Movie prime

ଆପଣଙ୍କ ହୃଦୟରେ ହାତ ରଖି ବାଛନ୍ତୁ ଗୋଟିଏ ହୃଦୟ ଆଉ ଜାଣନ୍ତୁ ଆପଣଙ୍କୁ ସବୁଠାରୁ ବେଶୀ କିଏ ଭଲ ପାଉଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଛନ୍ତୁ ଏଥିମଧ୍ୟରୁ କୌଣସି ଗୋଟିଏ ହାର୍ଟ। ଏବଂ ଜାଣନ୍ତୁ ଆପଣଙ୍କୁ କିଏ ବେଶୀ ମନେ ପକାଉଛନ୍ତି। ଏହି ବିଷୟଟି ଆପଣଙ୍କର ନିଶ୍ଚିତ ଭାବରେ କାମରେ ଆସିବ।
ଏହି ବିଷୟରେ ଆମେ ଆପଣଙ୍କୁ ନିଜ ଭବିଷ୍ୟତ ସହିତ ଜଡ଼ିତ ଆଉ ତାହା ସହିତ କିଏ ଆପଣଙ୍କୁ ମିସ କରୁଛନ୍ତି ଆପଣ କେଉଁ ବିଷୟ ଚିନ୍ତାରେ ଅଛନ୍ତି ସବୁ କିଛି ଆମେ ଜାଣିପାରିବା। 
Special Report
ଆପଣ ଯଦି ୧ ନମ୍ବର ହାର୍ଟଟିକୁ ବାଛିଛନ୍ତି ତ ଜାଣନ୍ତୁ ଏଥର ଆପଣଙ୍କ ର୍ଦୁଦିନ ସାରିଗଲା। ଜୀବନରେ ନୂତନ ସୂର୍ଯ୍ୟର ଆଲୋକ ପଡ଼ିବାକୁ ଆଉ ମାତ୍ର ଖୁବ କମ ସମୟ ରହିଅଛି। ତେବେ ଆପଣଙ୍କ ଗ୍ରହ ଚକ୍ରରେ ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି।
ଆପଣଙ୍କୁ ସଦା ସର୍ବଦା ରାଜଯୋଗ ଭାଙ୍ଗ ଭଳି ଫଳ ଦେଉଛନ୍ତି ଦୟାକରି ଜାତକ ଦେଖାଇ ଦ୍ୱନ୍ଦ୍ୱ ନିରାକରଣ କରନ୍ତୁ। ଏବଂ ଯାହାଙ୍କୁ ଆପଣ ପୂର୍ବରୁ କିଛି ସାହାଯ୍ୟ ସହଯୋଗ କରୁଛନ୍ତି କୌଣସି ବି କ୍ଷେତ୍ରରେ ଆପଣ ସାହାଯ୍ୟ ସହଯୋଗ କରୁଛନ୍ତି ସେ ବର୍ତ୍ତମାନ ଆପଣଙ୍କ ବିଷୟରେ ଭାବୁଛନ୍ତି ଏବଂ ଆପଣଙ୍କୁ ମଧ୍ୟ ମନେ ପକାଉଛନ୍ତି।
Special Report
ଯଦି ଆପଣ ଦ୍ୱିତୀୟ ନମ୍ବର ହାର୍ଟଟିକୁ ବାଛିଛନ୍ତି ଆପଣ ବର୍ତ୍ତମାନ ଅତ୍ୟନ୍ତ ଦୃଷ୍ଟ ଗ୍ରହ ଆପଣଙ୍କୁ ଶାସନ କରିବାରେ ଲାଗିଛି। ଆପଣଙ୍କୁ ବିଶ୍ରାମ ମିଳୁ ନାହିଁ, ନାନା କାରଣରୁ ଧନ ବ୍ୟୟ ହେଉଛି ଘର ଠାରୁ ବାହାର ଯାଏ ଅଶାନ୍ତିର ନିଆଁ ଜଳୁଛି। କାହାରି ସାଥିରେ ପ୍ରୀତି ନାହିଁ।
ଏବଂ ଯିଏ ଆପଣଙ୍କ ଅଧିକ ଧ୍ୟାନ ରଖୁଛନ୍ତି ଆପଣଙ୍କୁ ସବୁ କଥାରେ ଗୁରୁତ୍ୱ ଦେଉଛନ୍ତି ସେହି ବ୍ୟକ୍ତି ହିଁ ଆପଣଙ୍କୁ ମନେ ପକାଉଛନ୍ତି। ଯିଏ ଆପଣଙ୍କ ନିଜର ଆପଣଙ୍କ ସୁଖ ଦୁଃଖର ସାଥି ହୋଇଛନ୍ତି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଉଛନ୍ତି ସେ ହିଁ ଆପଣଙ୍କୁ ମନେ ପକାଉଛନ୍ତି।
