବାସ କରନ୍ତୁ ନାହିଁ, ନଚେତ୍ ବିଶ୍ବାସ ଭାଙ୍ଗିଲେ ଆପଣ ମଧ୍ୟ ଭାଙ୍ଗି ଯିବେ।
କେହି ଯଦି ଆଗରୁ ଭଲ କଥା ହେଉଥିଲା ଆଉ ଏବେ ignore କରୁଛି ତେବେ ବୁଝି ଯାଅ କି ତାଙ୍କର ସ୍ବାର୍ଥ ସରିଗଲା।ଆଜିକାଲି ଲୋକ ସମ୍ପର୍କ କୁ ନୁହେଁ ବରଂ ସ୍ବାର୍ଥ କୁ ଭଲ ପାଆନ୍ତି।
ସମୟ ଓ ସମ୍ପର୍କ ସମସ୍ତଙ୍କୁ ମାଗଣା ରେ ମିଳି ଯାଇଥାଏ ମାତ୍ର ଏହାର ପ୍ରକୃତ ମୂଲ୍ୟ ସେତେବେଳେ ବୁଝା ପଡେ ଯେବେ ଇଏ ପାଖରେ ନଥାଏ।
ପ୍ରେମ ଓ ମଦ ଦୁହିଁଙ୍କର ନିଶା ରହିଛି। ମାତ୍ର ଫରକ୍ ଖାଲି ଏତିକି ମଦ ନିଶାରେ ଶୁଆଇ ଦିଏ, ଆଉ ପ୍ରେମ ଲୁହରେ ଭିଜେଇ ଦିଏ।
କିଛି ପ୍ରେମ ଠିକ୍ ମଣିଷ ସହ ଭୁଲ୍ ସମୟରେ ,ଭୁଲ ବୟସରେ ଆଉ ଭୁଲ ସ୍ଥାନରେ ହୋଇ ଯାଇଥାଏ। ଯାହାକୁ ନପାଇବା ର କଷ୍ଟ ସାରା ଜୀବନ ପର୍ଯ୍ୟନ୍ତ ହୋଇ ଥାଏ।
କାହିଁକି ପ୍ରେମ କରନ୍ତି ଯେତେବେଳେ କି ପ୍ରେମ କୁ ସମ୍ଭାଳିବାର ତାକତ ହିଁ ନଥାଏ। ତୁଲେଇବାର ଜିଦ୍ ଯଦି ଉଭୟଙ୍କ ପାଖରେ ଥାଏ ତେବେ କୌଣସି ବି ସମ୍ପର୍କ ସହଜରେ ଭଙ୍ଗେନି।
ଲୋକ କୁହନ୍ତି କି ସମ୍ପର୍କ ରେ sorry ଓ thanks କୁହା ଯାଏ ନାହିଁ ହେଲେ ଏହି sorry ଆଉ thanks ପାଇଁ ଅନେକ ସମ୍ପର୍କ ବଞ୍ଚିକି ଅଛି।
ଆପଣ ସାମ୍ନା ଲୋକଙ୍କ ପାଇଁ ସେତିକି ଭଲ ହୁଅନ୍ତୁ ଯେତିକି ସାମ୍ନା ଲୋକ ଆପଣଙ୍କ ପାଇଁ ଭଲ। ଆଉ ସେତିକି ଖରାପ୍ ହୁଅନ୍ତୁ ଯେତିକି ସାମ୍ନା ଲୋକ ଆପଣଙ୍କ ପାଇଁ ଖରାପ୍।
ଏହି ଦୁଇଟି ସଙ୍କେତ ରୁ ଜାଣନ୍ତୁ ଆପଣ ଯାହା କଥା ଭାବୁଛନ୍ତି ସେ ମଧ୍ୟ ଆପଣଙ୍କ କଥା ଭାବୁଛି। ପ୍ରଥମ ଟି ଏହା କି ତୁମେ କୌଣସି କାମରେ ବ୍ୟସ୍ତ ଥିଲେ ମଧ୍ୟ ତାଙ୍କ କଥା ହଠାତ୍ ମନେ ପଡ଼ିଯିବ।
ଦ୍ଵିତୀୟ ଟି ଏହା କି ତୁମେ ନଚାହୁଁ ଥିଲେ ମଧ୍ୟ ତାଙ୍କ ନାଁ କୌଣସି ନା କୌଣସି ମାଧ୍ୟମରେ ତୁମ ସାମ୍ନା କୁ ଆସିଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.