ଯଦି ତୃତୀୟ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହେବାକୁ ଯାଉଛି। ଏଥର ଭାଗ୍ୟ ଉନ୍ନତିର ସମୟ ଆସି ପହଁଚି ଯାଇଛି। ଅଳ୍ପ ଦିନ ବିଳମ୍ବ ପରେ ଆପଣ ସବୁ ସୁଖ ସୌଭାଗ୍ୟ ଭୋଗ କରିବେ। ଖର୍ଚ୍ଚ ଅଧିକ ଆୟ କମ ହୋଇଥିବାରୁ ଆପଣଙ୍କୁ ଅର୍ଥ କ୍ଷେତ୍ରରେ ଅଡୁଆରେ ପଡ଼ିବାକୁ ହେଉଛି।
ସେହିପରି ପରିସ୍ଥିତି ଆପଣଙ୍କ ଅଚାନକ ଦୂର ହେବ ଅଧିକ ଚିନ୍ତା କରନ୍ତୁ ନାହିଁ। ଏବଂ ଆପଣଙ୍କୁ ଅଧିକ ସମ୍ମାନ କରନ୍ତି ଆପଣ ଏପରି କିଛି ବ୍ୟକ୍ତି ଜାଣନ୍ତୁ କିଏ ଆପଣଙ୍କୁ ଅଧିକ ସମ୍ମାନ କରୁଛନ୍ତି ସିଏ ହିଁ ବର୍ତ୍ତମାନ ଆପଣଙ୍କ ବିଷୟରେ ଭାବୁଛନ୍ତି ସିଏ ହିଁ ଆପଣଙ୍କୁ ମିସ କରୁଛନ୍ତି।
Special Report
ଯଦି ଚତୁର୍ଥ ହାର୍ଟଟିକୁ ବାଛିଛନ୍ତି ତେବେ ଆପଣଙ୍କ ବିଷୟରେ କିଏ ଭାବି ଆପଣଙ୍କୁ ମିସ କରୁଛନ୍ତି। ଆପଣ ପୁତ୍ର କଷ୍ଟ ଏବଂ ସ୍ତ୍ରୀ କଷ୍ଟ ଭୋଗ କରିବେ। ଚାକିରୀ ବୃତ୍ତିରେ ନାନା ବିଶଙ୍ଖଳା ସୃଷ୍ଟି ହୋଇପାରେ କିନ୍ତୁ ସନ୍ତାନ ମାନଙ୍କ ଉନ୍ନତି ଦେଖାଯିବ।
ନୂତନ ଧନ ବ୍ୟୟ ହେବ ମାଙ୍ଗଳିକ କାର୍ଯ୍ୟରେ ସହଜରେ ସମାଧାନ ହୋଇଯିବ। ଏବଂ ଯିଏ ଆପଣଙ୍କ ବିଷୟରେ ଅଧିକ ଭାବୁଛନ୍ତି ଏବଂ ମନେ ପକାଉଛନ୍ତି ସିଏ ହିଁ ଏବେ ଆପଣଙ୍କୁ ମିସ କରୁଛନ୍ତି।
ଯଦି ପାଞ୍ଚ ନମ୍ବର ହାର୍ଟଟିକୁ ବାଛିଛନ୍ତି ତେବେ ତାହା କଣ କହୁଛି ଆପଣଙ୍କ ବିଷୟରେ ଆପଣଙ୍କ ରାଶି ଚକ୍ରରେ ଦେଖନ୍ତୁ ଏହା କଣ କହୁଛି ଆପଣଙ୍କ ଗ୍ରହ ଦଶା ଏବଂ ଦିଶା ଠିକ ରହିଅଛି କି ନାହିଁ। ଆପଣ ସାବଧାନ ରୁହନ୍ତୁ ସର୍ବ କ୍ଷେତ୍ରରେ ପରାଜୟ ଭରଣ କରିବେ କିନ୍ତୁ
ଆପଣ ଯଦି ମାତା ପିତାଙ୍କ ସେବା ଠିକ ଭାବରେ କରନ୍ତି ତ ଆପଣଙ୍କ ସମସ୍ତ ଆଶାର ସମ୍ପୂର୍ଣ୍ଣ ଫଳ ଆପଣ ପ୍ରାପ୍ତ କରିବେ। ଏବଂ ଯିଏ ଆପଣଙ୍କୁ ହୃଦୟ ଦେଇ ଭଲ ପାଉଛନ୍ତି ସିଏ ଆପଣଙ୍କୁ ମିସ କରୁଛନ୍ତି ଅର୍ଥାତ ଯିଏ ଆପଣଙ୍କୁ ଲଭ କରୁଛନ୍ତି। 
ଯଦି ୬ ନମ୍ବର ସଂଖ୍ୟାଟିକୁ ବାଛିବା ତେବେ ଆପଣଙ୍କ ଭବିଷ୍ୟତ ବିଷୟରେ ଏଯାବତ ଆପଣ ଦୁଃଖରେ ଚଳି ଆସୁଥିଲେ। ବହୁଦିନ ହେଲା ବଡ଼ କଷ୍ଟ ଆପଣ ଭୋଗୁଛନ୍ତି। ଆପଣଙ୍କ ହସ୍ତରୁ ଯାଇଥିବା ପଇସା ଆପଣଙ୍କ ହାତକୁ ଫେରୁ ନାହିଁ।
ଆପଣ ଋଣ ଦେଇ ଋଣ କରିବା ଆରମ୍ଭ କଲେଣି। ପାରିବାରିକ ଶତ୍ରୁ ବିଶେଷ କରି ସନ୍ତାନ ମାନେ ଆପଣଙ୍କ ପକ୍ଷରେ ନାହାଁନ୍ତି। ଏବଂ ଆପଣ ଯାହାଠାରୁ କିଛି ଟଙ୍କା ଆଣିଥିଲେ ସେ ହିଁ ଏବେ ଆପଣଙ୍କୁ ମନେ ପକାଉଛନ୍ତି।